ହିଜବୁଲ୍ଲା ମୁଖ୍ୟ ନିହତ

ବେରୁତର ସର୍ବାଧିକ ଜନବହୁଳ ଅଞ୍ଚଳରେ ଅବସ୍ଥିତ ହେଜବୁଲ୍ଲାର ମୁଖ୍ୟାଳୟ ସମେତ ଏହା ସଂଲଗ୍ନ ଅନ୍ୟ ୬ଟି ବିଶାଳ କୋଠାକୁ ଇସ୍ରାଏଲ ଶକ୍ତିଶାଳୀ କ୍ଷେପଣାସ୍ତ୍ର ମାଡ଼ କରି ଧ୍ବସ୍ତ କରିଛି। ଏହି ଆକ୍ରମଣରେ ନସ୍‌ରଲ୍ଲା ସମେତ ହେଜବୁଲ୍ଲାର ୪ ଜଣ ଶୀର୍ଷ କମାଣ୍ଡର ଓ ଅତିରକ୍ତ କମାଣ୍ଡରଙ୍କ ମୃତ୍ୟୁ…

ମିଶନ ‘କ୍ରିଉ-୯’ 

ଆମେରିକୀୟ ସ୍ପେସ୍‌ ଏଜେନ୍ସି ନାସା ଏବଂ ଏଲନ୍‌ ମସ୍କଙ୍କ ମହାକାଶଯାନ ନିର୍ମାତା କମ୍ପାନୀ ସ୍ପେସ୍‌ ଏକ୍ସ’ ପକ୍ଷରୁ ଶନିବାର ଭାରତୀୟ ସମୟ ରାତି ୧୦ଟା ୪୭ରେ ଫ୍ଲୋରିଡାର କେପ୍‌ କାନ୍‌ଭେରାଲ ସ୍ପେସ୍‌ ଫୋର୍ସ ଷ୍ଟେଶନ୍‌ରୁ ମିଶନ ‘କ୍ରିଉ-୯’ ଲଞ୍ଚ କରାଯାଇଛି। ମିଶନ ଲଞ୍ଚ ହେବାର ଠିକ୍‌ ପୂର୍ବରୁ…

ଆଜିର ରାଶିଫଳ

ମେଷ : ମଙ୍ଗଳଙ୍କ ଦୁର୍ବଳତା ଓ ଶୁକ୍ରଙ୍କ ସବଳତା ହେତୁ ବାଦବିବାଦରୁ ଦୂରେଇ ରହିବା ଭଲ। ଅଟକି ରହିଥିବା କାମଗୁଡ଼ିକ ଯୋଗୁ ଶାନ୍ତି ବ୍ୟାହତ ହେବ। ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟା ଜାରି ରଖିଲେ ଆଗାମୀ ଆଶା ପୂର୍ଣ୍ଣତା ପ୍ରାପ୍ତି ହୋଇପାରିବ। ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ଓ…

ଆଜିଠୁ ପାଗ ଶୁଖିଲା ରହିବ

ଦକ୍ଷିଣପୂର୍ବ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହୋଇଯାଇଛି। ଏଥିରେ କିନ୍ତୁ ଆଜିଠୁ ଲାଗିବ ବ୍ରେକ୍‌ । କମିବ ବର୍ଷାର ପରିମାଣ । ବର୍ଷାର ପରିମାଣ କମିବା ପରେ ଜାରି ହୋଇଥିବା ୟେଲୋ ୱାର୍ଣ୍ଣିଂକୁ ହଟାଇ ଦିଆଯାଇଛି । ଅବଶ୍ୟ ଆସନ୍ତା ୨୪ ଘଣ୍ଟାରେ ୫ ଜିଲ୍ଲାରେ ପ୍ରବଳ…

ଆଜିଠୁ ସ୍ୱାଭାବିକ ସ୍ୱାସ୍ଥ୍ୟସେବା , ପ୍ରତ୍ୟାହୃତ ହେଲା ନର୍ସ କର୍ମଚାରୀଙ୍କ ଆନ୍ଦୋଳନ

 ପ୍ରତ୍ୟାହୃତ ହେଲା ନର୍ସ କର୍ମଚାରୀଙ୍କ ଆନ୍ଦୋଳନ । ଲୋକସେବା ଭବନରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ନର୍ସିଂ ସଂଘର ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନର୍ସିଂ ସଂଘ ଘୋଷଣା କରିଛି । ଗତ ୪ ଦିନ ହେବ ରାଜ୍ୟବ୍ୟାପୀ ନର୍ସିଂ ଷ୍ଟାଫ୍ ମାନେ ଆନ୍ଦୋଳନ କରୁଥିଲେ। ୧୦ ଦଫା ଦାବି ପୂରଣ ପାଇଁ…

