ଅନ୍ତର୍ଜାତୀୟ ସଂଗଠନର ଗୁଡଓ୍ବିଲ ଆମ୍ବାସାଡର ହେଲେ ଓଡ଼ିଆ ଯୁବକ

ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା ତଥା ପ୍ରଯୋଜକ, ପ୍ରମୋଟର ଓ କ୍ୟୁରେଟର ଜିତେନ୍ଦ୍ର ମିଶ୍ରଙ୍କୁ ‘ସିଫେଜର ସଦିଚ୍ଛା ଦୂତ  ବା ଗୁଡ୍ଓ୍ବିଲ ଆମ୍ବାସାଡର୍’ ଭାବେ ମନୋନୀତ କରାଯାଇଛି।ଫ୍ରେଞ୍ଚ ଭାଷାରେ ସିଫେଜର ପୂର୍ଣ୍ଣ ରୂପ ହେଉଛି ‘ସେଣ୍ଟର ଇଣ୍ଟରନ୍ୟାସନାଲ୍ ଡି ଫିଲ୍ମ ପୋର୍…

ଆଜି ଉପବାଚସ୍ପତି ନିର୍ବାଚନ

ସରଗରମ ହେଉଛି ବିଧାନସଭା ବଜେଟ୍ ଅଧିବେଶନ। ଦୁଇ ଦିନ ଗୃହ ହୁଲସ୍ତୁଲ ହୋଇଛି। ସରକାରୀ ଦଳ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି। ଆଜି ତୃତୀୟ ଦିନରେ ବି ଗୃହ ସରଗରମ ହୋଇପାରେ। ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ବିରୋଧୀ ବିଜେଡି ଏବଂ କଂଗ୍ରେସ ସରକାରଙ୍କୁ ଘେରୁଛନ୍ତି।…

ନିଟ-ୟୁଜି ଦୁଇଦିନ ଭିତରେ ରେଜଲ୍ଟ ଘୋଷଣା ହେବ

ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଟ-ୟୁଜି ପରୀକ୍ଷା ରଦ୍ଦ କରାଯିବା ଓ ପୁନର୍ବାର ପରୀକ୍ଷା କରିବା ନେଇ ଅଗ୍ରାହ୍ୟ କରାଯିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ବଡ଼ ଘୋଷଣା କରିଛନ୍ତି । ଦୁଇଦିନ ଭିତରେ ଏନଟିଏ ତରଫରୁ ନିଟ-ୟୁଜିର ଅନ୍ତିମ ରେଜଲ୍ଟ ଘୋଷଣା କରାଯିବ ବୋଲି…

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି: ୩ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ସିଂହାସନରେ ଆଜି(ବୁଧବାର) ଦାରୁବ୍ରହ୍ମଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୬ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପରମ୍ପରା ଅନୁଯାୟୀ ଦ୍ବିତୀୟ ଭୋଗମଣ୍ଡପ ନୀତି ପରେ ଭିତରୁ ଜୟବିଜୟ ଦ୍ବାର ବନ୍ଦ କରାଯିବ। ଦତ୍ତ…

ଖେଲୋ ଇଣ୍ଡିଆକୁ ୯୦୦ କୋଟି

ବଜେଟ୍ ୨୦୨୪-୨୫ରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଫ୍ଲାଗସିପ୍ ପ୍ରକଳ୍ପ ଖେଲୋ ଇଣ୍ଡିଆ ପାଇଁ କ୍ରୀଡା ମନ୍ତ୍ରଣାଳୟକୁ ଏହି ଅର୍ଥ ପ୍ରଦାନ କରାଯାଇଛି।ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟରେ କ୍ରୀଡ଼ା ମନ୍ତ୍ରଣାଳୟ ପାଇଁ…

ବିନା ଫିଟ୍‌ନେସ୍‌, ପଞ୍ଜୀକରଣରେ ଗାଡ଼ି ଚଳାଇଲେ ଫସିବେ

ବିନା ଫିଟ୍‌ନେସ୍‌ ଓ ପଞ୍ଜୀକରଣ ସାର୍ଟିଫିକେଟ୍‌ରେ ରାସ୍ତାରେ ଚାଲୁଥିବା ଗାଡ଼ିଗୁଡ଼ିକ ବିରୋଧରେ କେବଳ ଜରିମାନା ନୁହେଁ, ଏଣିକି ଆଇନ ଅନୁଯାୟୀ ଜବତ କରାଯିବା ସହ ମାମଲା ରୁଜୁ କରିବା ଭଳି ନିଷ୍ପତ୍ତି ନିଆଯାଇଛି। ସାରା ରାଜ୍ୟରେ ଫିଟ୍‌ନେସ୍‌ ଓ ରେଜିଷ୍ଟ୍ରେଶନ ସାର୍ଟିଫିକେଟ ଯାଞ୍ଚ…

କମଳାଙ୍କୁ ସମର୍ଥନ କଲେ ନନ୍ସି ପେଲୋସି

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ନିର୍ବାଚନରୁ ନିଜକୁ ପ୍ରତ୍ୟାହାର କରି କମଲା ହାରିସଙ୍କୁ ରାଷ୍ଟ୍ରପତି ପଦ ପାଇଁ ସମର୍ଥନ କରିଥିଲେ । ସେବେଠାରୁ ଚର୍ଚ୍ଚା ହେଉଥିଲା ଯେ ଡେମୋକ୍ରାଟିକ୍ ପାର୍ଟି କମଳା ହାରିସ୍‌ଙ୍କ ନାମ ମୋହର ମାରିବ କି ନାହିଁ । ବର୍ତ୍ତମାନ ପ୍ରତିନିଧି ସଭାର…

୬ଟି ଭାରତୀୟ ଭାଷାକୁ ମିଳିଛି ଶାସ୍ତ୍ରୀୟ ମାନ୍ୟତା

କେନ୍ଦ୍ର ସଂସସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍‌‌ କହିଛନ୍ତି, ୬ଟି ଭାରତୀୟ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି। ଲୋକସଭାରେ ଏକ ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଶେଖାୱତ୍‌‌ କହିଛନ୍ତି, ତାମିଲ୍‌‌, ସଂସ୍କୃତ, କନ୍ନଡ, ତେଲୁଗୁ, ମାଲାୟଲମ୍‌‌ ଏବଂ ଓଡ଼ିଆ ଭାଷାକୁ…

୫ ଜିଲାରେ ପ୍ରବଳ ବର୍ଷା

ସାରା ରାଜ୍ୟରେ ଏବେ ବର୍ଷା ଲାଗିରହିଛି। ଉତ୍ତରଠୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ସବୁଠି ଲଗାଣ ବର୍ଷାରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ମଙ୍ଗଳବାର ଅନୁଗୋଳରେ ସର୍ବାଧିକ ୫୭ ମି.ମି. ବର୍ଷା ହୋଇଥିବା ବେଳେ ବଲାଙ୍ଗୀରରେ ୪୬, ନୂଆପଡ଼ା ୩୦, ପାରାଦୀପ ୨୯, ତାଳଚେର ୧୮, ଢେଙ୍କାନାଳ…