ଧନୁଷଙ୍କ ନିର୍ଦ୍ଦେଶିତ ‘ଇଡଲି କଡ଼ାଇ’ଫିଲ୍ମ ପୋଷ୍ଟର ରିଲିଜ୍

ଉଭୟ ସାଉଥ୍ ଏବଂ ବଲିଉଡରେ ନିଜ ନିକ୍ଷୁଣ ଅଭିନୟର ଜଲୱା ଦ୍ୱାରା ଦର୍ଶକଙ୍କ ହୃଦୟରେ ରାଜ କରିପାରିଛନ୍ତି । ରାୟନ୍‌, ରାନଝଣା, କ୍ୟାପଟେନ୍ ମିଲର, ଶମିତାଭ, ଅତରଙ୍ଗି ରେ, ଭାଥି, ୱଡା ଚେନ୍ନାଇ ଇତ୍ୟାଦି ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ବର୍ତ୍ତମାନ ସେ ତାଙ୍କ ଆଗାମୀ ଫିଲ୍ମ ‘ଇଡଲି କଡ଼ାଇ’କୁ…

ଇତିହାସ ରଚିଲେ ଯଶସ୍ୱୀ

ଟିମ ଇଣ୍ଡିଆର ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ, ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ମାତ୍ର ୧୦ ରନ୍ କରି ପାଭିଲିୟନ୍ ଫେରିଛନ୍ତି । କିନ୍ତୁ ଏହି ୧୦ ରନ୍ ଭିତରେ ହିଁ ଏକ ବିରାଟ ଇତିହାସ ସୃଷ୍ଟି କରିଛନ୍ତି ଯଶସ୍ୱୀ । ଆଜିର ଇନିଂସରେ ୧୦ ରନ୍ କରିବା ସହ ଟେଷ୍ଟ କ୍ରିକେଟର ମହାନତମ…

ପହିଲାରୁ ସ୍କୁଲରେ ଦଶହରା ଛୁଟି ଘୋଷଣା

ଆଗକୁ ଆସୁଛି ପାର୍ବଣର ମହାସମ୍ଭାର । ଅଶ୍ୱୀନ ମାସରେ ଧରାବତରଣ କରିବାକୁ ଯାଉଛନ୍ତି ଜଗତଜନନୀ ମା’ ଦୁର୍ଗା । ଏଥିାପାଇଁ ରାଜ୍ୟର ସମସ୍ତ ସ୍କୁଲରେ ଛୁଟି ଘୋଷଣା ହୋଇଯାଇଛି । ଆସନ୍ତା ଅକ୍ଟୋବର ମାସ ୧ ତାରିଖରୁ ସ୍କୁଲରେ ଛୁଟି ପାଇଁ ଘୋଷଣା ହୋଇଛି । ଲଗାତାର ୧୫ ଦିନ ପାଇଁ ଏହି ଛୁଟି ଉପଭୋଗ…

  ଆମରିକା ୩ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଆମେରିକା ଗସ୍ତ ପାଇଁ ପ୍ରସ୍ଥାନ କରିସାରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ୱିଲମିଙ୍ଗଟନରେ ଆୟୋଜିତ ୬ଷ୍ଠ କ୍ୱାଡ୍ ଶିଖର ସମ୍ମିଳନୀରେ ସାମିଲ ହେବେ । ଏହା ସହ ନ୍ୟୁୟର୍କର ନ୍ୟାସନାଲ ଆସେମ୍ବ୍ଲିରେ ଭବିଷ୍ୟତର ଶିଖର ସମ୍ମିଳନୀକୁ…

