ଚର୍ଚ୍ଚାରେ ନାଗା ଚୈତନ-ସାମନ୍ଥା
ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଛାଡପତ୍ର ହୋଇଛି। ଉଭୟ ଆଗକୁ ବଢିଛନ୍ତି। ନାଗା ଏବେ ଅଭିନେତ୍ରୀ ଧୂଲିପାଲାଙ୍କୁ ଡେଟ୍ କରୁଛନ୍ତି। କିନ୍ତୁ ଏସବୁ ଭିତରେ ନାଗା ଏବଂ ସାମନ୍ଥାଙ୍କୁ ଛାଡପତ୍ରକୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର ଧରିଛି। ନାଗା ଏବଂ ସାମନ୍ଥାଙ୍କୁ…