ବୈଠକ ଡାକିଲେ ପ୍ରତିରକ୍ଷା ମନ୍ତ୍ରୀ

ଅରୁଣାଚଳ ପ୍ରଦେଶରେ ଭାରତ ଚୀନ ସୈନିକଙ୍କ ସଂଘର୍ଷ ପରେ ବୈଠକ ଡାକିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ସିଡିଏସ ଲେଫ୍ଟନାଣ୍ଟ ଜେନେରାଲ ଅନିଲ ଚୌହ୍ବାନ ଓ ତିନି ସେନା ମୁଖ୍ୟ ହେବେ ସାମିଲ । ଦିନକ ପୂର୍ବରୁ ତୱାଙ୍ଗରେ ଭାରତ-ଚୀନ

କର୍ଣ୍ଣାଟକରେ ଚିହ୍ନଟ ହେଲା ପ୍ରଥମ ଜିକା ଭାଇରସ୍‌

ବଢ଼ିଲା ଚିନ୍ତା। କର୍ଣ୍ଣାଟକରେ ଚିହ୍ନଟ ହେଲା ପ୍ରଥମ ଜିକା ଭାଇରସ। ପୁଣେର ଲ୍ୟାବ ରିପୋର୍ଟ ମୁତାବକ, ରାଜ୍ୟର ରାଇଚୁର ଜିଲ୍ଲାରେ ଜଣେ ୫ ବର୍ଷୀୟ ଝିଅ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ କେ ସୁଧାକର ସୂଚନା ଦେଇଛନ୍ତି। ଦକ୍ଷିଣାଞ୍ଚଳରେ

ଇଂଲଣ୍ଡଠୁ ହାରିଗଲା ପାକିସ୍ତାନ, ସୋସିଆଲ ମିଡିଆରେ ପାକିସ୍ତାନ ଖେଳାଳିଙ୍କୁ କଟାକ୍ଷ

ମୁଲତାନ୍‌: ମୁଲତାନ୍‌ ଟେଷ୍ଟରେ ପାକିସ୍ତାନ ଜିତିବ ବୋଲି ଆଶା ରଖିଥିଲେ ପାକିସ୍ତାନ ପ୍ରଶଂସକ । ତେବେ ଜିତିବା ମ୍ୟାଚ ହାରିଗଲା ପାକିସ୍ତାନ । ଜିତିବା ର ସଂଭାବନା ଥିବା ମ୍ୟାଚ ଶେଷ ବେଳକୁ ପାକିସ୍ତାନ ଉଇକେଟ ଗୋଟେ ପଟେ ଗୋଟେ ହରାଇ ହାରିଯାଇଥିଲା । ଚତୁର୍ଥ ଦିନରେ ରିସ୍କ ନେଇଥିବା

ଫାଇନାଲ ଯିବା ଆଶାରେ ମେସି, ଆଜି ଆର୍ଜେଣ୍ଟିନାକୁ ଟକ୍କର ଦେବ କ୍ରୋଏସିଆ

ଆଜିଠୁ ଫିଫା ବିଶ୍ବକପ୍‌ର ସେମିଫାଇନାଲ୍‌ । ପ୍ରଥମ ମ୍ୟାଚ୍‌ରେ ମେସିଙ୍କ ଆର୍ଜେଣ୍ଟିନା ସହିତ କ୍ରୋଏସିଆର ମୁକାବିଲା ହେବ। ସେହିପରି ପୂର୍ବତନ ବିଜେତା ଫ୍ରାନ୍ସ ଓ ଚଳିତ ବର୍ଷର ବଡ଼ ବିପର୍ଯ୍ୟୟକାରୀ ମରକ୍କୋ ମଧ୍ୟରେ ବୁଧବାର ଦ୍ବିତୀୟ ସେମିଫାଇନାଲ୍‌ ମ୍ୟାଚ୍ ଖେଳାଯିବ। ଫ୍ରାନ୍ସ ଓ

