୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା

୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬ ରୁ ଦିନ ୧ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରିବ ବିଜେଡି। ଭରତପୁର ଥାନାରେ ମହିଳାଙ୍କୁ ନିର୍ଯ୍ୟାତନା ଘଟଣାକୁ ନେଇ ଭୁବନେଶ୍ୱର ବନ୍ଦ ପାଳନ କରିବ ବିଜେଡି। ସେଥିପାଇଁ ଏହି…

ଭାରତ ,ବଂଲାଦେଶ ଟେଷ୍ଟ ମ୍ୟାଚ – ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ

ଚେନ୍ନାଇରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଭ୍ରମଣକାରୀ ବାଂଲାଦେଶ ଦଳକୁ ଟିମ ଇଣ୍ଡିଆ ୨୮୦ରେ ପରାଜିତ କରିଛି। ଫଳରେ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳରେ ଭାରତ ୧-୦ରେ ଆଗୁଆ ହୋଇଛି। ଟସ ଜିତି ବାଂଲାଦେଶ ଦଳ ବୋଲିଂ ନିଷ୍ପତ୍ତି ନେଇଥିଲା। ଟିମ ଇଣ୍ଡିଆ ପ୍ରଥମ ପାଳିରେ ୩୭୬…

ହାଇ ହିଲ୍‌ସ ପିନ୍ଧୁଛନ୍ତି କି ?ହୋଇଯାନ୍ତୁ ସାବଧାନ !

ନିଜକୁ ସାଧାରଣ ଲୋକଙ୍କଠାରୁ ଅଲଗା ବୋଲି ଦେଖାଇହେବା ପାଇଁ ଲୋକେ ଏହାକୁ ଆପଣେଇ ଥାଆନ୍ତି, ବିଶେଷକରି ବେଶଭୂଷାରେ। ଚଳଚ୍ଚିତ୍ରଗୁଡ଼ିକରେ ଅଭିନୟ କରୁଥିବା ଯୁବକ-ଯୁବତୀମାନେ ଏଥିରେ ସବୁଠାରୁ ଆଗୁଆ। ମୁଖ୍ୟତଃ ସେମାନେ ହିଁ ହେଲେ ନୂଆ ଫେଶନର ପ୍ରବର୍ତ୍ତକ। ଆମେ ତାଙ୍କୁ ‘ସେଲିବ୍ରିଟି’ ବୋଲି…

ଶାହିଦଙ୍କୁ ନେଇ କ’ଣ କହିଲେ କରୀନା?

କରୀନା କପୁର ଖାନ୍ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୫ବର୍ଷ ପୂରଣ କରିଛନ୍ତି। ଏହାକୁ ପାଳନ କରିବା ପାଇଁ ତାଙ୍କ ନାମରେ ଏକ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ ହୋଇଛି | ସେପ୍ଟେମ୍ବର ୨୦ରୁ ଆରମ୍ଭ ହୋଇଥିବା ଏହି ପର୍ବ ୨୭ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ କରୀନାଙ୍କର ଅନେକ ଚଳଚ୍ଚିତ୍ର…

ଆଇପିଏଲରେ ଋଷଭ ପନ୍ତଙ୍କୁ ନେଇ ବଡ଼ ଘୋଷଣା

ଦିଲ୍ଲୀ କ୍ୟାପିଟାଲ୍ସ ଋଷଭ ପନ୍ତଙ୍କ ରିଟେନସନକୁ ନେଇ ସ୍ପଷ୍ଟ ସୂଚନା ଦେଇଛି । ଆଇପିଏଲ-୨୦୨୫ ପାଇଁ ଋଷଭ ହିଁ ଦଳର ଅଧିନାୟକ ରହିବେ ବୋଲି କହିଛି ଫ୍ରାଞ୍ଚାଇଜି । ଗତ ମେଗା ଅକ୍ସନ ଭଳି ଆସନ୍ତା ସିଜନରେ ମଧ୍ୟ ଋଷଭ ହିଁ ଦିଲ୍ଲୀର ପ୍ରଥମ ରିଟେନ୍ ଖେଳାଳି ରହିବେ । ତେବେ ଏହି ଘୋଷଣା ସହିତ…

ଶ୍ରୀଲଙ୍କାରେ ସରିଛି ମତଦାନ

ଶ୍ରୀଲଙ୍କାରେ ସନ୍ଧ୍ୟା ୪ଟାରେ ଶେଷ ହୋଇଛି ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା । ଦେଶର ପ୍ରାୟ ୧.୭ କୋଟି ଭୋଟରଙ୍କ ମଧ୍ୟରୁ ପ୍ରାୟ ୭୫% ଭୋଟର ନୂଆ ରାଷ୍ଟ୍ରପତିଙ୍କ ପାଇଁ ମତଦାନ କରିଛନ୍ତି । ତେବେ ବର୍ତ୍ତମାନ ମତଗଣନା ଜାରି ରହିଥିବା ବେଳେ ରବିବାର ଏହାର ଫଳାଫଳ ଘୋଷଣା ହୋଇପାରେ ବୋଲି ଆଶା…

କନିଷ୍ଠ ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି

ଆସନ୍ତାମାସ ଦ୍ୱିତୀୟ ସପ୍ତାହରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‍ଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବନିଯୁକ୍ତ ଶିକ୍ଷକମାନଙ୍କୁ ନିଯୁକ୍ତିପତ୍ର ବାଣ୍ଟିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ରାଜ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରାଧିକରଣ – ଓସେପା ପକ୍ଷରୁ…

ସାଓମୀ ପକ୍ଷରୁ ନୂଆ ମଡେଲ ସ୍ମାର୍ଟଫୋନ ଲଞ୍ଚ କରିବ

ସାଓମୀ ନିଜ କୋଟି କୋଟି ଫ୍ୟାନ୍ସଙ୍କ ପାଇଁ ଖୁବଶିଘ୍ର Xiaomi Mix Flipକୁ ଗ୍ଲୋବାଲ ମାର୍କେଟରେ ଲଞ୍ଚ କରିବ। ଏହାର ଅର୍ଥ ସାଓମୀର ଏହି ଫ୍ଲିପ ସ୍ମାର୍ଟଫୋନର ଅପେକ୍ଷା କରିଥିବା କୋଟି କୋଟି ଫ୍ୟାନ୍ସଙ୍କର ବର୍ତ୍ତମାନ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି।ସାଓମୀ ପକ୍ଷରୁ Xiaomi Mix Flipର…

ଲଘୁଚାପ ସୃଷ୍ଟି

ଆସନ୍ତା ୨୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ୨୪ ତାରିଖରେ ଉତ୍ତର ଓଡି଼ଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି।ଏହାର ପ୍ରଭାବରେ ଆଜି ୧୯ ଜିଲ୍ଲାକୁ ସତର୍କ ସୂଚନା…

୨୩ ଯାଏଁ ରତ୍ନଭଣ୍ଡାର ଯାଞ୍ଚ କରାଯିବ

 ଆଜିଠାରୁ ମହାପ୍ରଭୁଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଆସନ୍ତା ୨୩ ତାରିଖ ଯାଏଁ ଜାରି ରହିବ। ଆଜି ପ୍ରଥମ ଦିନରେ ଏଏସ୍‌ଆଇ ଓ ବିଶେଷଜ୍ଞ ଟିମ୍‌ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଅପରାହ୍‌ଣ ୨ଟାରେ ପ୍ରବେଶ କରିଥିଲେ। ଦୀର୍ଘ ୪ ଘଣ୍ଟା ପରେ ଏହି ଟିମ୍‌…