ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ରାଜ୍ୟ ସରକାର କଲେ ବଡ଼ ଘୋଷଣା। ଏଥର ସବୁ ଜିଲାରେ ହେବ ମେଡିକାଲ କଲେଜ । ଏନେଇ ଗୃହରେ ବିବୃତ୍ତି ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସବୁ ଜିଲାରେ ମେଡିକାଲ କଲେଜ କରିବା ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ତେବେ ବିଧାନସଭାରେ ବିବୃତ୍ତି ରଖିବା…

ଅରୁଣଙ୍କ ତ୍ରେଚ୍ଛାବାଣ

ରାଜ୍ୟପାଳଙ୍କ ପୁଅ ଏଏସ୍‌ଓଙ୍କୁ ମାଡ଼ ମାରିବା ଘଟଣାରେ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ମଙ୍ଗଳବାର ଉଭୟ ବିଜେଡି ଓ କଂଗ୍ରେସ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଥିବା ଦେଖାଯାଇଛି। ତେବେ ଏନେଇ ବିଜେଡି ବିଧାୟକ ଅରୁଣ ସାହୁ ପ୍ରତିକ୍ରିୟା ରଖି ଭାଜପା ସରକାର ଚଳାଇବାରେ…

କିଏ ଅଧିକ ଧନୀ?ରଣବୀର ନା ଆଲିଆ

ଜାତୀୟ ଗଣମାଧ୍ୟମ ଲାଇଭ ମିଣ୍ଟର ରିପୋର୍ଟ ଅନୁଯାୟୀ ରଣବୀର କପୁର ୩୪୫କୋଟି ଟଙ୍କାର ମାଲିକ ଅଟନ୍ତି। ରଣବୀର ଏକ ଚଳଚ୍ଚିତ୍ର ପାଇଁ ୫୦କୋଟି ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ନିଅନ୍ତି। ଏହା ସହିତ ସେ ଫିଲ୍ମର ଲାଭରୁ ମଧ୍ୟ ନିଜର ଭାଗ ନିଅନ୍ତି। ଆୟ କରୁଥିବା ଟଙ୍କାକୁ ରଣବୀର ବିଳାସପୂର୍ଣ୍ଣ କାର…

ଷ୍ଟାଡିୟମ୍‌ରେ ନୁହେଁ; ନଦୀ ଉପରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବ

ଫ୍ରାନ୍‌ସ ରାଜଧାନୀ ପ୍ୟାରିସ୍‌ରେ ଆସନ୍ତା ୨୬ରୁ ଅଲିମ୍ପିକ୍‌ କ୍ରୀଡ଼ା ଆରମ୍ଭ ହେଉଛି। ଅଲିମ୍ପିକ୍‌ସ ଇତିହାସରେ ପ୍ରଥମଥର ଉଦ୍‌ଘାଟନୀ ଉତ୍ସବ ଷ୍ଟାଡିୟମ୍‌ରେ ନୁହେଁ; ନଦୀ ଉପରେ ଅନୁଷ୍ଠିତ ହେବ। ପ୍ୟାରିସ୍ ସହର ମଧ୍ୟରେ ବହିଯାଇଛି ସିନ୍ ନଦୀ। ଏହି ନଦୀରେ ୮୦ରୁ ୧୦୦ ନୌକାରେ…

ଚଳିତ ବଜେଟର ଓଡିଶାକୁ ଗୁରୁତ୍ୱ

ଚଳିତ ବଜେଟର ଓଡିଶାକୁ ଗୁରୁତ୍ୱ । ରାଜ୍ୟର ପ୍ରକୃତିକ ସୌନ୍ଦର୍ଯ୍ୟକୁ ଗୁରୁତ୍ୱ ଦେଇଛନ୍ତି ମୋଦୀ ସରକାର । ବିଶେଷ କରି ପ୍ରାକୃତିକ ଶୋଭାରେ ସମୃଦ୍ଧ ଓଡିଶାର ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ବେଳାଭୂମି ଗୁଡିକ ପର୍ଯ୍ୟଟନର ମୁଖ୍ୟ ଆଧାର ହୋଇଥିବାରୁ ଏହାକୁ ବିଶେଷ ଗୁରୁତ୍ୱ ଦିଆଯିବ । ଏହାକୁ ବିଶ୍ୱର…

