ହରମନପ୍ରୀତ ସିଂହଙ୍କୁ ୭୮ ଲକ୍ଷରେ କିଣିଲା ସୁରମା ହକି କ୍ଲବ

ଆରମ୍ଭ ହୋଇଛି ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ) ୨୦୨୪ର ନିଲାମୀ ପ୍ରକ୍ରିୟା। ଦିଲ୍ଲୀଠାରେ ଅକ୍ଟୋବର ୧୩, ୧୪ ଓ ୧୬ ତାରିଖରେ ଏହି ନିଲାମୀ କରାଯିବ । ଏହି ନିଲାମୀ ପ୍ରକ୍ରିୟାରେ ଏକ ହଜାର ଖେଳାଳି ସାମିଲ ହେବେ । ସେଥିମଧ୍ୟରେ ୪୦୦ ଘରୋଇ ପୁରୁଷ ଖେଳାଳି, ୧୫୦ ଓଭରସିଜ୍ ପୁରୁଷ ଖେଳାଳି ଓ ୨୫୦…

ଆଜି ଚାରିଟି ରାଶି ପାଇଁ ଅଛି ଅର୍ଥ ଲାଭ ସୁଯୋଗ !

ଆଜିର ରାଶିଫଳ ଆପଣଙ୍କ ଚାକିରି, ବ୍ୟବସାୟ, କାରବାର, ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମ୍ପର୍କ, ସ୍ୱାସ୍ଥ୍ୟ ଏବଂ ଦିନସାରା ଘଟୁଥିବା ଶୁଭ ଏବଂ ଶୁଭ ଘଟଣା ବିଷୟରେ ଭବିଷ୍ୟବାଣୀ ଦେଇଥାଏ | ଆପଣଙ୍କ ଯୋଜନାକୁ ସଫଳ କରିବାରେ ସଫଳ ହେବ ଆଜିର ରାଶିଫଳ  । ଆଜି ଆପଣଙ୍କୁ କେଉଁ ଚ୍ୟାଲେଞ୍ଜର…

ମହମ୍ମଦ ସିରାଜ ଡିଏସପି ହେବାପରେ ପୋଷ୍ଟ ସେୟାର କରି ଶୁଭେଚ୍ଛା ଜଣାଇଲେ ଋଷଭ

ଭାରତୀୟ ଦଳର ଅଭିଜ୍ଞ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ତେଲେଙ୍ଗାନାର ଡିଏସପି ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି।  ମହମ୍ମଦ ସିରାଜଙ୍କୁ  ଅକ୍ଟୋବର ୧୧ରେ ତେଲେଙ୍ଗାନାର ଡିଏସପି ଭାବରେ ନିଯୁକ୍ତ କରାଯାଇଛି। କେବଳ ଏତିକି ନୁହେଁ ସେ ଆଜି  ତେଲେଙ୍ଗାନା…

ଚକୋଲେଟ୍ ଖାଉଥିଲେ ହୋଇଯାଆନ୍ତୁ ସାବଧାନ

ଚକୋଲେଟ ଖାଇବାକୁ କାହାକୁ ବା ଭଲ ନ ଲାଗେ? ଏଭଳି ଖୁବ୍ କମ୍ ଲୋକ ଥିବେ ଯାହାଙ୍କୁ ଚକୋଲେଟ୍ ଭଲ ଲାଗୁନଥିବା । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଚକୋଲେଟ୍ ଖାଇବାକୁ ଭଲ ପାଇଥାନ୍ତି । ଚାହିଦାକୁ ଦେଖି ବଜାରକୁ ଏବେ ବଭିନ୍ନ ଭେରାଇଟିର ଚକୋଲେଟ୍ ବି ଆସିଲାଣି । କିନ୍ତୁ ଆପଣ ଜାଣି…

ସାତ ଦିନିଆ ବିଦେଶ ଗସ୍ତ କରିବେ ମହାମହିମ ରାଷ୍ଟ୍ରପତି

ସାତ ଦିନିଆ ବିଦେଶ ଗସ୍ତରେ ମହାମହିମ ରାଷ୍ଟ୍ରପତି । ଆଲଜେରିଆ ଅଭିମୁଖେ ଗସ୍ତ କରିଛନ୍ତି ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ । ଆଲଜେରିଆ ପରେ ରାଷ୍ଟ୍ରପତି ମାରିଟନିଆ ଓ ମାଲାୱି ଗସ୍ତ କରିବେ । ଏହା ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ପ୍ରଥମ ଆଫ୍ରିକୀୟ ରାଷ୍ଟ୍ର ଗସ୍ତ । ଆଲଜେରିଆ ରାଷ୍ଟ୍ରପତି…

