ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ୧୧ଟି ପ୍ରସଙ୍ଗ ଉପରେ ଆଲୋଚନା

ପୁରୀ: ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ । ବୈଠକ ସୂଚୀରେ ୧୧ଟି ପ୍ରସଙ୍ଗ ରହିଥିବା ବେଳେ ଏଥର ମଧ୍ୟ ରତ୍ନଭଣ୍ଡାର ପ୍ରସଙ୍ଗକୁ ସ୍ଥାନୀତ କରିନି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରରେ ସ୍ମାର୍ଟ ଫୋନ୍ ଉପରେ କଟକଣା, ରଥ କାଠ ଅଭାବକୁ ନେଇ

ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କୁ ମୁହାଁମୁହିଁ ଜେରା କରୁଛି ଇଡି

ଭୁବନେଶ୍ବର: ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କୁ ମୁହାଁମୁହିଁ ଜେରା କରୁଛି ଇଡି । ସେପଟେ ଶ୍ରଦ୍ଧାଞ୍ଜଳିଙ୍କୁ ଗିରଫ କରିପାରେ ଇଡି । ଆର୍ଥିକ କାରବାର ଦିଗକୁ ନେଇ ତାଙ୍କ ଠାରୁ ତଥ୍ୟ ବାହାର କରିବ ଇଡି । ସେପଟେ ମାରାଥନ ଜେରା କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଇଡିର ଅଧିକାରୀମାନେ

ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ଘଟଣା,ଆଉ ୮ ଜଣ ଆଇନଜୀବୀ ଗିରଫ

ସମ୍ବଲପୁର: ଓକିଲଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ଭର୍ସନା କରିବା ପରେ ଏବେ ପୋଲିସ ଓକିଲଙ୍କୁ ଗିରଫ କରିବାରେ ଲାଗିଛି । କୋର୍ଟ ପରିସରରେ ଭଙ୍ଗାରୁଜା ଘଟଣାରେ ବଢିଲା ଗିରଫଦାରୀଙ୍କ ସଂଖ୍ୟା । ଆଉ ୮ ଜଣ ଆଇନଜୀବୀଙ୍କୁ ଗିରଫ କଲା ପୋଲିସ । ଜିଲ୍ଲା ଓକିଲ ସଂଘ ସଭାପତି ଓ କ୍ରିୟାନୁଷ୍ଠାନ

ବରିଷ୍ଠ ନାଗରିକଙ୍କୁ ଟ୍ରେନ ଟିକେଟରେ ମିଳୁଥିବା ରିହାତି ଏବେ ମିଳିବ ନାହିଁ

ବରିଷ୍ଠ ନାଗରିକଙ୍କୁ ଟ୍ରେନ ଟିକେଟରେ ମିଳୁଥିବା ରିହାତି ଏବେ ମିଳିବ ନାହିଁ । ଏହି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କୋଭିଡ ପରଠୁ ରେଳବାଇ ବିଭାଗ ପକ୍ଷରୁ ୨୦୨୦ରେ ବରିଷ୍ଠ ନାଗରିକଙ୍କୁ ଟିକଟରେ ରିହାତ ଦେବା ବନ୍ଦ କରାଯାଇଥିଲା । ସ୍ଥିତି ସ୍ୱାଭାବିକ ହେବା ପରେ ମଧ୍ୟ

ରାଜ୍ୟରେ ବଢ଼ି ବଢ଼ି ଚାଲିଛି ମୁଣ୍ଡପିଛା ଋଣର ପରିମାଣ

ନୂଆଦିଲ୍ଲୀ: ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଓଡିଶାରେ ମୁଣ୍ଡପିଛା ଋଣର ପରିମାଣ ୩୪ ହଜାର ୨୫୯ଟଙ୍କା ରହିଛି । କେଉଁ ରାଜ୍ୟ ବା କେନ୍ଦ୍ରଶାସିତ ଅଂଚଳ କେତେ ରୁଣ କରିଛନ୍ତି, କେଉଁ ରାଜ୍ୟ ବା କେନ୍ଦ୍ରଶାସିତ ଅଂଚଳରେ ମୁଣ୍ଡ ପିଛା କେତେ ରୁଣ ରହିଛି,

