ଇସ୍ରାଏଲ୍‌ କଲା ବୋମାମାଡ଼

ଯୁଦ୍ଧରେ ଘରଦ୍ୱାର ହରାଇ ପାଲେଷ୍ଟିନୀୟମାନେ ଗାଜା ସିଟିର ଏକ ସ୍କୁଲ୍‌ରେ ଆଶ୍ରୟ ନେଇଥିବାବେଳେ ସେଠାରେ ଇସ୍ରାଏଲ୍‌ ବୋମାମାଡ଼ କରିଛି। ଏଥିରେ ଅନୂ୍ୟନ ୨୧ ଜଣଙ୍କ ମୃତ୍ୟୁ ଘଟିଛି। ଅଲ୍‌-ଜେଇଟୁନ୍‌ ସ୍କୁଲ୍‌ ଉପରେ ବୋମାମାଡ଼ କରି ଇସ୍ରାଏଲ୍‌ ଭୟଙ୍କର ଗଣହତ୍ୟା କରିଥିବା ଗାଜାର ସରକାରୀ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ

ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ତଥା ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ଶନିବାର ଶପଥ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆତିଶୀଙ୍କ ନାମରେ ମୁଖ୍ୟମନ୍ତ୍ରୀ ହେବାର ମୋହର ବାଜିଥିଲା। ସୂଚନାଯୋଗ୍ୟ, ଆମ ଆଦମୀ ପାର୍ଟି…

ଆଇଫୋନ୍‌ ୧୬ ପ୍ରୋ ମାସ୍କ ବ୍ୟବହାର କରୁଛନ୍ତି ମାଧୁରୀ ଦୀକ୍ଷିତ

ଆଇଫୋନ 16 ସିରିଜ ଭାରତରେ ବିକ୍ରି ହେବା ପଇଁ ଏବେ ଉପଲବ୍ଧ । ଆପଲର ଏହି ଲାଟେଷ୍ଟ ଫାନକୁ ନେଇ ଲୋକଙ୍କ ଭିତରେ ଖୁବ  ଖୁସି ଦେଖିବାକୁ ମିଳୁଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଖୁସି ସାଧାରଣ ଲୋକଙ୍କ ଭିତରେ ନୁହିଁ । ବରଂ ସେଲିବ୍ରିଟିମାନଙ୍କ ମଧ୍ୟରେ ବି ରହିଛି ।…

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ କ୍ରେଡିଟ୍‌ ଆଉଟ୍‌ରିଚ୍‌ ପ୍ରୋଗ୍ରାମ ଶୁକ୍ରବାର…

ଅମର ପ୍ରୀତ ସିଂହ ହେବେ ବାୟୁସେନାର ନୂଆ ମୁଖ୍ୟ

ଭାରତୀୟ ବାୟୁସେନାରେ ଅଧିକାରୀ ଚାକିରି ଏନଡିଏ, ସିଡିଏସ ଏବଂ ଏଏଫସିଏଟି ମାଧ୍ୟମରେ ମିଳିଥାଏ।  ଲୋକମାନେ ଏଥିପାଇଁ କଠିନ ପରିଶ୍ରମ କରିଥାନ୍ତି। ଯେଉଁମାନେ ଦ୍ୱାଦଶ ପରେ ଏନଡିଏ ମାଧ୍ୟମରେ ବାୟୁସେନାରେ ଯୋଗ ଦିଅନ୍ତି, ପଦୋନ୍ନତି ପାଇ ବାୟୁସେନା ମୁଖ୍ୟ ପଦରେ ପହଞ୍ଚିବାକୁ ଚେଷ୍ଟା କରିଥାନ୍ତି।…

କେନ୍ଦୁଝରରେ ଜାତୀୟସ୍ତରର ଷ୍ଟାଡ଼ିୟମ କରିବାକୁ ପ୍ରୟାସ କରାଯିବ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ମୁଁ ବି ଜଣେ ଖେଳାଳି। ଫୁଟବଲ୍, କ୍ରିକେଟ୍ ଖେଳୁଥିଲି। ଭଲ ଭଲିବଲ୍ ବି ଖେଳୁଥିଲି।।  କେନ୍ଦୁଝର ଜିଲ୍ଲାରେ ତାଙ୍କର ଦ୍ଵିତୀୟ ଦିନର ଗସ୍ତ କାର୍ଯ୍ୟକ୍ରମ ସମୟରେ କେନ୍ଦୁଝର ଷ୍ଟାଡିୟମ୍ ପଡ଼ିଆରେ ମର୍ଣ୍ଣିଂ ୱାକ୍ ସହ ଚାଏ ପେ' ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ…

ବାଲେଶ୍ଵର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ଗିରଫ

ବାଲେଶ୍ଵର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ଗିରଫ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏନ.ଭି ହରିହର ରାଓଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରହିଛି।  ସୂଚନା ଅନୁସାରେ ଶୁକ୍ରବାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ…

ଓଠ କଳା ପଡୁଥିଲେ, ଆପଣାନ୍ତୁ ଏହି ଉପାୟ

କଳା ଓଠ ମୁହଁର ସୌନ୍ଦର୍ଯ୍ୟ ହ୍ରାସ କରିଥାଏ। ଏହାକୁ ଲୁଚାଇବା ଲାଗି ଅନେକେ ଲିପ୍‌ଷ୍ଟିକ୍‌ ଲଗାଇଥାନ୍ତି। ହେଲେ କେତେକ ଘରୋଇ ଉପାୟରେ ଆପଣ ଚାହିଁଲେ ଓଠକୁ ଗୋଲାପି କରିପାରିବେ। ଜାଣିରଖନ୍ତୁ ଟିପ୍ସ… ଲେମ୍ବୁରସ ଏବଂ ମହୁ ପ୍ୟାକ୍‌ ଓଠର କଳାରଙ୍ଗ ଦୂରକରି ଗୋଲାପି କରିବାରେ ବେଶ୍‌ ସାହାଯ୍ୟ…

ବାୟୋ-ରାଇଡ୍’ ଯୋଜନାକୁ ମିଳିଲା କ୍ୟାବିନେଟର ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବାୟୋଟେକ୍ନୋଲୋଜି ବିଭାଗ (ଡିବିଟି)ର ଦୁଇଟି ପ୍ରମୁଖ ଯୋଜନାକୁ ବାୟୋମ୍ୟାନୁଫାକ୍ଚରିଂ ଏବଂ ବାୟୋଫାଉଣ୍ଡରୀ ନାମକ ଏକ ନୂତନ ଉପାଦାନ ସହିତ ‘ବାୟୋଟେକ୍ନୋଲୋଜି ରିସର୍ଚ୍ଚ ଇନୋଭେସନ ଆଣ୍ଡ…

ଇତିହାସ ରଚିଲେ ଯଶସ୍ୱୀ

ଟିମ ଇଣ୍ଡିଆର ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ, ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ମାତ୍ର ୧୦ ରନ୍ କରି ପାଭିଲିୟନ୍ ଫେରିଛନ୍ତି । କିନ୍ତୁ ଏହି ୧୦ ରନ୍ ଭିତରେ ହିଁ ଏକ ବିରାଟ ଇତିହାସ ସୃଷ୍ଟି କରିଛନ୍ତି ଯଶସ୍ୱୀ । ଆଜିର ଇନିଂସରେ ୧୦ ରନ୍ କରିବା ସହ ଟେଷ୍ଟ କ୍ରିକେଟର ମହାନତମ…