ବୁମରା ଟେଷ୍ଟରେ ଏକନମ୍ବର

ଭାରତୀୟ ପ୍ରତିଷ୍ଠିତ ପେସ୍‌ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। କାନପୁରରେ ବାଂଲାଦେଶ ବିପକ୍ଷରେ ୬ ଉଇକେଟ ନେଇଥିବା ବୁମ୍‌ରା ଅନ୍ୟତମ ଭାରତୀୟ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ହଟାଇ ପ୍ରଥମ ସ୍ଥାନକୁ ଫେରିଛନ୍ତି। ବୋଲରଙ୍କ ମଧ୍ୟରେ…

ସିଆର୍‌ପିଏଫ୍‌ ଇତିହାସରେ ପ୍ରଥମ ଥର ପଦୋନ୍ନତି

ଦିଲ୍ଲୀସ୍ଥିତ ସିଆର୍‌ପିଏଫ୍‌ ମୁଖ୍ୟାଳୟ ସମେତ ବିଭିନ୍ନ କାର୍ଯ୍ୟାଳୟରେ ଏକ ‘ରୢାଙ୍କ ପାଇପିଂ’ ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଏହାର ମହାନିର୍ଦେଶକ ଏଡି ସିଂହ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି କର୍ମଚାରୀଙ୍କ ପଦୋନ୍ନତି ଘୋଷଣା କରିଥିଲେ।କେନ୍ଦ୍ର ସରକାରଙ୍କ ଏକ ବଡ଼ ପଦକ୍ଷେପର ଅଂଶ…

ଏଥର କିଏ ଜିତିବ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍

ଆଜିଠୁ ଆରମ୍ଭ ହେବାକୁ ଯାଉଛି ମହିଳା ବିଶ୍ବକପ୍ ।  ବାଂଲାଦେଶରୁ ସ୍ଥାନାନ୍ତରିତ ହୋଇ ୟୁଏଇରେ ଖେଳାଯାଉଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ନବମ ସଂସ୍କରଣ ପାଇଁ ଖେଳାଳି, ପଡ଼ିଆ ପ୍ରସ୍ତୁତ । ଏଥର ଅଷ୍ଟ୍ରେଲିଆ ଜିତିବ କି ଭାରତ ଜିତିବ ତାହା କହିବା କଷ୍ଟ ।  ଗ୍ରୁପ୍ ଓ ନକ୍‌ଆଉଟ୍…

ଭାରତୀୟ ନାଗରିକମାନଙ୍କୁ ଇରାନ ଗସ୍ତ ନ କରିବାକୁ ପରାମର୍ଶ

ନୂଆଦିଲ୍ଲୀ: ଯୁଦ୍ଧ ପରିସ୍ଥିତି ଇରାନରେ । ଇସ୍ରାଏଲ ଆକ୍ରମଣର ଭୟ ରହିଛି । ସାରା ବିଶ୍ବର ନାଗରିକ ଇରାନରୁ ପଳାୟନ କରୁଛନ୍ତି । ଏଭଳି ସ୍ଥିତିରେ ଭାରତୀୟମାନଙ୍କୁ ସରକାର କହିଛନ୍ତି ଇରାନ ନଯିବା ପାଇଁ ।  ମଙ୍ଗଳବାର ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ  ସ୍ଥିତି…

ନଭେମ୍ବର ୩ରୁ ଓଜେଏସ୍‌ ମେନ୍‌

ଭୁବନେଶ୍ବର: ଏଥର  ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶିତ ହୋଇଛି । ଏଥିରେ ଓଡ଼ିଶା ନ୍ୟାୟିକ ସେବା-୨୦୨୩ ମେନ୍‌ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ପ୍ରିଲିମିନାରି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମୋଟ ୬୮୦ଜଣ ପରୀକ୍ଷାର୍ଥୀ ମେନ୍‌ ଦେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।…

