ନେପାଳରେ ଭୟଙ୍କର ବନ୍ୟା

ନେପାଳରେ ଭୟଙ୍କର ବନ୍ୟା ସ୍ଥିତି । ଦୁଃଖକୁ ଦ୍ବିଗୁଣିତ କରିଛି ଭୂସ୍ଖଳନ । ବନ୍ୟାରେ ଏଯାଏ ୧୧୨ ଜଣଙ୍କ ଜୀବନ ଗଲାଣି । ଭୂସ୍ଖଳନ ଯୋଗୁ ଶହ ଶହ ନିଖୋଜ ଅଛନ୍ତି । ପ୍ରବଳ ବର୍ଷା ଯୋଗୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଜାରି ରହିଛି । ଅନେକ ସ୍ଥାନରେ ନଦୀ ଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଉପରେ…

ଭାରତକୁ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ଦିଆଯିବାକୁ ରୁଷିଆ ସମର୍ଥନ କରିଛି

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାନ ପାଇବାକୁ ଭାରତକୁ ଅନେକ ଦେଶ ସମର୍ଥନ କରିଛନ୍ତି । ଏହାରି ଭିତରେ ରୁଷିଆ ମଧ୍ୟ ଭାରତକୁ ସମର୍ଥନ କରିଛି ।  ବ୍ରିଟେନ, ଆମେରିକା, ଫ୍ରାନ୍ସ, ଭୁଟାନ, ପର୍ତ୍ତୁଗାଲ ଏବଂ ଚିଲି ଭାରତକୁ ୟୁଏନଏସସିର ସ୍ଥାୟୀ ସଦସ୍ୟ କରିବା ପାଇଁ ସମର୍ଥନ…

ମନ କୀ ବାତରେ ମୟୂରଭଂଜର ରାମଜୀ ଟୁଡୁଙ୍କୁ ମନେପକାଇଲେ ମୋଦି

ରାମଜୀ ଟୁଡୁଙ୍କୁ ମନକୀ ବାତରେ ମନେପକାଇ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସାନ୍ତାଳୀ ଭାଷାକୁ ମୋବାଇଲରେ ଲେଖିବା ସହଜ କରିଛନ୍ତି । ଅନେକ ଲୋକ ଏବେ କଂପୁଟର ଏବଂ ମେବାଇଲରେ ଏହି ଭାଷାରେ ଲେଖିବାକୁ ତାଙ୍କର ପ୍ରୟାସ ଏବେ ସଫଳ ହୋଇଛି ।  ସାନ୍ତାଳୀ ଭାଷାରେ ଲିପିକୁ ସେ ଡିଜିଟାଲ…

ମାଲକାନଗିରି: ଲ୍ୟାଣ୍ଡମାଇନ ବିସ୍ଫୋରଣ

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଟେରାମ ଏବଂ ଗୁଡୁମ ମଧ୍ୟରେ ବିସ୍ଫୋରଣ ହୋଇଛି ।ଲ୍ୟାଣ୍ଡମାଇନ ବିସ୍ଫୋରଣ, ୫ ଯବାନ ଆହତ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ।  ଅଳ୍ପକେ ବର୍ତ୍ତିଲେ ୩୦ ଯବାନ ।ସିଆରପିଏଫ୍ ଯବାନ ସର୍ଚ୍ଚ ଅପରେସନ କରୁଥିବାବେଳେ ଏହି…

ପଲିଗ୍ରାଫ ଟେଷ୍ଟ ଲାଗି ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୋଲିସ କର୍ମଚାରୀ

ଭୁବନେଶ୍ବର: ଆଜି ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ କରାଯିବ । ବାକି ୪ ପୋଲିସଙ୍କ ପଲିଗ୍ରାଫ ଟେଷ୍ଟ ହେବ । ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସାଗରିକା ରଥ, ସଲିଳାମୟୀ ସାହୁଙ୍କଠାରୁ ଘଟଣା ଦିନର ସତ ଆଦାୟ…

