ତାଲିକା ପ୍ରକାଶ କରି କିଛି ସମୟ ପରେ ପ୍ରତ୍ୟାହାର କରିନେଲା ଭାଜପା

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ସୋମବାର ବିଜେପି ଏକ ନୂତନ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ୧୫ ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି। ପୂର୍ବାହ୍ନରେ ବିଜେପି ୪୪ ଜଣିଆ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିବା…

ସାର୍ବଜନୀନ ହେବ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ତଦନ୍ତ କମିଶନ ରିପୋର୍ଟ

ଖୁବ୍ ଶୀଘ୍ର ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରାଯିବ। ଏ ନେଇ ନିଷ୍ପତ୍ତି ନେବେ ସରକାର।ମୁଖ୍ୟମନ୍ତ୍ରୀ ଏ ନେଇ ଆଲୋଚନା କରିଛନ୍ତି। ଆଗାମୀ ଦିନରେ ସରକାର କଣ କରିବେ ସେ ନେଇ ଶୀଘ୍ର ନିଷ୍ପତ୍ତି ହେବ। ଏଭଳି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ…

ଖୁବଶୀଘ୍ର ଜାରି କରିବ କନଷ୍ଟେବଳ ପଦବୀରେ ନିଯୁକ୍ତି

ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଶୀଘ୍ର ଭଲ ଖବର ମିଳିବାକୁ ଯାଉଛି । ବାସ୍ତବରେ ଷ୍ଟାଫ୍ ସିଲେକସନ କମିଶନ (ଏସଏସସି) ଖୁବ୍ ଶୀଘ୍ର ଖାଲି ପଦବୀ ପାଇଁ ବିଜ୍ଞପ୍ତି ବାହାର କରିବାକୁ ଯାଉଛି, ଯେଉଁଥିରେ ଆସାମ ରାଇଫଲ୍ସରେ ସିଏପିଏଫ, ଏନଆଇଏ, ଏସଏସଏଫ ରେ କନଷ୍ଟେବଳ (ଜିଡି) ଏବଂ…

ବାର୍ଡ ଫ୍ଲୁ’ କୁ ନେଇ ସତର୍କ ସୂଚନା

ପିପିଲିରେ ବାର୍ଡ ଫ୍ଲୁ ସଂକ୍ରମଣ ଚିହ୍ନଟ ହେବା ପରେ ଏହାକୁ ନେଇ ସାରା ରାଜ୍ୟରେ ନିର୍ଦ୍ଦେଶନାମା ଜାରି କରାଯାଇଛି । ବାର୍ଡ ଫ୍ଲୁ ସଂକ୍ରମଣକୁ ନେଇ ସତର୍କ ରହିବା ପାଇଁ ସବୁ ଜିଲ୍ଲାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି…

ହୀରାକୁଦର ୨୦ଟି ଗେଟ୍‌ ଖୋଲାଯାଇଛି

ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏଥିମଧ୍ୟରେ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ପାଇଁ ୨୦ ଟି ଗେଟ୍ ଖୋଲାଯାଇଛି । ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୧.୭୭ ଫୁଟ ରେକର୍ଡ଼ କରାଯାଇଥିଲା । ହୀରାକୁଦରେ ୩, ୧୦, ୩୨୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩, ୫୪,…

ଲଦ୍ଦାଖ ସହ ସାମିଲ ହେଲା ୫ଟି ନୂଆ ଜିଲ୍ଲା

ଜମ୍ମୁ କାଶ୍ମୀରରେ ୧୦ ବର୍ଷ ପରେ ଚଳିତବର୍ଷ ହେବାକୁ ଯାଉଛି ନିର୍ବାଚନ । ଏଥିପାଇଁ ସାରା ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏହା ଭିତରେ କେନ୍ଦ୍ରଶାସିତ ଅଞ୍ଚଳ ଲଦ୍ଦାଖକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲଦ୍ଦାଖରେ ଆଉ ୫ଟି ନୂଆ ଜିଲ୍ଲା ସାମିଲ…

ୟୁକ୍ରେନର ଜବରଦସ୍ତ ଡ୍ରୋନ ଆକ୍ରମଣ

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନ ରୁଷିଆ ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ ଆକ୍ରମଣ କରିଛି। ଡ୍ରୋନ ସାହାଯ୍ୟରେ ରୁଷିଆର ସରାଟୋଭ ଅଞ୍ଚଳକୁ ଆକ୍ରମଣ କରି ୟୁକ୍ରେନ ବିଶ୍ୱକୁ ଚକିତ କରିଛି। ରୁଷିଆର ସରାଟୋଭ ଅଞ୍ଚଳରେ ୟୁକ୍ରେନ ୯/୧୧ ଭଳି ଆକ୍ରମଣ କରିଛି। ଡ୍ରୋନ…

ଖୁବ୍‌ ଶୁଭ ଏ ବର୍ଷର ଜନ୍ମାଷ୍ଟମୀର ଯୋଗ

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭାଦ୍ରବ ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ । ସାରା ଦେଶରେ ଏହାକୁ ଖୁବ୍‌ ଧୂମଧାମରେ ପାଳନ କରାଯାଏ । ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବ ୨୬ ଅଗଷ୍ଟ ସୋମବାର ଦିନ ପାଳନ କରାଯିବ । ଏହି ଦିନ ଅତ୍ୟନ୍ତ ଶୁଭ ଯୋଗ ସୃଷ୍ଟି ହେବାକୁ ଯାଉଛି । ଚଳିତ…

ପ୍ରବଳ ବର୍ଷିବ

ବାଲାଂଦେଶ ଓ ଆଖପାଖ ଅଞ୍ଚଳରେ ରବିବାର ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ପଶ୍ଚିମ ଉତ୍ତର ଦିଗରେ ଗତି କରି ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଦେଇ ଗତି କରିବ। ସେହିପରି ମନସୁନ୍‌ ଟ୍ରପ୍‌ ଲାଇନ୍‌ ବଙ୍ଗୋସାଗରର ଦକ୍ଷିଣ-ପୂର୍ବରୁ ଉତ୍ତର-ପୂର୍ବ ଦିଗରେ ବ୍ୟାପିଛି। ଏହା…

ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା

ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷାର ସମ୍ଭାବନା ଅଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ପାଣିପାଗ ବିଜ୍ଞାନୀମାନଙ୍କର ପୂର୍ବାନୁମାନ…