୧୦ ରାଜ୍ୟକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ସମଗ୍ର ଦେଶର ମୌସୁମୀ ବିଦାୟ ନେଉଥିବା ବେଳେ ଅକ୍ଟୋବର ୧୬ ପର୍ଯ୍ୟନ୍ତ ୧୦ ଟି ରାଜ୍ୟରେ ପ୍ରବଳ ବର୍ଷା ହେବାର ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଏହି ସମୟରେ ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡିର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ…

ମେଲାଣି ନେବେ ମା’ : ଜାରି ହେଲା କଟକଣା

ସରିଛି ଦୁର୍ଗା ପୂଜା ଧରାପୃଷ୍ଠରୁ ମେଲାଣି ନେବେ ଜଗତ ଜନନୀ ମା ଦୁର୍ଗା । କଟକରେ  170 ରୁ ଉର୍ଦ୍ଧ୍ବ ମେଢ଼ ଆଜି ବିସର୍ଜନ ହେବେ । ସେଥିପାଇଁ ଦେବା ଗଡାରେ ସମସ୍ତ ବ୍ଯବସ୍ଥା କରାଯାଇଛି। ତେବେ ମାଆଙ୍କ ବିସର୍ଜନ ପାଇଁ କଟକ ମହାନଗର ନିଗମ ପକ୍ଷରୁ ଦେବୀଗଡାରେ 3ଟି ଅସ୍ଥାୟୀ ପୋଖରୀ ନିର୍ମାଣ…

ବାବା ସିଦ୍ଦିକିଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ଘଟଣାରେ ମୁମ୍ବାଇର କ୍ରାଇମବ୍ରାଞ୍ଚ ଟିମର ଛାନଭିନ୍। ବର୍ତ୍ତମାନ ସୁଦ୍ଧା ୩ ଗିରଫ, 28 ଗୁଳି ଜବତ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅନ୍ତିମ ଶୋଭାଯାତ୍ରାରେ ସାମିଲ ହେଲେ ଅନେକ ରାଜନେତା…

ହେଜବୋଲ୍ଲାର ଇସ୍ରାଇଲ ଉପରକୁ ଭୟାନକ ଆକ୍ରମଣ

ଲେବାନନରେ ଇସ୍ରାଏଲ ଏବଂ ହେଜବୋଲ୍ଲା ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ହେଜବୋଲ୍ଲା ଇସ୍ରାଏଲ ଉପରେ ସବୁଠାରୁ ଭୟଙ୍କର ଆକ୍ରମଣ କରିଛି। ଆହୁରି ମଧ୍ୟ କୁହାଯାଉଛି ଯେ ହେଜବୋଲ୍ଲା ଇସ୍ରାଏଲର ସାମରିକ ବେସକୁ ଟାର୍ଗେଟ କରି ଡ୍ରୋନ ଆକ୍ରମଣ କରିଥିଲା। ଯେଉଁଥିରେ ୪ଜଣ ଇସ୍ରାଏଲ ପ୍ରତିରକ୍ଷା…

ଆଜିଠାରୁ ଆରମ୍ଭ ହେଲା ଶ୍ରୀଜିଉଙ୍କର କାର୍ତ୍ତିକ ନୀତି

ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି। ଆଶ୍ବିନ ମାସ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଏହି ନୀତି ମହାପ୍ରଭୁଙ୍କ ଚାଲିବାକୁ ଥିବାବେଳେ ଏହି ଏକ ମାସ ଧରି ମହାପ୍ରଭୁଙ୍କ ସ୍ବତନ୍ତ୍ର ବାଳଭୋଗ ସହ ରାଧାଦାମୋଦର ବେଶ ଆରମ୍ଭ ହୋଇଛି।…

ଜମ୍ମୁ-କଶ୍ମୀରରେ ଉଚ୍ଛେଦ ହେଲା ରାଷ୍ଟ୍ରପତି ଶାସନ

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ସରିବା ପରେ ଏବେ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି। ଏହା ସହ ଏଠାରେ ୬ ବର୍ଷ ଧରି ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନ ଏବେ ଉଚ୍ଛେଦ ହୋଇଛି। ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ମେଣ୍ଟ ବିଜୟୀ ହୋଇଛି। ଏନ୍‌ସି ମେଣ୍ଟକୁ…

ଆଜି  ଭସାଣି

ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି  ପବିତ୍ର ବିଜୟାଦଶମୀ। ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ସ୍ୱରୂପ ରାବଣ ପୋଡ଼ି ଉତ୍ସବ ସରିଛି ।  ମା’ଙ୍କ ଦର୍ଶନ ପାଇଁ  ଏଥର ବିଭିନ୍ନ ପୂଜା ମଣ୍ଡପରେ ପ୍ରବଳ ଜନ ସମାଗମ ହୋଇଥିଲା। ଆଜି ଭସାଣି ପାଇଁ ପ୍ରସ୍ତୁତି ଚାଲିଛି । ଦଶହରାରେ…

ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ଜରୁରୀ ବୈଠକ

ଦିଲ୍ଲୀରେ କ୍ରମାଗତ ଭାବେ ବାୟୁର ଗୁଣବତ୍ତା ହ୍ରାସ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର ।  ପ୍ରଚଳିତ ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଉଭୟ ସଡ଼କ ଓ ନିର୍ମାଣ କାର୍ଯ୍ୟଠାରୁ ଆରମ୍ଭ କରି ଧୂଳି…

ମାଗଣା ମହାପ୍ରସାଦ ମିଳିବ

ପୁରୀରେ ମହାପ୍ରଭୁଙ୍କୁ ମନ୍ଦିର ଭିତରେ ଦର୍ଶନ କରିବା ପରେ ଏଥର ଭକ୍ତମାନେ ମାଗଣା ମହାପ୍ରସାଦ ପାଇବେ ।  ଏବେ ରାଜ୍ୟ ସରକାର ଏନେଇ ଯୋଜନା କରି ଭକ୍ତଙ୍କୁ କିପରି ମହାପ୍ରସାଦ ମିଳିବ ସେ ନେଇ ସ୍ଥିର କରିଛନ୍ତି । ଏହା ସହ ଭିଡ ଦର୍ଶନକୁ ମଧ୍ୟ ଶୃଙ୍ଖଳିତ କରାଯିବ ।  ସୃଙ୍ଖଳିତ…

ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର୍ ପ୍ଲାନ୍‌‌ କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ୩ ବର୍ଷ ପୂରଣ ହୋଇଥିବାରୁ ଆନନ୍ଦ ପ୍ରକାଶ କରିଛନ୍ତି । କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲଙ୍କ ଏକ ପୋଷ୍ଟ ଏବଂ ମାଇଁଗଭ୍‌ର ଏକ ଥ୍ରେଡ୍ ପୋଷ୍ଟକୁ ଏକ୍ସରେ ଶେୟାର କରି…