ଆଜିଠୁ ଭାରତୀୟ ବାୟୁସେନାର ଦୁଇ ଦିନିଆ ଯୁଦ୍ଧାଭ୍ୟାସ

ଆଜି ଚୀନ ସୀମାରେ ଭାରତୀୟ ବାୟୁସେନାର ଦୁଇ ଦିନିଆ ଯୁଦ୍ଧାଭ୍ୟାସ ଆରମ୍ଭ ହେଉଛି । ତିବ୍ଦତ ନିକଟ ଏଲଏସି ନିକଟରେ ଭାରତୀୟ ବାୟୁସେନା ଆଜିଠୁ ଦୁଇ ଦିନିଆ ଯୁଦ୍ଧାଭ୍ୟାସ ଆରମ୍ଭ କରିବାକୁ ଯାଉଛି । ସୀମାରେ ଦାଦାଗିରି ଦେଖାଉଥିବା ଡ୍ରାଗନ ସେନାକୁ ତାରି ଭାଷାରେ ଜବାବ ଦେବାକୁ ଯୋଜନା କରିଛି

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଅନ୍ ୱାଇଣ୍ଡ୍‌-୨୦୨୨

ଭୁବନେଶ୍ବର : ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଅନ୍ ୱାଇଣ୍ଡ-୨୦୨୨ ତ୍ରୟୋଦଶତମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଅନ୍ ୱାଇଣ୍ଡ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ସେମାନଙ୍କର ନିୟମିତ ପାଠ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଅବସର ପାଇଁ କିଛି ସମୟ ପାଇଥାନ୍ତି । ଯେଉଁଥିରେ

ଭାରତ -ବାଂଲାଦେଶ ପ୍ରଥମ ଟେଷ୍ଟ: ପ୍ରଥମ ଦିନରେ ଭାରତ 278/6

ଆଜି ଭାରତ -ବାଂଲାଦେଶ ପ୍ରଥମ ଟେଷ୍ଟ ଖେଳାଯାଉଥିବା ବେଳେ ପ୍ରଥମ ଦିନରେ ଭାରତ 278 ରନ୍ କରି 6 ଉଇକେଟ ହରାଇଛି । ବାଂଲାଦେଶର ଚଟ୍ଟଗ୍ରାମସ୍ଥିତ ‘ଜହୁର୍‌ ଅହମଦ୍‌ ଚୌଧୁରୀ ଷ୍ଟାଡିୟମ୍‌’ରେ ଆରମ୍ଭ ହୋଇଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ୍‌ ରେ ଚେତେଶ୍ବର ପୂଜାରା 90 ରନ କରି ଆଉଟ

ଆସାମ ରେ ୧୭ ଲକ୍ଷ ମହିଳାଙ୍କ ଖାତାକୁ ମାସିକ ଯିବ ୧୨୫୦ ଟଙ୍କା

ଆସାମରେ ମହିଳାଙ୍କୁ ମିଳିବ ମାସକୁ ୨୫୦ ଟଙ୍କା । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ଓରୁନୋଡୋଇ-୨ ଯୋଜନାକୁ ଲଂଚ କରିଛନ୍ତି । ଏଥିରେ ମହିଳାମାନଙ୍କ ବ୍ୟାଙ୍କ ଖାତାକୁ ମାସିକ ୧୨୫୦ ଟଙ୍କା ଲେଖାଏଁ ସରକାର ପ୍ରଦାନ କରିବେ । ଏହା ପ୍ରତ୍ୟେକ ମାସ ୧୦ ତାରିଖରେ ପ୍ରଦାନ କରାଯିବ ବୋଲି

ଜାତିଗତ ଜନଗଣନା ସପକ୍ଷରେ ୩ ରାଜ୍ୟ !

ନୂଆଦିଲ୍ଲୀ: ଜାତିଗତ ଜନଗଣନାକୁ ନେଇ ଏବେ ଦେଶରେ ପୁଣି ଚର୍ଚା ଆରମ୍ଭ ହୋଇଛି । ଏହି ଜନଗଣନାକୁ ନେଇ ସପକ୍ଷରେ ୩ ରାଜ୍ୟ ମତ ରଖିଛନ୍ତି । ଏସସି, ଏସଟି ଜନଗଣନା କରାଯାଉଥିବା ବେଳେ ଅନ୍ୟ ଜାତି ଜନଗଣନାରେ ସ୍ଥାନ ପାଉନାହିଁ । ଲୋକସଭାରେ ଏନେଇ ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