କ୍ୟାବିନେଟରେ ୭ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍ ବୈଠକରେ ୭ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ଏଥିମଧ୍ୟରେ ରହିଛି  ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୮ଟି ବିଭିନ୍ନ ଦିଗ, ଗୋପାଳନ, ସୁରକ୍ଷା, ଦୁଗ୍ଧ ଉପାଦାନକୁ ଜାତୀୟ ସ୍ତରରେ ପହଞ୍ଚାଇବା, ମଇଁଷି ପାଳନ, ଗୋ ସମ୍ପଦ ବୀମା, ବାଛୁରୀଙ୍କୁ ଖାଦ୍ୟ ଯୋଗାଣ,…

ନର୍ସିଂ ଆନ୍ଦୋଳନକୁ ନେଇ ମନ୍ତ୍ରୀ କହିଲେ ବଡ଼ କଥା

ଭୁବନେଶ୍ବର: ୧୦ ଦଫା ଦାବି ନେଇ ଦୁଇଦିନ ହେଲା  ଆନ୍ଦୋଳନ କରିଛନ୍ତି ନର୍ସ । ସେପଟେ ଆଲୋଚନା କରି ମନ୍ତ୍ରୀ କହିଛନ୍ତି ନର୍ସମାନେ କାର୍ଯ୍ୟରେ ଯୋଗ ଦେବେ । ତେବେ ସଂଘ କହୁଛି ଆମେ ଆଲୋଚନା କରି ଜଣାଇବୁ । ମନ୍ତ୍ରୀ ଆଲୋଚନା ପରେ କହିଛନ୍ତି ସଂଘ ସହ ଆଲୋଚନା ହୋଇଛି ଓ ସେମାନେ କାଲିଠାରୁ…

ଆଜି ଇନ୍ଦିରା ଏକାଦଶୀ

ହିନ୍ଦୁବିଶ୍ୱାସୀ ସନାତନ ସଂସ୍କୃତିର ଓ ଭକ୍ତି ଭାବନାପୂର୍ଣ୍ଣ ହୃଦୟରେ ପାଳନ କରିଥାନ୍ତି । ଏକାଦଶୀ ବ୍ରତ ହିନ୍ଦୁ ଧର୍ମର ଏକ ପବିତ୍ର ବ୍ରତ । ସୁସ୍ଥ ଓ ଦୀର୍ଘଜୀବନ ଲାଭରେ ସହାୟକ ହୁଏ ଏକାଦଶୀ ଉପବାସ । ଅଗ୍ନି ପୁରାଣ ମତରେ ଏକାଦଶୀ ବ୍ରତ କଲେ ଭଗବାନ ଶ୍ରୀହରିଙ୍କ ନିତ୍ୟ ନିବାସରେ ସ୍ଥାନ…

ବାଲୁକା ଶିଳ୍ପୀ ପଦ୍ମଶ୍ରୀଙ୍କ ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍‌

ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍‌ ହୋଇଛି। କୋଲକାତାରୁ କେହି ଜଣେ ତାଙ୍କ ଆକାଉଣ୍ଟକୁ ହ୍ୟାକ୍‌ କରିଥିବା ଜଣାପଡିଛି। ଏ ନେଇ ସୋସିଆଲ ମିଡ଼ିଆ ସାଇଟ୍‌ ଏକ୍ସ ପକ୍ଷରୁ ତାଙ୍କୁ ମେଲ୍‌ ଯୋଗେ ଅବଗତ କରାଯାଇଛି।ତାଙ୍କ ଆକାଉଣ୍ଟ ହ୍ୟାକ୍‌…

ନଡ୍ଡାଙ୍କ ସ୍ଥାନ ନେବେ ବସୁନ୍ଧରା

ପୁଣି ଥରେ ଭାଜପା ଏକ ବଡ ମାଷ୍ଟରଷ୍ଟ୍ରୋକ ଖେଳିବାକୁ ଯାଉଛି। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟନୁସାରେ ଦଳର ହାଇକମାଣ୍ଡ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଉପସଭାପତି ବସୁନ୍ଧରା ରାଜେଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରିପାରନ୍ତି।ଖୁବ ଶୀଘ୍ର ଏନେଇ ଘୋଷଣା କରାଯାଇପାରେ ବୋଲି…