ଦିନର ଶେଷ ବଲରେ କିପରି ଆଉଟ ହେଲେ କୋହଲି!
ଗତକାଲି ଦିନର ଶେଷ ବଲରେ ଆଉଟ ହୋଇ ନିଜର ପ୍ରଶଂସକଙ୍କୁ ନିରାଶ କରିଛନ୍ତି ବିରାଟ କୋହଲି । ତେବେ ସେ ଅର୍ଧ ଶତକ ହାସଲ କରିବା ପରେ ତାଙ୍କ ଟେଷ୍ଟ କ୍ୟାରିୟରରେ ୯୦୦୦ ରନ ପୂରଣ କରିଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବାଙ୍ଗାଲୋରରେ ଖେଳାଯାଉଛି। ଟିମ…