କିଏ ହେବେ ବିଶ୍ବର ତ୍ରି ମହାଶକ୍ତି? ଟୋନି ବ୍ଲେୟାରଙ୍କ ପୂର୍ବାନୁମାନ

କିଏ ହେବେ ବିଶ୍ବର ମହାଶକ୍ତି । କାହା ପାଖରେ ରହିବ କ୍ଷମତା । କେଉଁ କେଉଁ ନେତାଙ୍କ ପାଖରେ ରହିବ କ୍ଷମତା । ଏନେଇ ଭବିଷ୍ୟବାଣୀ କରିଛନ୍ତି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର । ସେ  ପୂର୍ବାନୁମାନ କରିଛନ୍ତି ଯେ ୨୦୫୦ ସୁଦ୍ଧା ଭାରତ, ଆମେରିକା ଓ ଚୀନ୍ ବିଶ୍ବର ମହାଶକ୍ତି…

ମହାରାଷ୍ଟ୍ରରେ ଦାଦା ପୁତୁରା ବିବାଦ

ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଅଜିତ ପାୱାରଙ୍କୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ‘ଘଡ଼ି’ ଚିହ୍ନ ବ୍ୟବହାର କରିବାରୁ ରୋକିବା ପାଇଁ ଦଳର ପ୍ରତିଷ୍ଠାତା ଶରଦ ପାୱାର ସୁପ୍ରିମକୋର୍ଟରେ ଏକ ନୂତନ ପିଟିସନ୍ ଦାଖଲ କରିଛନ୍ତି। ଶରଦ ପାୱାର ତାଙ୍କ ଆବେଦନରେ ଦର୍ଶାଇଛନ୍ତି…

ଜାତିସଂଘଙ୍କୁ ନାଲିଆଖି ଦେଖାଇଲା ଇସ୍ରାଏଲ

ମଙ୍ଗଳବାର ବିଳମ୍ବିତ ରାତିରୁ ଉଭୟ ପାର୍ଶ୍ୱରୁ ଏୟାର ଷ୍ଟ୍ରାଇକ୍ ଜାରି ରହିଛି। ଏହାର ପ୍ରଭାବ ସମଗ୍ର ବିଶ୍ୱରେ ମଧ୍ୟ ଦେଖିବାକୁ ମିଳିଛି। ବିଶେଷ କରି ମଧ୍ୟପ୍ରାଚ୍ୟର ଦେଶମାନଙ୍କରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ଇସ୍ରାଏଲ୍ ସେନା ଲେବାନନରେ ପ୍ରବେଶ କରି ହିଜବୁଲ ଯୁଦ୍ଧବିମାନ ଉପରେ…

ଉଗ୍ର ହେବ ଲଘୁଚାପ

ବାଂଲାଦେଶ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ୪ ତାରିଖରେ ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଏବଂ ଓଡ଼ିଶାଉପକୂଳରେ ଲଘୁଚାପର ରୂପ ନେବା ସମ୍ଭାବନା ଥିବା ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ…

ରାଶିଫଳ

ଆଜି ଅକ୍ଟୋବର ମାସ ୦୩ ତାରିଖ ୨୦୨୪ ମସିହା(ଗୁରୁବାର) ଶକାବ୍ଦ -୧୯୪୬ ସମ୍ବତ -୨୦୮୧ ଦିଲ୍ଲୀସ୍ୱରାଦ୍ଧ-୧୪୩୨ ସମ୍ବତ୍ସର-କାଳ ଆଶ୍ୱିନମାସ- ଶୁକ୍ଳପକ୍ଷ ତିଥି- ପ୍ରତିପଦ ରାତ୍ରି ଘ୦୨/୪୦ ଗତେ ଦ୍ଵିତୀୟା ନକ୍ଷତ୍ର- ହସ୍ତା ଦିବା ଘ୦୪/୦୪ ଗତେ ଚିତ୍ରା ଚନ୍ଦ୍ର - କନ୍ୟା ଯୋଗ- ଇନ୍ଦ୍ର…

ଭାଙ୍ଗିଯିବ କି ବିଜେଡି ?