ଷ୍ଟକ୍ ବଜାରରେ ଉତ୍ସାହ

ଆମେରିକା ଓ ଏସିଆର ବିଭିନ୍ନ ଦେଶରେ ଥିବା ଷ୍ଟକ୍ ବଜାରରେ କାରବାର ଉତ୍ସାହଜନକ ରହିବା ପରେ ତାହାର ପ୍ରତିଫଳନ ଶୁକ୍ରବାର ଭାରତର ଦୁଇ ଷ୍ଟକ୍ ବଜାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ଦେଖିବାକୁ ମିଳିଥିଲା। ନିବେଶକମାନେ ଅଟୋମୋବାଇଲ୍‌, ବ୍ୟାଙ୍କ ଓ କ୍ୟାପିଟାଲ୍…

ଇସ୍ରାଏଲ ‘ନୂଆ ଯୁଦ୍ଧ’ ଆରମ୍ଭ

ଲେବାନନ୍‌ରେ ହେଜବୁଲ୍ଲା ଆତଙ୍କବାଦୀ ବ୍ୟବହାର କରୁଥିବା ପେଜର୍‌ ଓ  ୱାକିଟକିରେ ବିସ୍ଫୋରଣ ଘଟାଇ ଇସ୍ରାଏଲ ‘ନୂଆ ଯୁଦ୍ଧ’ ଆରମ୍ଭ କରିଛି। ଇସ୍ରାଏଲ ଆଜି ପୁଣିଥରେ ଦକ୍ଷିଣ ଲେବାନନ୍‌ରେ ଇସ୍‌ଲାମିକ ଚରମପନ୍ଥୀ ସଂଗଠନ ହେଜବୁଲ୍ଲାର ୧୫୦ରୁ ଅଧିକ ଆଡ଼ା  ଉପରେ ଭୟଙ୍କର ଆକ୍ରମଣ କରିଛି। ଇସ୍ରାଏଲ…

ଉପକୂଳରେ ବଢ଼ିବ ବର୍ଷା

ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଥମେ ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହୋଇ ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପ୍ରଭାବରେ ୨୨…

ଆଜି ଶପଥ ନେବେ ଆତିଶୀ

ଆଜି ଦିଲ୍ଲୀ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହେବେ ଆତିଶୀ ମର୍ଲେନା । ଦିଲ୍ଲୀର ମନୋନିତ ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟା 4ଟା 30ରେ ଶପଥ ନେବେ । ଏହାସହିତ ଆଜି 5ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେବେ । ସୌରଭ ଭରଦ୍ବାଜ, ଗୋପାଳ ରାୟ, କୈଳାସ ଗେହଲଟ,…

ରାଶିଫଳ

ମେଷ: ସମସ୍ୟାର ସମାଧାନ ପାଇଁ ମାର୍ଗ ଖୋଜିନେବେ। ରାଜନୀତିରେ ସଫଳତା ପାଇବେ। ଅନ୍ୟମାନଙ୍କୁ ନିଜ କଥାରେ ଆକର୍ଷିତ କରିନେବେ। ଜୀବନସାଥୀ ଠାରୁ ମନ ପସନ୍ଦର ଉପହାର ପାଇବେ। ‌ ବୃଷ: ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କ ଲାଗି ଦିନଟି ବହୁତ ଭଲ। ବହୁ ଦିନର ଆଶା ପୂରଣ ହେବ।…

୨୦୨୬ ମସିହା ସୁଦ୍ଧା ନକ୍ସଲବାଦ୍‌ ପୂରାପୂରି ଭାବେ ଲୋପ ପାଇଯିବ – ଅମିତ ଶାହା

ନକ୍ସଲବାଦ୍‌କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ସେ କହିଛନ୍ତି କି ୨୦୨୬ ମସିହା ସୁଦ୍ଧା ନକ୍ସଲବାଦ୍‌ ପୂରାପୂରି ଭାବେ ଲୋପ ପାଇଯିବ। ଏହା ସହିତ ଶାହା ମାଓବାଦୀମାନଙ୍କୁ ହିଂସା ତ୍ୟାଗ କରିବା, ଅସ୍ତ୍ରଶସ୍ତ୍ର ରଖିଦେବା ଏବଂ ଆତ୍ମସମର୍ପଣ କରିବାକୁ ନିବେଦନ…