ହାଇକୋର୍ଟ ତରଫରୁ ଆସିଛି ନିଯୁକ୍ତି ସୁଯୋଗ

ଓଡ଼ିଶା ହାଇକୋର୍ଟ ତରଫରୁ ନିଯୁକ୍ତି ସୁଯୋଗ । ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦ ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଯୋଗ୍ୟ ପ୍ରାର୍ଥୀଙ୍କୁ ମାସିକ ୩୦ ହଜାର ଟଙ୍କା ବେତନ ଆକାରରେ ପ୍ରଦାନ କରାଯିବ । ଏହି ପଦରେ ଆବେଦନ କରିବାକୁ ହେଲେ ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର…

ଆରମ୍ଭ ହେଲା ଭାଲୁକୁଣି ଓଷା

ଓଡ଼ିଶାରେ ବାର ମାସ ତେର ପର୍ବ ଭିତରୁ ଖୁଦୁରୁକୁଣୀ ଓଷା ଏକ ପାରମ୍ପରିକ ପର୍ବ। ଏହାକୁ କେହିକେହି ଭାଲୁକୁଣି ଓଷା ତ ଆଉ କିଏ ଢିଙ୍କି ଓଷା ମଧ୍ୟ କୁହନ୍ତି। କୁଆଁରୀ ଝିଅମାନେ ସାଧବ ପରମ୍ପରାକୁ ନେଇ ଭାଇଙ୍କ ଶୁଭମନାସୀ ଭାଦ୍ରବ ମାସରେ ମା’ ଖୁଦୁରୁକୁଣୀଙ୍କ ପୂଜା କରିଥାନ୍ତି। ଓଡ଼ିଶାର କୋଣ…

 ଶଙ୍ଖ ଭବନରେ ବିଜେଡ଼ି ବିଧାୟକ ନେବେ ପ୍ରଶିକ୍ଷଣ

ଶଙ୍ଖ ଭବନରେ ତାଲିମ୍ ନେବେ ବିଜେଡ଼ି ବିଧାୟକ । ବିଧାନସଭାରେ ଅୟୋଜିତ ବିଧାୟକ ପ୍ରଶିକ୍ଷଣ ଶିବିରକୁ ବୟକଟ୍ କରିଥିଲା ବିଜେଡି ।ସକାଳ ୧୦ଟାରୁ ଆରମ୍ଭ ହେବ ବିଧାୟକ ପ୍ରଶିକ୍ଷଣ ଶିବିର । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବେ ।ବିଧାନସଭା ନୀତି ଓ ବିଧି ବ୍ୟବସ୍ଥା…

ଆସନ୍ତା ବର୍ଷ ଫେରିବେ ସୁନୀତା

ମହାକାଶରେ ଫସିଛନ୍ତି ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ଓ ଅନ୍ୟଜଣେ ସାଥୀ ବୁଚ୍ ବ୍ଲିମୋର । ତେବେ ସେଠାରୁ ଫେରିବା କିମ୍ବା ତାଙ୍କୁ ଉଦ୍ଧାର କରିବା ସମ୍ଭବ ହେଉନି। ଏହାରି ଭିତରେ ନାସା ପକ୍ଷରୁ ଏକ ଅପ୍‌ଡେଟ୍ ପ୍ରଦାନ କରାଯାଇଛି। ଉଭୟ ଆସନ୍ତା ବର୍ଷ ଫେବୃଆରୀ ମାସରେ ପ୍ରତ୍ୟାବର୍ତ୍ତନ…

ସାବଧାନ ! ପ୍ଲାଷ୍ଟିକ୍‌ ଚପିଂ ବୋର୍ଡରେ ପରିବା କାଟୁଛନ୍ତି କି? 

ଅଧିକାଂଶ ଗୃହିଣୀ ଘରେ ପ୍ଲାଷ୍ଟିକ୍‌ ଚପିଂ ବୋର୍ଡ ବ୍ୟବହାର କରିଥାନ୍ତି। କିନ୍ତୁ ଏହାର ବ୍ୟବହାର ସ୍ବାସ୍ଥ୍ୟ ପାଇଁ ଖରାପ। ପ୍ଲାଷ୍ଟିକ୍‌ ଚପିଂ ବୋର୍ଡରେ ପରିବା କାଟିବା ଫଳରେ ସେଥିରେ ଥିବା ମାଇକ୍ରୋ ପ୍ଲାଷ୍ଟିକ୍‌ ଆମ ଶରୀର ଭିତରକୁ ଯାଇଥାଏ, ଯାହା ଅତ୍ୟନ୍ତ ଖରାପ। ବାରମ୍ବାର ଛୁରିରେ…