ଆଜି ବିଶ୍ବ ହୃତ୍‌ପିଣ୍ଡ ଦିବସ

ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ସର୍ବତ୍ର ‘ବିଶ୍ବ ହୃତ୍‌ପିଣ୍ଡ ଦିବସ’ ପାଳନ କରାଯାଇ ଆସୁଛି। ବିଭିନ୍ନ ପ୍ରକାର ହୃତ୍‌ପିଣ୍ଡ ଜନିତ ରୋଗ ବାବଦରେ ସଚେତନତା ସୃଷ୍ଟି ସହ ହୃଦ୍‌ଘାତ ପରି ପ୍ରାଣାନ୍ତକ ପରିସ୍ଥିତିକୁ ଦୂରେଇ ଦେବା ଲାଗି ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ପ୍ରଚାର ଓ…

ଦୁର୍ଗା ପୂଜା ପାଇଁ ଟ୍ରାଫିକ ସମସ୍ୟା ଉପରେ ଗୁରୁତ୍ୱ

ଆଗକୁ ଦୁର୍ଗା ପୂଜା ଚଳଚଞ୍ଚଳ ସହର ବାସୀ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯିବ ସେନେଇ କମିଶନରେଟ ପୋଲିସ ପକ୍ଷରୁ ପ୍ରଥମ ପ୍ରିପାରେସନ ବୈଠକ । ଡିସିପିଙ୍କ ନେତୃତ୍ୱ ଏହି ବୈଠକରେ ଭୁବନେଶ୍ୱର ୟୁପିଡିର ସମସ୍ତ ବରିଷ୍ଠ…

ଓଡିଶା ଏଫସିର ପ୍ରଥମ ବିଜୟ

ଚଳିତ ଆଇଏସ୍‌ଏଲ୍‌ ଓଡ଼ିଶା ଏଫ୍‌ସି ଶନିବାର ପରାଜୟ ଧାରା ଭାଙ୍ଗି ଟ୍ରାକ୍‌କୁ ଫେରିଛି। ପ୍ରଥମ ଦୁଇ ମ୍ୟାଚ୍‌ରେ ପରାଜୟ ବରଣ କରିବା ପରେ ଚାପରେ ଥିବା ଏହି ଓଡିଶା ଏଫସି  ଶନିବାର କଳିଙ୍ଗ ଷ୍ଟାଡିୟମ୍‌ରେ ଅନ୍ୟତମ ଶକ୍ତିଶାଳୀ ଜାମ୍‌ସେଦ୍‌ପୁର ଏଫ୍‌ସିକୁ ୨-୧ ଗୋଲ୍‌ରେ ପରାସ୍ତ କରି ପଏଣ୍ଟ୍…

ମୁମ୍ବାଇରେ ହାଇ ଆଲର୍ଟ

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ଥିବା ଗୁଇନ୍ଦା ସୂଚନା ପରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ପାର୍ବଣ ସମୟରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ଥିବା କେନ୍ଦ୍ରୀୟ ଏଜେନ୍ସୀ ସୂଚନା ଦେବା ପରେ ହାଇ ଆର୍ଲଟରେ ମୁମ୍ବାଇ । ଜନଗହଳିପୂର୍ଣ୍ଣ ଅଞ୍ଚଳ ଏବଂ ଧାର୍ମିକ ସ୍ଥଳ…

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ

ମୁଖ୍ୟ ନିର୍ବାଚନ କମିସନର (ସିଇସି) ରାଜୀବ କୁମାର ଆଜି  ଏକ ସାମ୍ବାଦିକ ସମ୍ମିଳନୀ କରି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ନଭେମ୍ବର ୨୬ ତାରିଖରେ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ଏହା ପୂର୍ବରୁ ନିର୍ବାଚନ ଶେଷ କରିବାକୁ…