ଶୀତ ଅପେକ୍ଷାକୃତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି

ଭୁବନେଶ୍ବର : ରାଜ୍ୟରେ ଏବେ ଦିନ ତାପମାତ୍ରା ଅଧିକ ରହିଥିବା ବେଳେ ରାତିରେ ବିଶେଷ ଶୀତ ନାହିଁ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ତାପମାତ୍ରା ଜାରି ରହିବ। ଏହା ପରବର୍ତୀ ସମୟରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ। ଫଳରେ ଶୀତ ଅପେକ୍ଷାକୃତ ବଢ଼ିବ ବୋଲି ଆଞ୍ଚଳିକ…

ହିମାଳୟ ଅଞ୍ଚଳକୁ ପରିବେଶ-ସମ୍ବେଦନଶୀଳ ଅଞ୍ଚଳ ଘୋଷଣା କରିବାକୁ ଦାବି

ଉତ୍ତରାଖଣ୍ଡର ଶୈଳସହର ଯୋଶୀମଠ ଦବୁଛି ଏବଂ ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଯୋଶୀମଠର ଆଖପାଖ ଅଞ୍ଚଳରେ ନିର୍ମାଣ କାର୍ୟ୍ୟକୁ ବନ୍ଦ କରିଦିଆଯାଇଛି ଏବଂ ଯେଉଁସବୁ କୋଠାରେ ବଡ଼ବଡ଼ ଫାଟ ସୃଷ୍ଟି ହୋଇଛି, ସେଗୁଡ଼ିକୁ ଭଙ୍ଗାଯିବ ବୋଲି ନାଲି ଚିହ୍ନିତ କରାଯାଇଛି। କିନ୍ତୁ…

୯୭ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଠିଲା ଓଡ଼ିଶା ମିଲେଟ୍‌ର ସଫଳତାର କାହାଣୀ

ନୂଆଦିଲ୍ଲୀ: ଓଡ଼ିଶାର ମିଲେଟ୍ ମିଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା । ୯୭ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଠିଲା ଓଡ଼ିଶା ମିଲେଟ୍‌ର ସଫଳତାର କାହାଣୀ । ସୁନ୍ଦରଗଡ଼ର ଆଦିବାସୀ ଏସଏଚଜି ମହିଳାଙ୍କୁ ଭୂରି ଭୂରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କୁ ରାଜ୍ୟର…

୧୯ ବର୍ଷରୁ କମ୍‌ ଯୁବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲରେ ଭାରତ ବିଜୟୀ

ପୋଚେଫ୍‌ଷ୍ଟ୍ରୁମ୍‌: ୧୯ ବର୍ଷରୁ କମ୍‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ସଂସ୍କରଣ ବିଜେତା ହୋଇଛି ଭାରତ । ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଏହି ବିଶ୍ବକପ୍‌ର ରବିବାର ଫାଇନାଲ୍‌ରେ ଶେଫାଳି ବର୍ମାଙ୍କ ଭାରତ ୭ ୱିକେଟ୍‌ରେ ଇଂଲଣ୍ଡକୁ ପରାସ୍ତ କରି ଟ୍ରଫି ହାସଲ କରିଛି। ୪ ଓଭରରେ ମାତ୍ର ୬…

ସରକାରଙ୍କ ଉପରେ ବର୍ଷିଲେ ନରସିଂହ

ଭୁବନେଶ୍ବର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରକୁ ଗୁଳିମାଡ଼ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଶ୍ରୀ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି, ଓଡ଼ିଶାରେ ପ୍ରଥମଥର ପାଇଁ କୌଣସି ମନ୍ତ୍ରୀଙ୍କ ଉପରକୁ ଗୁଳିଚାଳନା ହୋଇଛି।…

ପାଣ୍ଡିଆନ୍‌ଙ୍କୁ ଏଫ୍‌ଆଇଏଚ୍‌ ସଭାପତି ପୁରସ୍କାର

ଭୁବନେଶ୍ବର:  ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌ ଫାଇନାଲ୍‌ ପୂର୍ବରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭିକେ ପାଣ୍ଡିଆନ୍‌ଙ୍କୁ ଏଫ୍‌ଆଇଏଚ୍‌ ସଭାପତି ପୁରସ୍କାର ପ୍ରଦାନ କରାଯାଇଛି। ହକିରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା।…

ଦ୍ବିତୀୟ ଟ୍ବେଣ୍ଟି-୨୦ ଜିତିଲା ଭାରତ

ଲକ୍ଷ୍ନୌ: ଭାରତ ୬ ୱିକେଟ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଶୃଙ୍ଖଳାରେ ଉଜ୍ଜୀବିତ ରହିଛି। ଲକ୍ଷ୍ନୌରେ  ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍‌ ଧାର୍ଯ୍ୟ କରିଥିବା ୧୦୦ ରନ୍‌ର ଲକ୍ଷ୍ୟକୁ ଭାରତ ୧୯.୫ ଓଭରରେ ହାସଲ କରିଥିଲା।…

ହକି ବିଶ୍ୱକପ୍‌: ଜର୍ମାନି ବିଜୟୀ

ଭୁବନେଶ୍ବର: ହକି ବିଶ୍ବକପରେ ବିଶ୍ବ ବିଜୟୀ ହୋଇଛି ଜର୍ମାନି। ଦୀର୍ଘ ୧୭ ବର୍ଷ ପରେ ବିଶ୍ବକପ୍‌ ମଧ୍ୟ ହାସଲ କରିଛି। କ୍ରସ୍ ଓଭର ଖେଳିବାର କଷ୍ଟ ଭିତରୁ ଆଗକୁ ବଢ଼ି ଏହି ୟୁରୋପୀୟ ଦେଶ ତୃତୀୟ ଥର ବିଶ୍ବ ମୁକୁଟ ହାତେଇ ନେଇଛି ।  ବେଲଜିୟମ୍ ଏକଦା ୨-୦ରେ ଆଗୁଆ ହୋଇଥିଲା ବେଳେ  ଜର୍ମାନି ହାର…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଗୁଳିମାଡ଼ରେ ପରଲୋକ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଗୁଳିମାଡ଼ରେ ପରଲୋକ । ଆପୋଲୋରେ ଚିକିତ୍ସାଧିନ ଅବସ୍ଥାରେ ନବ ଦାସଙ୍କ ମୃତ୍ୟୁ ହୋଇଛି । ଡାକ୍ତରଙ୍କ ଚେଷ୍ଟା ସତ୍ତ୍ବେ ନବ ଦାସ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗରରେ ଗୁଳିମାଡ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କୁ ବ୍ରଜରାଜନଗରରେ ଗୁଳିମାଡ ।  ତାଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇ ଭୁବନେଶ୍ବର ଅଣାଯାଉଛି ।  ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ପୋଲିସ କର୍ମୀ, ଏଏସଆଇ ଗୁଳି କରିଛନ୍ତି । ୫ ରାଉଣ୍ଡ ଗୁଳି ଚଳାଇବା…