ଅରୁଣାଚଳ ସୀମାରେ ଭାରତ-ଚୀନ୍‌ ସେନା ମୁହାଁମୁହିଁ

ଅରୁଣାଚଳପ୍ରଦେଶର ସୀମାରେ ଭାରତ-ଚୀନ ସେନାଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିବା ଖବର ମିଳିଛି । ଏଲ୍‌ଏସି (ପ୍ରକୃତ ନିୟନ୍ତ୍ରଣ ରେଖା) ନିକଟରେ ଭାରତ ଏବଂ ଚୀନ୍‌ ସେନା ମୁହାଁମୁହିଁ ହୋଇଥିବା ବେଳେ କିଛି ସୈନିକ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଲେଡି ବ୍ଲାକମେଲର କେତେ ସତ କହିଲେ ତାକୁ ନେଇ ଚର୍ଚା

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ରିମାଣ୍ଡ ଅବଧି ଆଜି ସରୁଥିବା ବେଳେ ସେ କେତେ ସତ କହିଛନ୍ତି ତାହାକୁ ନେଇ ଚର୍ଚା । ତେବେ ଏହି ୭ ଦିନିଆ ରିମାଣ୍ଡ ଅବଧିରେ ଅର୍ଚ୍ଚନା ଅନେକ ପ୍ରଶ୍ନର ଉତ୍ତର ନଦେଇ ଚୁପ ରହିଥିବା କୁହାଯାଉଛି । ସେ ସବୁ କହିବେ ବୋଲି ମିଡିଆ ଆଗରେ କହିଥିଲେ

୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ

ଆଜିଠୁ ଗୁଜରାଟରେ ଭୂପେନ୍ଦ୍ର ପଟେଲ ପୁଣି ଥରେ ମୁଖ୍ୟମନ୍ତ୍ରୀଭାବେ ଶପଥ ନେବେ । ଗାନ୍ଧୀନଗରର ହେଲିପ୍ୟାଡ୍ ଗ୍ରାଉଣ୍ଡରେ ହେବ ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବାକୁ ଥିବାବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଭିନ୍ନ ବିଜେପି ଶାସିତ

ରାଜଧାନୀ ରାସ୍ତାରୁ ହଟିବେ ବୁଲା ଗୋରୁ

ହକି ବିଶ୍ୱକପ ପୂର୍ବରୁ ରାଜଧାନୀ ରାସ୍ତାରୁ ହଟିବେ ବୁଲା ଗୋରୁ । ବୁଲା ଗୋରୁ ଧରିବା ପାଇଁ ଜୋରଦାର ହୋଇଛି ଅଭିଯାନ । ଗତକାଲି ପାଗଣ ଷଣ୍ଢ ମାତିବା ଘଟଣା ପରେ ବୁଲାଗୋରୁଙ୍କୁ ଧରିବା ପ୍ରକ୍ରିୟା ବ୍ୟାପକ କରାଯାଇଛି । ଏହି ଅଭିଯାନରେ ୩ଟି ଜୋନରେ ୪ଟି ଟିମ୍ ନିୟୋଜିତ କରାଯାଇଛି । ଗତକାଲି

ଓକିଲଙ୍କ ଲାଇସେନ୍ସ ରଦ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ

ଆନ୍ଦୋଳନରତ ଓକିଲଙ୍କ ଲାଇସେନ୍ସ ରଦ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ । ଆଜି ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବେ ରାଜ୍ୟର ସମସ୍ତ ବାର୍ ଆସୋସିଏସନ୍ । ୧୭୨ ବାର ଆସୋସିଏସନ ଏକାଠି ହୋଇ ପାଳିବେ ପ୍ରତିବାଦ ଦିବସ । ଏହାସହିତ କାର୍ଯ୍ୟବନ୍ଦ ଡାକରା

ବିଧାୟିକା ଭାବେ ଶପଥ ନେଲେ ପଦମପୁରର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା

ଆଜି ବିଧାୟିକା ଭାବେ ଶପଥ ନେଇଛନ୍ତି ପଦ୍ମପୁର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା । ଦିନ ସାଢ଼େ ୧୧ଟାରେ ଶପଥ ନେଇଛନ୍ତି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ବର୍ଷାଙ୍କୁ ଶପଥ ପାଠ କରାଇଛନ୍ତି । ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ବାଚସ୍ପତି । ବିଜୟ ରଞ୍ଜନ ସିଂ ବରିହାଙ୍କ