ଦକ୍ଷିଣ ଆଣ୍ଡାମାନ୍‌ ସମୁଦ୍ରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ୍‌ ସମୁଦ୍ରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଏହା ଧିରେ ଧିରେ ଘନିଭୂତ ହୋଇ ଏକ ସାମୁଦ୍ରିକ ଝଡ଼ର ରୂପ ନେବାର ଆଶଙ୍କା ସୃଷ୍ଯି ହୋଇଛି ଏହି ସାମୁଦ୍ରିକ ଝଡ଼  ଦକ୍ଷିଣ-ପଶ୍ଚିମମୁହାଁ ହୋଇ ଉତ୍ତର ତାମିଲନାଡ଼ୁର ପୁଡ଼ୁଚେରି ଏବଂ ଦକ୍ଷିଣ

ଆଇଟି ଉପରେ ଚଡ଼କ, ୨୦ହଜାର କର୍ମଚାରୀଙ୍କ ଛଟେଇ କରିବ ଆମାଜନ !

ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ଚଡ଼କ ପଡ଼ିଛି । କରୋନା ପରେ ବେପାର ମାନ୍ଦା ରହିଥିବାରୁ ଆମାଜନ ୨୦ ହଜାରରୁ ଅଧିକ କର୍ମଚାରୀଙ୍କର କରିପାରେ ଛଟେଇ ବୋଲି ଆଶଙ୍କା ପ୍ରକାଶ ପାଇଛି। କମ୍ପାନୀର ଅନେକ ବିଭାଗରେ ଛଟେଇ କରିବା ପାଇଁ ସର୍ଟଲିଷ୍ଟ କରାଯାଉଛି। ଏଥିରେ ଡିଷ୍ଟ୍ରିବ୍ୟୁସନ ସେଣ୍ଟର ,

ଜାଣନ୍ତୁ କ’ଣ କୁହେ ସ୍ୱପ୍ନ ଶାସ୍ତ୍ର

ରାତିରେ ଦେଖିଥିବା ସ୍ୱପ୍ନ ପରଦିନ ଆପଣଙ୍କ ମୁହଁରେ ହସ ଆଣିଥାଏ ତ ଆଉ କେତେବେଳେ ଦୁଃଖି କରିଦିଏ। ସ୍ୱପ୍ନ ଉଭୟ ଭଲ କିମ୍ବା ଖରାପ ହୋଇପାରେ। ତେବେ ସ୍ୱପ୍ନ ଶାସ୍ତ୍ରରେ ଏହି ସ୍ୱପ୍ନଗୁଡ଼ିକର ଭିନ୍ନ ଅର୍ଥ କୁହାଯାଇଛି। ତେଣୁ ଆପଣ ଦେଖିଥିବା ସ୍ୱପ୍ନର ଅର୍ଥ କ’ଣ ଜାଣିବା ଜରୁରୀ । ଆସନ୍ତୁ

ବିବାହ ପ୍ରସ୍ତାବ ଉପରେ ଏପରି କହିଲେ କାର୍ତ୍ତିକ

ଗୋଟାଏ ପରେ ଗ‌ଟାଏ ହିଟ୍‌ ଫିଲ୍ମ କରି ଦର୍ଶକଙ୍କ ପ୍ରିୟ ପାଲଟି ପାରିଛନ୍ତି ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ। ତାଙ୍କ ଅଭିନୀତ ‘ଭୁଲ୍‌ ଭୁଲେୟାଁ-୨’ ଓ ଓଟିଟିରେ ରିଲିଜ୍‌ ‌ହୋଇଥିବା ‘ଫ୍ରେଡି’ ଖୁବ୍ ଚର୍ଚ୍ଚାରେ ରହିଛି। କାର୍ତ୍ତିକ ଲଗାତର ଏହି ଦୁଇଟି ଲୋକପ୍ରିୟ ଫିଲ୍ମ ଦେବା ପରେ

ଫିଫା ବିଶ୍ବକପ୍‌‌

ଚଳିତ ଫିଫା ବିଶ୍ବକପ୍‌‌ରେ ସେନେଗାଲ୍‌କୁ ହରାଇ ଇଂଲଣ୍ଡ ଚତୁର୍ଥ ଦଳ ଭାବେ ‌କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛି। ରବିବାର ଅଲ୍‌ ବାୟତ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରିକ୍ବାର୍ଟରଫାଇନାଲ୍‌ରେ ବିଶ୍ବ ମାନ୍ୟତାର ୫ ନମ୍ବର ଇଂଲଣ୍ଡ ୩-୦ ଗୋଲ୍‌ରେ ଆଫ୍ରିକୀୟ ଦଳ ସେନେଗାଲ୍‌କୁ ମାତ୍‌ ଦେଇଥିଲା।

