ଦେଶରେ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ହେବ

୨୦୨୪-୨୫ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥମନ୍ତ୍ରୀ କହିଛନ୍ତି ଲୋକମାନେ ସରକାରଙ୍କ ନୀତି ଉପରେ ଭରସା କରିଛନ୍ତି । ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ହେବ। ଶିଳ୍ପ କାରଖାନାରେ ଯେଉଁ ଶ୍ରମିକମାନେ କାର୍ଯ୍ୟ କରୁଛନ୍ତି ,…

ଆନ୍ଧ୍ରପ୍ରଦେଶ ଊପରେ ଟଙ୍କା ବର୍ଷା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍। ଏହା ନିର୍ମଳା ସୀତାରମଣଙ୍କ ସପ୍ତମ ବଜେଟ୍ । ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଏମ ଚନ୍ଦ୍ରବାବୁ ନାଇଡୁଙ୍କୁ ଏକ ରିଟର୍ନ ଗିଫ୍ଟ ଦେଇଛନ୍ତି। କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ ପାଇଁ ଟ୍ରେଜେରୀ ଖୋଲି ଦେଇଛନ୍ତି…

ସ୍ୱାସ୍ଥ୍ୟକେନ୍ଦ୍ରର ବଦଳିବ ନାମ

ରାଜ୍ୟରେ ବିଜେପି ସରକାର ପ୍ରଥମ ଥର ପାଇଁ କ୍ଷମତାକୁ ଆସିବା ବେଳେ ଅନେକ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ବର୍ଷ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିବା ବେଳେ ଏବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କରୁଛନ୍ତି । ନିକଟରେ…

ଶ୍ରାବଣ ମାସରେ କ’ଣ ରହିଛି ମହତ୍ୱ !

ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବିଶେଷ ମହତ୍ୱ ରହିଛି । ଶ୍ରାବଣ ମାସ ଭଗବାନ ଶିବଙ୍କ ପ୍ରିୟ ମାସ ଏବଂ ସୋମବାର ପ୍ରିୟ ବାର । ଏହି ମାସରେ ପବିତ୍ର ମନରେ ଭୋଳାନାଥଙ୍କ ପୂଜାର୍ଚ୍ଚନା ଓ ବ୍ରତ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଅନେକ ଶିବ ଭକ୍ତ…

ଆର୍‌ ସନ୍ଥଗୋପାଳନ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ

ରାଜ୍ୟର ନୂଆ ସିଇଓ ହେଲେ ଆଇଏଏସ ଅଫିସର ଆର୍‌ ସନ୍ଥଗୋପାଳନ । ୨୦୦୧ ବ୍ୟାଚର ଏହି ଆଇଏଏସ ଅଫିସରଙ୍କୁ ରାଜ୍ୟର ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଛି । ଏନେଇ ଇସିଆଇ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି । ପୂର୍ବରୁ ସିଇଓ ଥିବା ନିକୁଞ୍ଜବିହାରୀ ଧଳଙ୍କୁ…

କେଣ୍ଟ କ୍ରିଷ୍ଟାଲ ଷ୍ଟାର ବି ବଜାରରେ ଉପଲବ୍ଧ

ଦେଶର ଅଗ୍ରଣୀ ହୋମ୍‌ ଆପ୍ଲାଏନ୍ସ ବ୍ରାଣ୍ଡ୍‌ ତଥା କେଣ୍ଟ ହେଲ୍‌ଥ କେୟାର ପ୍ରଡକ୍ଟସର ନୂତନ ଉତ୍ପାଦ ‘କେଣ୍ଟ କ୍ରିଷ୍ଟାଲ ଷ୍ଟାର ବି’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ସହ ବଜାର ପ୍ରବେଶ ମଧ୍ୟ କରାଇଛି। ଏପରିକି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଓ୍ବାଟର ପ୍ୟୁରିଫାୟାର କଟିଙ୍ଗ ଏଜ୍‌…

ଉଛୁଳିଲା ସେୟାର ମାର୍କେଟ୍‌

ସାଧାରଣ ଲୋକଙ୍କ ସମେତ ସେୟାର ମାର୍କେଟ୍‌ ନିବେଶକଙ୍କ ମଧ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ବଡ଼ ଆଶା ରହିଛି । ଆଜି ଷ୍ଟକ ମାର୍କେଟ ନିବେଶକମାନଙ୍କ ପାଇଁ ଏକ ଶୁଭ ଦିନ ହେବ ବୋଲି ଆଶା କରାଯାଉଛି । ଘରୋଇ ଷ୍ଟକ ମାର୍କେଟ ବର୍ତ୍ତମାନ ସମୟରେ ଅନେକ ଥର ସର୍ବୋଚ୍ଚ ସ୍ତର ଛୁଇଁଛି ।…

ପ୍ରତିରକ୍ଷା ପାଇଁ ୪.୫୪ ଲକ୍ଷ କୋଟି

ଆଜି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ ୨୦୨୪ ଜାରି କରିଛନ୍ତି । ସରକାରଙ୍କ ପ୍ରତିରକ୍ଷା ବଜେଟରେ ଦୁଇଟି ବିଷୟ ଉପରେ ଗୁରୁତ୍ବ ଦିଆଯାଇଛି । ସେଗୁଡ଼ିକ ହେଲା ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଓ ରପ୍ତାନି କରିବା । ପ୍ରତିରକ୍ଷା ବଜେଟର ପ୍ରାୟ ୨୮…

ଖାଦ୍ୟ ଖାଇବା ପରେ ତୁରନ୍ତ ଔଷଧ ଖାଉଛନ୍ତି କି?ସାବଧାନ୍! 

ଅନେକ ଲୋକ ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ଔଷଧ ଖାଇବା ଭଳି ଅଭ୍ୟାସରେ ପଡ଼ିଥାଆନ୍ତି । କିନ୍ତୁ ଏହା ଅତି ବିପଦଜନକ ହୋଇପାରେ । ଖାଦ୍ୟ ଖାଇବା ପରେ ପରେ ଔଷଧ ଖାଇବା ଅନେକ ସମସ୍ୟାର କାରଣ ସାଜିପାରେ । ତେଣୁ ଏସବୁ ପ୍ରତି ସାବଧାନ୍ ରହିବା ଉଚିତ୍ । ଭୁଲରେ ବି କେବେ ଏହି ଭୁଲ କରନ୍ତୁ ନାହିଁ ।…

ଛକା ମାରିଲେ ଆଉଟ୍

ଇଂଲଣ୍ଡରେ ଛକା ମାରିବା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ସାଉଥୱିକ ଏବଂ ସୋରହେମ୍ କ୍ରିକେଟ କ୍ଲବ ବ୍ୟାଟ୍ସମ୍ୟାନଙ୍କ ଛକା ମାରିବା ଉପରେ ବ୍ୟାନ୍ ଲଗାଯାଇଛି । ଷ୍ଟାଡିୟମ ପାଖରେ ରହୁଥିବା ଦର୍ଶକମାନଙ୍କ ପ୍ରପର୍ଟି କ୍ଷତି ପରେ ହେଉଥିବା ଅଭିଯୋଗ ଯୋଗୁଁ ଏଭଳି ଏକ…