ଆଜିଠୁ ମା’ଙ୍କ ନବରାତ୍ରୀ ପୂଜା

ଆଜିଠୁ ମା’ଙ୍କ ନବରାତ୍ରୀ ପୂଜା । ଏଥିପାଇଁ ସାରା ଦେଶର ପ୍ରସିଦ୍ଧ ଶକ୍ତିପୀଠ ଚଳଚଞ୍ଚଳ ହୋଇଉଠିଛି । ସାରା ଦେଶରେ ଭୋର ସମୟରୁ ମା'ଙ୍କ ପୂଜାର୍ଚ୍ଚନା କରାଯାଉଛି । ଆମ ରାଜ୍ୟର ବିଭିନ୍ନ ଶକ୍ତି ପୀଠ ଗୁଡିକରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ବଢିବାରେ ଲାଗିଛି । ନିଜର ମନସ୍କାମନା ପୂରଣ ପାଇଁ…

ମାଗ୍ନାଇଟ୍‌ ଫେସଲିଫ୍ଟ ଲଞ୍ଚ କାର୍‌

୪ ଅକ୍ଟୋବରରେ ଏହାର ନୂଆ କାର୍‌ ମାଗ୍ନାଇଟ୍‌ ଫେସଲିଫ୍ଟ ଲଞ୍ଚ କରିବାକୁ ଯାଉଛି । ଏ ବାବଦରେ କମ୍ପାନୀ ଏହାର କାର୍‌ ବୁକିଂ କରିବା ଆରମ୍ଭ କରି ଦେଇଛି । ବଡ କଥା ହେଉଛି ଏହି କାରର ଡେଲିଭରି ମଧ୍ୟ ଏହାର ଲଞ୍ଚର ପରଦିନ ଆରମ୍ଭ ହେବ । କାର୍‌ ଲଞ୍ଚ ହେବା ପୂର୍ବରୁ ମଧ୍ୟ ଫେସଲିଫ୍ଟର ଡିଟେଲ୍ସ…

୫ଲକ୍ଷ କୋଟି ପୁଞ୍ଜି ଆଣିବା ପାଇଁ ଲକ୍ଷ ରଖିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଏକ ନମ୍ବର ରାଜ୍ୟ କରିବା ପାଇଁ ନିବେଶକଙ୍କୁ ଓଡ଼ିଶା ଆସିବାକୁ ନିବେଦନ କରିବି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶାକୁ ଶିଳ୍ପାୟନ ପଥରେ ଆଗେଇ ନେବା ପାଇଁ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ ଶିଳ୍ପ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଉତ୍କର୍ଷ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ…

୪ରେ ନବରଙ୍ଗପୁର ବନ୍ଦ ଡାକରା

ନବରଙ୍ଗପୁର ଜିଲା ମିଳିତ କ୍ରିୟାନୁଷ୍ଠାନ  କମିଟି ପକ୍ଷରୁ ଆସନ୍ତା ୪ରେ ୧୨ ଘଣ୍ଟିଆ   ନବରଙ୍ଗପୁର  ଜିଲା ବନ୍ଦ ଡାକରା ଦିଆଯାଇଛି। ଏ ନେଇ ସ୍ଥାନୀୟ ଭତରା ଭବନରେ  ଏକ  ଖବରଦାତା ସମ୍ମିଳନୀକରି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାର  ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ  ଜିଲାରେ ଚକ…

ସ୍ବଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମର ଉଦଯାପନ

ସେପ୍ଟେମ୍ବର ୧୪ ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁଥିବା ସ୍ବଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମର ଉଦଯାପନ ଉତ୍ସବ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ, ଭୁବନେଶ୍ବର କାର୍ଯ୍ୟାଳୟରେ ମହା ସମାରୋହରେ ପାଳିତ ହେଇଯାଇଛି | ଉଦଯାପନ ଉତ୍ସବ ପ୍ରାରମ୍ଭରେ ଉପମହାନିର୍ଦେଶକ ଶ୍ରୀ ପଙ୍କଜ କୁମାର,…