ୟୁଟ୍ୟୁବ୍ ଠପ
ମାଇକ୍ରୋସଫ୍ଟ ପରେ, ବର୍ତ୍ତମାନ ୟୁଟ୍ୟୁବ୍ ମଧ୍ୟ କାମ ବନ୍ଦ କରିଦେଇଛି। ଅନେକ ୟୁଜର ସମସ୍ୟାରେ ପଡ଼ିଛନ୍ତି। ସେମାନେ ୟୁଟ୍ୟୁବ୍ ବ୍ୟବହାର କରିବାକୁ ସକ୍ଷମ ହେଉ ନାହାନ୍ତି। ଏହି ସମସ୍ୟା ସେମାବାର ଅପରାହ୍ନ ସାଢ଼େ ଗୋଟାଏରୁ ଆରମ୍ଭ ହୋଇଛି। ୟୁଟ୍ୟୁବ୍ ବ୍ୟବହାର କରୁଥିବା ଅଧିକାଂଶ ଉପଭୋକ୍ତା…