ଟେଲିଗ୍ରାମ୍‌ର ପ୍ରତିଷ୍ଠାତା ଗିରଫ

ମେସେଜିଂ ଆପ୍‌ ‘ଟେଲିଗ୍ରାମ’ର ପ୍ରତିଷ୍ଠାତା ପାଭେଲ ଡୁରୋଭଙ୍କୁ ଗିରଫ କରିଛି ପୋଲିସ। ଫ୍ରାନ୍ସର ବର୍ଗେଟ ବିମାନ ବନ୍ଦରରେ ଡୁରୋଭଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ସେ ପ୍ରାଇଭେଟ ଜେଟ୍‌ରେ ଆଜରବାଇଜାନ ଯିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଥିଲା ପରେ ତାଙ୍କୁ ଗିରଫ କରିଛି। ତାଙ୍କ…

ଫୁଲ଼ୁଛି ମହାନଦୀ

ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ରାଜ୍ୟର ବିଭିନ୍ନ ଜିଳ୍ଲାରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଘାଟରେ ମଧ୍ୟ ଯାତାୟତ ପ୍ରଭାବିତ ହୋଇଛି । ସେପଟେ ହୀରାକୁଦ ଜଳଭଣ୍ଡାରରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଛି ।ହୀରାକୁଦରେ…

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା

ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସମ୍ବଲପୁର, ଦେବଗଡ଼, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ,…

ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲା ହିନ୍ଦୁ ସଂଗଠନ

ଭୁବନେଶ୍ୱର: ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ସିବିଆଇ ତଦନ୍ତ ଓ ୨୫ ବର୍ଷ ଧରି କେନ୍ଦୁଝର ଜେଲ୍‌ରେ ସଜା କାଟୁଥିବା ହିନ୍ଦୁ ନେତା ଦାରା ସିଂହଙ୍କୁ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ ଜଣାଇଛି ସତ୍ୟ ସନାତନ ସମାଜ। ଯନ୍ତ୍ରୀ ଦେବାଶିଷ ହୋତାଙ୍କ ନେତୃତ୍ବରେ…

ଆଜି ମହାରାଷ୍ଟ୍ର ଓ ରାଜସ୍ଥାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ଜଲଗାଓଁ ଏବଂ ରାଜସ୍ଥାନର ଯୋଧପୁର ଗସ୍ତ କରିବେ । ସକାଳ ପ୍ରାୟ ୧୧:୧୫ ସମୟରେ, ପ୍ରଧାନମନ୍ତ୍ରୀ ଲକ୍ଷପତି ଦିଦି ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଅପରାହ୍ନ ପ୍ରାୟ ୪:୩୦ ସମୟରେ, ପ୍ରଧାନମନ୍ତ୍ରୀ ଯୋଧପୁରରେ ରାଜସ୍ଥାନ ହାଇକୋର୍ଟର…

ଆଜିର ରାଶିଫଳ

ମେଷ : ଆଜି ଶ୍ରୀଚନ୍ଦ୍ର କାରଣରୁ ବୈଷୟିକ ଅଭିବୃଦ୍ଧି ଘଟିବ। ପାରିବାରିକ ଜୀବନର ଦୁଃଖ, ସୁଖକୁ ମନ ଭିତରେ ଲୁଚାଇ ଅନ୍ୟମାନଙ୍କୁ ସୁହାଇଲା ଭଳି କଥା କହିବେ। କର୍ମକ୍ଷେତ୍ର ଓ ପରିବାରର କିଛି ବ୍ୟତିକ୍ରମକୁ ନେଇ ଚିନ୍ତା ପ୍ରକଟ କରିପାରନ୍ତି। ଦୀର୍ଘଦିନ ହେଲା ଅପ୍ରିୟଥିବା ସହକର୍ମୀଙ୍କ ମନଗଢ଼ା…

ଋଷିଆ-ୟୁକ୍ରେନ ମଧ୍ୟରେ ବଡ଼ ବୁଝାମଣା

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁକ୍ରେନ ଗସ୍ତର ୨୪ ଘଣ୍ଟାରୁ କମ ସମୟ ମଧ୍ୟରେ ଦୁଇ ଦେଶ ଏକ ବଡ଼ ବୁଝାମଣା କରିଛନ୍ତି । ଏହି ଚୁକ୍ତି ପରେ ଋଷିଆ ଓ ୟୁକ୍ରେନ ଆଜି ୧୧୫ ଜଣ ଲେଖାଏଁ କଏଦୀଙ୍କୁ ବିନିମୟ କରିବାକୁ ଯାଉଛନ୍ତି। ୟୁଏଇ ମଧ୍ୟସ୍ଥତାରେ ଏହି ବୁଝାମଣା ହୋଇଛି ବୋଲି ଋଷିଆର…

ସୁଭଦ୍ରା ଯୋଜନାକୁ ନେଇ ଜୋର୍ ଧରିଲା ରାଜନୀତି

'ସୁଭଦ୍ରା' ଯୋଜନାର ରୂପରେଖକୁ ନେଇ ସରଗରମ ରାଜନୀତି । ଧୂଆଁବାଣ ଓ ଭୋଟବ୍ୟାଙ୍କ ପଲିଟିକ୍ସ କହି ବିରୋଧୀଙ୍କ କଟାକ୍ଷ । ସୁଭଦ୍ରା ଯୋଜନାର ରୂପରେଖ ସାମ୍ନାକୁ ଆସୁ ଆସୁ, ଘେରିଲେଣି ବିରୋଧୀ। ବିରୋଧୀ ଦଳ ନେତା  । ନବୀନ ପଟ୍ଟନାୟକ ବିଜେପି ସରକାରକୁ ଟାର୍ଗେଟ୍ କରି ସୋସିଆଲ ମିଡିଆରେ ୫ଟି ପଏଣ୍ଟ…

ସାଲିଆ ସାହିରେ ବୁଲିଲା ବୁଲଡୋଜର

ରାଜଧାନୀ ଭୁବନେଶ୍ୱରର ସାଲିଆସାହିରେ ଶନିବାର ବୁଲିଲା ବୁଲଡୋଜର। ସାଲିଆସାହିରେ ୩ଟି ଦେଶୀ ମଦ କାରଖାନା ଠାବ ହେବା ପରେ ବୁଲିଲା ବୁଲଡୋଜର। ବୁଲଡୋଜର ଲଗାଇ ଚୋରା ମଦ ଭାଟି ପୁଲିସ ଭାଙ୍ଗିଛି । ଘଟଣାସ୍ଥଳରେ ଡିସିପି ପ୍ରତୀକ ସିଂହ ଉପସ୍ଥିତ ଥିବା ବେଳେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ…

+୩ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର

ଚଳିତ ୨୦୨୪-୨୫ ଶିକ୍ଷାବର୍ଷରେ +୩ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ସମ୍ବନ୍ଧରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଅଂଶଗ୍ରହଣ କରି +୩ ପାଠ୍ୟକ୍ରମରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ…