ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ ହୋଇଯାଇଛନ୍ତି

କଟକ: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ ହୋଇଯାଇଛନ୍ତି। ରାଜଶ୍ରୀ ନିଖୋଜ ହୋଇଥିବା ନେଇ କଟକ ମଙ୍ଗଳାବାଗ ଥାନାରେ ତାଙ୍କ କୋଚ୍ ଏତଲା ଦେଇଛନ୍ତି । ରାଜଶ୍ରୀ ୧୧ ତାରିଖରୁ ନିଖୋଜ ହୋଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି।ଓଡ଼ିଶା ମହିଳା ସିନିୟର ଦଳରେ ରାଜଶ୍ରୀ ଖେଳୁଥିଲେ। ପୁଡ଼ୁଚେରୀରେ…

ବେସରମ ରଙ୍ଗ ଗୀତକୁ ନେଇ ବର୍ଷିଛନ୍ତି କେଜିଏଫ୍ ଷ୍ଟାର୍

ମୁମ୍ବାଇ: ଫିଲ୍ମର ପଠାନର ଗୀତ ବେସରମ୍ ରଙ୍ଗ ଗୀତକୁ ନେଇ ଥମୁନି ବିବାଦ। ଏହି ଗୀତଟି ଏବେ ଯେତିକି ପପୁଲାର ହୋଇଛି ସେତିକି ବିବାଦ ଭିତରକୁ ମଧ୍ୟ ଠେଲି ହୋଇଛି। ଗୀତରେ ଦୀପିକାଙ୍କ ଅଲ୍ଟ୍ରା-ଗ୍ଲାମର ବିିକିନୀ ଅବତାରକୁ ନେଇ ସମସ୍ତେ ଚକିତ ହୋଇପଡିଛନ୍ତି। ତେବେ ବିବାଦ ପରେ ଗୀତରେ ଦୀପିକାଙ୍କ…

୨୯ ଯାଏଁ ବରମୁଣ୍ଡା ପଡିଆରେ ଶିଶିର ସରସ ମେଳା

ଭୁବନେଶ୍ବର: ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଓରମାସ ଶିଶିର ସରସ ମେଳା । ଏହି ମେଳା ୨୯ ପର୍ଯ୍ୟନ୍ତ ବରମୁଣ୍ଡା ପଡ଼ିଆରେ ୩୫୦ ଷ୍ଟଲକୁ ନେଇ ଚାଲିବ । ପ୍ରତି ସନ୍ଧ୍ୟାରେ ଜମିବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ଭୁବନେଶ୍ବର ୨୦୨୩ ହକି ବିଶ୍ବକପ୍ ସମୟରେ ରାଜଧାନୀବାସୀଙ୍କୁ ମନୋରଞ୍ଜନର ଆଉ…

ଆସନ୍ତାକାଲିଠାରୁ ଆରମ୍ଭ ହେବ ହକି ବିଶ୍ୱକପ୍ ମହାସମର

ଆସନ୍ତାକାଲିଠାରୁ ହକି ବିଶ୍ୱକପ୍ ମହାସମର । ଆରମ୍ଭ ହେବ ଲଢେଇ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଚାଲିବ ମୁକାବିଲା । ଆସନ୍ତାକାଲି ପ୍ରଥମ ଦିନରେ ୪ଟି ମ୍ୟାଚ୍ ଖେଳାଯିବ । ଅପରାହ୍ଣ ଗୋଟାଏରେ ହେବ ପ୍ରଥମ ମ୍ୟାଚ୍ । ମୁହାଁମୁହିଁ ହେବେ ଆର୍ଜେଣ୍ଟିନା…

ଯୋଶୀମଠ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ

ଉତ୍ତରାଖଣ୍ଡର ଯୋଶୀମଠ ଏବଂ ଏହାର ପଡୋଶୀ ସହର ଗୁଡ଼ିକ ପ୍ରତି ମାଡି ଆସୁଛି ବିପଦ । ଗତକାଲି ରାତିରେ ପୁଣି ଯୋଶୀମଠ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ଯୋଶୀମଠ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଏହା ସହ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଛନ୍ତି…

