ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତେଲେଙ୍ଗନା ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ଜେରା କରିବ ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ନେତା ମନ୍ତ୍ରୀଙ୍କ ପିଛା ଛାଡୁନି ସିବିଆଇ । ତେଲେଙ୍ଗନା ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ଏହି ମାମଲାରେ ଜେରା କରିବ ସିବିଆଇ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ଆଜି ତାଙ୍କ ବାସଭବନରେ ସିବିଆଇ ପଚରାଉଚରା କରିବ

୬ଷ୍ଠ ବନ୍ଦେ ଭାରତ ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନାଗପୁର: ନାଗପୁର ମେଟ୍ରୋ ରେଳ ପ୍ରକଳ୍ପର ‘ଫେଜ୍‌ ୧’ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୬୭୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ କରାଯିବାକୁ ଥିବା ଉକ୍ତ ରେଳ ପ୍ରକଳ୍ପର ‘ଫେଜ୍‌ ୨’ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି। ଏହା ନାଗପୁରର

ମହାନଦୀରେ ବୁଡ଼ି ଛାତ୍ରଙ୍କର ମୃତ୍ୟୁ

କଟକ: କଟକର ଯୋବ୍ରା ଆନିକଟରେ ବୁଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଛାତ୍ର ଜଣକ ଜଗତପୁର ଥାନାର ପଶ୍ଚିମକଚ୍ଛ ଅଞ୍ଚଳର ସୋହେଲ ଖାନ ବୋଲି ଜଣାଯାଇଛି। ଘଟଣା ସଂପର୍କରେ ଖବର ପାଇ ଜଗତପୁର ଥାନା ପୁଲିସ ଓ ଅଗ୍ନିଶମ ବାହିନୀର ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।  ପରେ

ଲାଇଟ୍ ହାଉସ୍ ପର୍ଯ୍ୟଟନ ପ୍ରକଳ୍ପରେ ଓଡିଶାରୁ ପାଞ୍ଚ ସାମିଲ୍‌

ନୂଆଦିଲ୍ଲୀ: ସରକାରୀ  ଘରୋଇ ଭାଗୀଦାରୀ (ପିପିପି)ରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନିମନ୍ତେ ନିର୍ଦ୍ଧାରିତ ହୋଇଥିବା ୬୫ଟି ଲାଇଟ୍ ହାଉସ୍ ମଧ୍ୟରୁ ଓଡିଶାର ପାଂଚଟି ଲାଇଟ୍ ହାଉସ୍‌କୁ ଚିହ୍ନଟ କରାଯାଇଛି । ସେଗୁଡିକ ହେଉଛି , ଗୋପାଳପୁର ଲାଇଟ୍ ହାଉସ୍‌, ପୁରୀ ଲାଇଟ୍ ହାଉସ୍‌, ଚନ୍ଦ୍ରଭାଗା

ସାରା ଭାରତର ୧୯୭ଟି ଜିଲ୍ଲାରେ ଆୟୋଜିତ ହେବ ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷାନବୀଶ ମେଳା

ନୂଆଦିଲ୍ଲୀ: ସ୍କିଲ ଇଣ୍ଡିଆ ମିଶନ ଅଧୀନରେ ଭାରତର ଯୁବକ ମାନଙ୍କ ପାଇଁ କ୍ୟାରିୟର ସୁଯୋଗ ବୃଦ୍ଧି କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣର ଏକ ଅଂଶ ଭାବରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମଏସ୍‌ଡିଇ) ଚଳିତ ବର୍ଷ ଡିସେମ୍ବର ୧୨ ରେ ୨୫ ଟି

ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ସୁଖଓ୍ବିନ୍ଦର ସିଂ ସୁଖୁ

ସିମଲା : ସୁଖଓ୍ବିନ୍ଦର ସିଂ ସୁଖୁଙ୍କୁ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିଛନ୍ତି କଂଗ୍ରେସ ହାଇକମାଣ୍ଡ । ସେ ହେବେ ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ । ଶନିବାର ସଂଧ୍ୟାରେ ବସିବାକୁଥିବା କଂଗ୍ରେସ ବିଧାୟକ ଦଳର ବୈଠକରେ ତାଙ୍କ ନାମରେ ମୋହର ମରାଯିବ । ନିର୍ବାଚନ ଫଳାଫଳ

ଫିଫା ବିଶ୍ବକପ ଫୁଟବଲ: ବ୍ରାଜିଲ-କ୍ରୋଏସିଆ, ଆର୍ଜେଣ୍ଟିନା-ନେଦରଲାଣ୍ଡ୍‌ସ କ୍ବାର୍ଟର ଲଢ଼େଇ ଆଜି

ଫିଫା ବିଶ୍ବକପର କ୍ବାର୍ଟର ଫାଇନାଲ ଆଜିଠୁ ୫ଥର ଚମ୍ପିଆନ ବ୍ରାଜିଲ ଓ ଶେଷ ସଂସ୍କଣରର ରନର୍ସଅପ କ୍ରୋଏସିଆ ଏହି ହାଇଭୋଲଟେଜ୍‌ ମ୍ୟାଚରେ ମୁହାଁମୁହିଁ ହେବେ। ବ୍ରାଜିଲ ନିକଟରେ ୬ଷ୍ଠ ଥର ପାଇଁ ଟାଇଟଲ ଜିତିବାର ସୁଯୋଗ ଏବେ ଉପନୀତ ହୋଇଛି। ବ୍ରାଜିଲ ​‌ଲିଗ୍‌ରେ ୨-୦ଗୋଲରେ ସର୍ବିଆ ଓ ୧-୦

ସ୍ଥଳଭାଗ ଅତିକ୍ରମ କରିବ ‘ମେଣ୍ଡୋସ୍’

ନଭେମ୍ବର ମାସରେ ବାତ୍ୟାକୁ ନେଇ ଚାଷୀ ଚିନ୍ତିତ । ଭାରତୀୟ ପାଣିପାଗ ବିଭାଗ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମେଣ୍ଡୋସ୍ ଘୂର୍ଣ୍ଣିଝଡ଼ ପାଇଁ ଆଜିଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବାତ୍ୟା ସତର୍କତା ଜାରି କରିଛି । ଏହି ଘୂର୍ଣ୍ଣିଝଡ଼ ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଉତ୍ତର ତାମିଲନାଡୁ,

ପଦ୍ମପୁରରେ ଜିତିଲା ବିଜେଡି

ବରଗଡ଼ : ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ନିଜର ଆସନ ବଜାୟ ରଖିଛି ବିଜେଡି ।  ବିଜେଡି ରେକର୍ଡ ଭୋଟ୍‌ ବ୍ୟବଧାନରେ ନିର୍ବାଚନ ଜିତିଛି। ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି) ବିଜୟୀ ହୋଇଛି। ସ୍ବର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ଝିଅ ତଥା ବିଜେଡି

ଗୁଜରାଟରେ ‘ବିଜେପି’ ବିଜେପି 150 ସିଟିରେ ଆଗୁଆ

ଗୁଜରାଟରେ ‘ବିଜେପି’ 151 ଟି ଆସନରେ ଆଗୁଆ ରହି ତା’ର ସ୍ଥିତି ସୁଦୃଢ଼ କରିଥିବା ବେଳେ କଂଗ୍ରେସ 18ଟି ଓ ‘ଆପ୍‌’ 6ଟି ଆସନରେ ଆଗୁଆ ରହିଛି। ଗୁଜରାଟରେ ନିର୍ବାଚନ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ଗୁଜରାଟର ୧୮୨ ଆସନ ମଧ୍ୟରୁ ବିଜେପି ରେକର୍ଡ କରିବାରେ ଲାଗିଛି । ଅରବିନ୍ଦ