ଆଇନ ମନ୍ତ୍ରୀଙ୍କ ବଡ଼ ଘୋଷଣା : ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ

ଶ୍ରୀ ମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡୁଆ । ଖୁବଶୀଘ୍ର ଏହି ଯୋଜନା ଆରମ୍ଭ କରିବେ ରାଜ୍ୟ ସରକାର । ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମହାଅ୍ରାସାଦ କୁଡୁଆ ଦିଆଯିବ । ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଦାନ…

ଚଳିତବର୍ଷ ରାଜଧାନୀର ୧୦ଟି ପୂଜା କମିଟିକୁ ରାବଣ ପୋଡ଼ି ଉତ୍ସବ ଲାଗି ଅନୁମତି

ରାଜଧାନୀରେ ଆଜି ସନ୍ଧ୍ୟାରେ ହେବ ରାବଣ ପୋଡ଼ି ଉତ୍ସବ। ଏଥିପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଏବର୍ଷ ରାଜଧାନୀର ୧୦ଟି ପୂଜା କମିଟିକୁ  ରାବଣ ପୋଡ଼ି ଉତ୍ସବ ଲାଗି ଅନୁମତି ମିଳିଛି । ଏନେଇ କମିସନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ନହରକଣ୍ଟା, ଝାରପଡ଼ା,…

ଜାମସେଦପୁରର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ରାଜ୍ୟପାଳ ରଘୁବର ଦାସ

ଜାମସେଦପୁର: ନବରାତ୍ରି ପୂଜା ବେଳେ ଝାଡ଼ଖଣ୍ଡରେ  ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ବିଭିନ୍ନ ପୂଜାମଣ୍ଡପ ବୁଲିଛନ୍ତି । ନିଜ ପରିବାର ଏବଂ ନାତୁଣୀଙ୍କ ସହିତ  ରଘୁବର ଦାସ ବିଭିନ୍ନ ପୂଜାମଣ୍ଡପ ବୁଲି ଲୋକଙ୍କ ସହ ଆଲୋଚନା କରିଥିଲେ । ପୂଜା ମଣ୍ଡପ ବୁଲିବା ବେଳେ ସ୍ଥାନୀୟ ବେପାରୀଙ୍କ ସହ ମଧ୍ୟ…

ଶାରଦୀୟ ଦୁର୍ଗାପୂଜା: ଆଜି ବିଜୟା ଦଶମୀ

ଶାରଦୀୟ ଦୁର୍ଗାପୂଜାରେ ଉତ୍ସବମୁଖର ଓଡ଼ିଶା ।  ଆଜି ଅନ୍ତିମ ପର୍ବ, ବିଜୟା ଦଶମୀ ପାଇଁ ଚାରିଆଡ଼େ ଗହଳି। ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ ବିଜୟା ଦଶମୀ। ଏଥିପାଇଁ ସାରା ରାଜ୍ୟ ଉତ୍ସବମୁଖର। ରାଜ୍ୟର ସମସ୍ତ ପୂଜା ମଣ୍ଡପଗୁଡ଼ିକ ଚଳଚଞ୍ଚଳ ରହିଛି। ରାଜଧାନୀର ସବୁ…

ସ୍ମାର୍ଟ ସିଟି ହେବ ସିଲଭର ସିଟି

କଟକ ସହର ସ୍ମାର୍ଟ ସିଟି ଭାବେ ପରିଚିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି କଟକକୁ ନୂଆ ରୂପ ଦିଆଯିବ । କଟକ ପୂଜା ମଣ୍ଡପରେ ମାଆଙ୍କୁ ଦର୍ଶନ କରିବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି  କଟକକୁ ସ୍ମାର୍ଟ ସିଟି କରିବା ଦିଗରେ ସରକାର ସଚେତନ ଅଛନ୍ତି। ଆଗାମୀ ଦିନରେ କେନ୍ଦ୍ର…