ଆର୍ଥିକ ମାନଦଣ୍ଡରେ ପ୍ରଥମ ସ୍ଥାନରେ ରହିଛି ଓଡ଼ିଶା

ଅର୍ଥନୀତିଠାରୁ ଆରମ୍ଭ କରି ସାମାଜିକ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଦେଶରେ ଓଡ଼ିଶାର ସ୍ଥାନ ୧୧ । କିନ୍ତୁ ଆର୍ଥିକ ବର୍ଗରେ ଓଡ଼ିଶା ୬୬.୬ ପ୍ରତିଶତ ସ୍କୋର ସହ ପ୍ରଥମ ସ୍ଥାନରେ ରହିଛି । କେୟାର ରେଟିଙ୍ଗସର ସଂସ୍ଥା କେୟାରଏଜ୍ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ ଏହା କୁହାଯାଇଛି । ୩୬.୭…

ଭିଜିଲାନ୍ସ ଜାଲରେ ଚର୍ଚ୍ଚିତ ଅବକାରୀ ଅଧିକାରୀ

ଭିଜିଲାନ୍ସ ଜାଲରେ ଚର୍ଚ୍ଚିତ ଅବକାରୀ ଅଧିକାରୀ । ୧୮ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ପୁରୀ ଜିଲ୍ଲାର ଚର୍ଚ୍ଚିତ ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା । ଏକ କେସ୍ ଡାଏରୀ ଦାଖଲ କରିବାକୁ ସେ ୧୮ ହଜାର ଟଙ୍କା ଦାବି କରିଥିଲେ । ଏନେଇ ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ । ସଞ୍ଜୟ…

ଚୀନରେ କରୋନା ସ୍ଥିତି ଅତି ଭୟଙ୍କର ହେବାରେ ଲାଗିଛି

ଚୀନରେ କରୋନା ସ୍ଥିତି ଅତି ଭୟଙ୍କର ହେବାରେ ଲାଗିଛି। ସହରାଞ୍ଚଳରେ ସଂକ୍ରମଣ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିବା ପରେ ଏବେ ଗ୍ରାମାଞ୍ଚଳରେ ସଂକ୍ରମଣ ଅଣାୟତ୍ତ ହୋଇଛି।ଗ୍ରାମୀଣ ଚୀନରେ ଅନେକ ଡାକ୍ତର କହିଛନ୍ତି, ସେମାଏନେ ଜୀବନକାଳ ମଧ୍ୟରେ ଏଭଳି ସ୍ଥିତି କେ‌ବେ ଦେଖିନାହାନ୍ତି। ପୂର୍ବରୁ…

ଅମାନିଆ ଗାଡି ଚାଳକଙ୍କୁ ସାବାଡ କରିବା ପାଇଁ ବିଏମସି ଏନଫୋର୍ମମେଣ୍ଟ ଟିମ୍ କରୁଛି ଚକା ଲିକ୍

ରାଜଧାନୀ ରାଜରାସ୍ତାରୁ ଗାଡି ନହଟାଇଲେ ପଙ୍କଚର କରାଯାଉଛି । ଅମାନିଆ ଗାଡି ଚାଳକଙ୍କୁ ସାବାଡ କରିବା ପାଇଁ ବିଏମସି ଏନଫୋର୍ମମେଣ୍ଟ ଟିମ୍ କରୁଛି ଚକା ଲିକ୍ । ହକି ବିଶ୍ୱକପ ପାଇଁ ସମସ୍ତେ ତତ୍ପର ଥିବା ବେଳେ ଅମାନିଆ ଗାଡି ଚାଳକଙ୍କୁ ଶିକ୍ଷା ଦେଉଛି ବିଏମସି । ବୁଧବାର ଜୟଦେବ ବିହାରରୁ…

ବାରବାଟୀରେ ହକି ବିଶ୍ବକପ୍‌ର ଝଲକ

କଟକ: ‌ଐତିହାସିକ ବାରବାଟୀ ଷ୍ଟାଡିୟମରେ  ହକି ବିଶ୍ବକପ୍‌-୨୦୨୩ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ   ହକି ବିଶ୍ବକପ୍‌କୁ ଉଦ୍‌ଘାଟନ କରି  କହିଛନ୍ତି, ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ର ଆୟୋଜନ କରୁଛି। ଓଡ଼ି‌ଶାରେ ହକି ବିଶ୍ବକପ୍‌ର ଆୟୋଜନ ହେଉଥିବାରୁ ମୁଁ ବହୁତ ଖୁସି…