ଏହା ଚୌକି ବଞ୍ଚାଅ ବଜେଟ୍ – ରାହୁଲ ଗାନ୍ଧୀ

ମୋଦୀ ୩.୦ର ପ୍ରଥମ ବଜେଟକୁ ନେଇ ବିଜେପି ନେତା ପ୍ରବଳ ପ୍ରଶଂସା କରିଛନ୍ତି । ସେହିପରି ଏହି ବଜେଟକୁ ନେଇ ବିରୋଧୀ ଏବେ ସମାଲୋଚନା ଆରମ୍ଭ କରିଛନ୍ତି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋସିଆଲମିଡିଆ ପୋଷ୍ଟ କରି ମୋଦୀ ସରକାରର ବଜେଟକୁ କଟାକ୍ଷ କରିଛନ୍ତି । ସେ ଏକ୍ସରେ ପୋଷ୍ଟ କରି…

ଶସ୍ତା ହେଲା କର୍କଟ ଔଷଧ

ଏଥର ବଜେଟରେ କର୍କଟ ରୋଗୀଙ୍କ ପ୍ରତି ସଦୟ ହୋଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ଆମଦାନୀ ହୋଇଥିବା କର୍କଟ ଔଷଧ ଉପରେ ସୀମା ଶୁଳ୍କ ହଟାଇଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ତିନୋଟି କର୍କଟ ଔଷଧ ଉପରେ ୧୦ ପ୍ରତିଶତ କଷ୍ଟମ ଡ୍ୟୁଟି ଥିଲା, ଯାହାକୁ ସଂପୂର୍ଣ୍ଣ…

ଆହୁରି ୪ ଦିନ ବର୍ଷା ଲାଗି ରହିବ

ବାୟୁ ପ୍ରଭାବରେ ଆହୁରି ୪ ଦିନ ବର୍ଷା ଲାଗି ରହିବା ନେଇ ଆକଳନ ହୋଇଛି। ତେବେ ଆଗାମୀ ଦୁଇ ଦିନ ଭିତରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୫ ଓ ୨୬ ତାରିଖରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର…

କେଉଁ ଦେଶକୁ କେତେ ଟଙ୍କା ଆର୍ଥିକ ସହାୟତା କରିଥାଏ ଭାରତ

ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନା କରିଛନ୍ତି । ବଜେଟ ଘୋଷଣା ପରେ ଜାରି କରାଯାଇଥିବା ଦସ୍ତାବିଜ ମୁତାବକ ଭାରତ ସରକାର ବିଦେଶୀ ଦେଶମାନଙ୍କୁ ମୋଟା ଅଙ୍କର ସହାୟତା ଦେଉଥିବା ଜଣାପଡିଛି । ଯେଉଁଥିରେ ସବୁଠାରୁ ଅଧିକ ସହାୟତା ଭୂଟାନକୁ…

ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ହେବ ବିଶ୍ୱସ୍ତରୀୟ

ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ବଜେଟରେ ଓଡ଼ିଶାକୁ ଗୁରୁତ୍ୱ ଦିଆଯାଇଛି । ରଜ୍ୟର ପର୍ଯ୍ୟଟନସ୍ଥଳୀ ପାଇଁ ବଜେଟରେ ବିଶେଷ ଘୋଷଣା କରାଯାଇଛି । ପ୍ରାକୃତିକ ଶୋଭାରେ ସମୃଦ୍ଧ ଓଡ଼ିଶାର ବନ୍ୟପ୍ରାଣୀ ଅଭୟାରଣ୍ୟ ଓ…