ସାଲିଆ ସାହିରେ ମଦ ଓ ପୋଚ ନଷ୍ଟ କଲା ପୁଲିସ,ଚାଲିଲା ବୁଲ୍ଦୋଜର

ସାଲିଆସାହିର ଅଜ୍‌ବେସ୍‌ଷ୍ଟସ୍‌ ଘର। ଘର ଭିତରେ ସୁଡ଼ଙ୍ଗ। ଅଣ୍ଡର୍‌ଗ୍ରାଉଣ୍ଡରେ ଲାଗିଥିଲା ଏସି ଓ ଏଲ୍‌ଇଡି ଟିଭି। ତା’ ଭିତରେ ଚାଲିଥିଲା ଦେଶୀ ମଦ ତିଆରି। ସୁରକ୍ଷା ପାଇଁ ସାଇତା ହୋଇଥିଲା ମାରଣାସ୍ତ୍ର। ସାଲିଆସାହିରୁ ସଂପୂର୍ଣ୍ଣ ଭାବେ ଦେଶୀ ମଦ ଭାଟି ବନ୍ଦ କରିବାକୁ କମିସନରେଟ୍‌ ପୁଲିସ ଓ…

ଆଇପିଏଲକୁ ଫେରୁଛନ୍ତି ଯୁବରାଜ

ପୁଣିଥରେ କ୍ରିକେଟକୁ କମବ୍ୟାକ କରିବାକୁ ଯାଉଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂହ । ଆଇପିଏଲରେ ପୁଣିଥରେ ସେ କମବ୍ୟାକ କରିବାକୁ ଯାଉଛନ୍ତି ବୋଲି ବର୍ତ୍ତମାନ ସଂକେତ ମିଳିଛି । ଭାରତର ସିକ୍ସର କିଙ୍ଗ ନାମରେ ପରିଚିତ ଯୁବରାଜଙ୍କୁ ପୁଣିଥରେ ମଇଦାନରେ ଦେଖିବା ପାଇଁ ଅନେକ…

ବିଳମ୍ବରେ ରିଲିଜ୍‌ ‘ପୁଷ୍ପା୨’ ହେବ

ପୁଷ୍ପା’ ଖୁବ୍‌ ଲୋକପ୍ରିୟ ହୋଇଥିଲା। ଆଉ ଏହାର ‘ସାମି..ସାମି ..’ ଗୀତଟି ଯୁବପିଢ଼ିଙ୍କ ହୃଦୟ ଜିଣିଥିଲା। ଏବେ ଦର୍ଶକ ଏହାର ଦ୍ବିତୀୟ ଭାଗ ‘ପୁଷ୍ପା: ଦ ରୁଲ୍‌’ର ରିଲିଜ୍‌କୁ ଅପେକ୍ଷା କରିଛନ୍ତି। ହେଲେ ଏହାରି ଭିତରେ ରିଲିଜ୍ ବିଳମ୍ବିତ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଡିସେମ୍ବର…

ମୋଦିଙ୍କୁ ନିମନ୍ତ୍ରଣ ପଠାଇଲା ପାକିସ୍ତାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ପଠାଇଛି ନିମନ୍ତ୍ରଣ। କାଉନସିଲ ଅଫ ହେଡସ ଅଫ ସରକାରୀ (ସିଏଚଜି) ବୈଠକରେ ଯୋଗ ଦେବାକୁ ପାକିସ୍ତାନରେ ନିମନ୍ତ୍ରଣ କରିଛି। ଅକ୍ଟୋବର ୧୫ ଏବଂ ୧୬ରେ ଇସଲାମାବାଦରେ ଏହି ବୈଠକ ଅନୁଷ୍ଠିତ ହେବ ଏବଂ ଏଥିରେ ଚାଇନା ଯୋଗଦେବାର ଆଶା ରହିଛି। ଏଥିରେ…

ଆଇଏଲ୍‌ଏସ୍‌ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ଆତ୍ମହତ୍ୟା

ଆଇଏଲ୍‌ଏସ୍‌ର ବୈଜ୍ଞାନିକ ସନ୍ଦୀପ ମିଶ୍ର ଆତ୍ମହତ୍ୟା କରିଛନ୍ତି। ଭୁବନେଶ୍ବରସ୍ଥିତ ତାଙ୍କ ଘରୁ ମୃତଦେହ ଉଦ୍ଧାର କରାଯାଇଛି। ଏହା ପରେ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏବେ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପାଇଁ ମୃତଦେହ…