ଭାଙ୍ଗିଯିବ କି ବିଜେଡି ? ବିଜେଡି ଦଳରେ ଏବେ ଗୋଷ୍ଠୀ କନ୍ଦଳ । ମନ୍ମଥ ରାଉତରାୟ, ଶ୍ରୀମୟୀ ମିଶ୍ରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସମ୍ମାନ ହାନି ହୋଇଥିବା ଦୁଇ ପକ୍ଷ ଅଭିଯୋଗ କରାଯାଇଛି ।  ଚାରି ମାସ ପୂର୍ବରୁ ଯେଉଁ ବିଜେଡିକୁ ଶୃଂଖଳିତ ଦଳ ବୋଲି କୁହାଯାଉଥିଲା, ଏବେ ସେହି ଦଳରେ…

ଦୁର୍ନୀତି କରିଛି ତ ବାନ୍ଧୁନ କାହିଁକି ?

ଯାଜପୁର: ସାଧାରଣ ନିର୍ବାଚନ ପରେ ପ୍ରଥମଥର ପାଇଁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବବି । ୪ମାସ ସରକାର ହୋଇଗଲାଣି । ଯଦି ଦୁର୍ନୀତି କରିଛି ତା’ହେଲେ ବାନ୍ଧିବାକୁ କିଏ ଅଟକାଇଛି ବୋଲି ପ୍ରଣବ ପ୍ରକାଶ ଦାସ ପ୍ରଶ୍ନ କରିବା ସହ ୧୫ବର୍ଷ ତଳର ପୁରୁଣା ମାମଲାକୁ ଆଣି ହଟଚମଟ କରିବା ପାଇଁ…

ମହାରାଷ୍ଟ୍ରରେ ରାଜନୀତି

ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ନେଇ ସରଗରମ ଜାରି ରହିଛି। ନିର୍ବାଚନ ଆୟୋଗ ମଧ୍ୟ କହିଛନ୍ତି ଯେ, ଖୁବଶିଘ୍ର ନିର୍ବାଚନର ତାରିଖର ଘୋଷଣା କରାଯିବ। ନିର୍ବାଚନ ପୂର୍ବରୁ ମହାୟୁତି ଏବଂ ଅଘାଡି ମେଣ୍ଟରେ ସିଟ ସେୟାରିଂକୁ ନେଇ ବୈଠକ ଜାରି ରହିଛି। ଏହାରି ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହ…

“ବର୍ତ୍ତମାନ ସ୍ୱଚ୍ଛତା ସମୃଦ୍ଧିର ଏକ ନୂଆ ମାର୍ଗ ପାଲଟିଛି”: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ସ୍ୱଚ୍ଛ ଭାରତ ମିଶନ ଶୁଭାରମ୍ଭର ୧୦ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଅକ୍ଟୋବର ୨ ତାରିଖ ୧୫୫ତମ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଦିବସ ୨୦୨୪ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଶ୍ରୀ ମୋଦୀ ଅମୃତ…

ଗତ ୧୦ ବର୍ଷ ଧରି ସ୍ୱଚ୍ଛତା ଅଭିଯାନକୁ ମୋଦିଜୀ ଗୁରୁତ୍ୱ ଦେଇ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି

ଆଜି ସାରା ଦେଶ ଗାନ୍ଧିଜୀଙ୍କ ୧୫୫ତମ ଜନ୍ମ ଜୟନ୍ତୀ ପାଳନ କରୁଛି । ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ଚିନ୍ତାଧାରା ଆଜି ବି ଶାସ୍ୱତ ଓ ପ୍ରାସଙ୍ଗିକ ହୋଇ ରହିବା ସହିତ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣା ସାଜିଛି । ଗାନ୍ଧିଜୀ ସର୍ବଦା ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଆସୁଥିଲେ ଏବଂ ଏହାକୁ ଯଶସ୍ୱୀ…