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ କଞ୍ଚା ଲଙ୍କା

କଞ୍ଚା ଲଙ୍କା ପ୍ରତ୍ୟେକଙ୍କ ରୋଷେଇ ଘରେ ମିଳେ। କଞ୍ଚା ଲଙ୍କା ବିନା ଖାଦ୍ୟର ସ୍ୱାଦ ଅସମ୍ପୂର୍ଣ୍ଣ। ଭାରତର ଲୋକମାନେ ମସଲାଯୁକ୍ତ ଏବଂ ସ୍ୱାଦିଷ୍ଟ ଖାଦ୍ୟ ପସନ୍ଦ କରନ୍ତି, ଯେଉଁଥିରେ କଞ୍ଚା ଲଙ୍କା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ନାହିଁ

ଦିଲ୍ଲୀ ନଗର ନିଗମ ନିର୍ବାଚନ ,୭ରେ ଆସିବ ଫଳାଫଳ 

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ (ଏମ୍‌ସିଡି) ନିର୍ବାଚନକୁ ନେଇ ବିଜେପି ଆପ ମଧ୍ୟରେ ବୟାନବାଜି ଚରମସୀମା ଅତିକ୍ରମ କରିଥିବା ବେଳେ ଭୋଟ ମଧ୍ୟ ସରିଛି । ଏହି ନିର୍ବାଚନ ଉଭୟ ବିଜେପି ଏବଂ ଆମ୍‌ ଆଦ୍‌ମୀ ପାର୍ଟି ପାଇଁ ସମ୍ମାନର ପ୍ରଶ୍ନ । ଏମ୍‌ସିଡି ନିର୍ବାଚନରେ ୨୫୦ ୱାର୍ଡ ପାଇଁ ୧୩୪୯

ଗୁଜରାଟର ୯୩ଟି ଆସନ ପାଇଁ ମତଦାନ ଆରମ୍ଭ

ଅହମଦାବାଦ: ସକାଳ ୮ଟା ରୁ ଗୁଜରାଟ ବିଧାନସଭା ନିମନ୍ତେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ରାଜ୍ୟର ଉତ୍ତର ଓ କେନ୍ଦ୍ରାଞ୍ଚଳ ଅନ୍ତର୍ଗତ ୧୪ଟି ଜିଲ୍ଲାରେ ଥିବା ୯୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ମତଦାନ ଆରମ୍ଭ ହୋଇଛି।

ଆରମ୍ଭ ହେଲା ପଦମପୁର ଉପନିର୍ବାଚନ ଭୋଟିଂ

ପଦମପୁର: ପଦମପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି । ବିଜେଡି ପ୍ରାର୍ଥୀ ଧାଡିରେ ଆସି ଭୋଟ ଦେଇଛନ୍ତି । ପୂର୍ବରୁ ସେ ତାଙ୍କ ବାପାଙ୍କୁ ଭୋଟ ଦେଉଥିଲେ ଏବେ ସେ ପ୍ରାର୍ଥୀ ହୋଇଥିବାରୁ ଅଲଗା ଅନୁଭବ କରୁଥିବା କହିଥିଲେ । ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା ଏକ ନମ୍ବର ୱାର୍ଡ ର ବୁଥ

ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଭାଇରାଲ ଘଟଣା

ଡ୍ରୋନ୍ ଉଡ଼ାଇ ଶ୍ରୀମନ୍ଦିରର ଓ ଏହାର ଆଖପାଖ ଅଞ୍ଚଳର କୋଣ ଅନୁକୋଣର ଭିଡିଓ ଉତ୍ତୋଳନ କରିବା ଓ ତାକୁ ସୋଶାଲ ମିଡିଆରେ ପୋଷ୍ଟ କରିବା ଘଟଣାରେ କ୍ଷମା ମାଗିଛନ୍ତି ବଙ୍ଗୀୟ ଯୁବକ ଅନିମେଶ ଚକ୍ରବର୍ତ୍ତୀ। ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ପୂରା ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି।ଅନିମେଶ