ସାମ୍ପ୍ରଦାୟିକ ହିଂସାକୁ ନେଇ ହାଇକୋର୍ଟ କଡା ଆଭିମୁଖ୍ୟ

କୋଲକାତା:  ପଶ୍ଚିମବଙ୍ଗର କେତେକ ଜିଲ୍ଲାରେ ସାମ୍ପ୍ରଦାୟିକ ହିଂସାକୁ ନେଇ  ହାଇକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏନେଇ ହାଇକୋର୍ଟ ମମତା ବାନାର୍ଜୀ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ଆଇନଶୃଙ୍ଖଳା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି | ଏହି ମାମଲାରେ ଦାଖଲ ହୋଇଥିବା ଆବେଦନ…

କିଚ୍ଚା ସୁଦୀପ କେବଳ ବିଜେପି ପାଇଁ ପ୍ରଚାର କରିବେ

ଲୋକପ୍ରିୟ କନ୍ନଡ ସୁପରଷ୍ଟାର କିଚ୍ଚା ସୁଦୀପ କେବଳ ବିଜେପି ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି। ଆଗକୁ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ସେ ଷ୍ଟାର ପ୍ରଚାରକ ହେବେ।  ଶାସକ ଦଳ ତାଙ୍କୁ ଦରକାର ସମୟରେ ସମର୍ଥନ କରିଥିଲେ। ସେ କହିଛନ୍ତି, “ଦରକାର ସମୟରେ ବିଜେପି ମୋତେ…

ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ

ଗୁଆହାଟୀ:  ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ। ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ତେଣୁ ଏହି ଧାରାକୁ ଆଗକୁ ବଢ଼ାଇବା ପାଇଁ ଚେଷ୍ଟା କରିବେ। ଗତଥରର ଉପବିଜେତା ରାଜସ୍ଥାନ ତା’ର ପ୍ରଥମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୭୨ ରନ୍‌ରେ ପରାସ୍ତ କରି ଭଲ…

ହିନ୍ଦୋଳ ଓ ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ବାଜି ମାରିଛି ବିଜେଡି।

ଢେଙ୍କାନାଳ :  ହିନ୍ଦୋଳ ଓ ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ବାଜି ମାରିଛି ବିଜେଡି। ଅତାବିରା ଏନ୍‌ଏସିରେ ଅଧ୍ୟକ୍ଷ ପଦ ସହ ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛି। ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ…

ସାମାଜିକ ନ୍ୟାୟ ସପ୍ତାହ ପାଳନ କରିବ ବିଜେପି

ନୂଆଦିଲ୍ଲୀ:  ଅନୁସୂଚିତ ଜାତି ଭୋଟରଙ୍କ ନିକଟରେ ପହଞ୍ଚିବାକୁ ବିଜେପି ଏପ୍ରିଲ ୬ରୁ ୧୪ ପର୍ଯ୍ୟନ୍ତ ସାମାଜିକ ନ୍ୟାୟ ସପ୍ତାହ ପାଳନ କରିବ। ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଦୁଷ୍ୟନ୍ତ ଗୌତମ କହିଛନ୍ତି ଯେ, ଏପ୍ରିଲ ୬ ହେଉଛି ବିଜେପିର ପ୍ରତିଷ୍ଠା ଦିବସ। ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ…

ସିକ୍କିମର ନାଥୁଲା ଘାଟିରେ ବଡ଼ଧରଣର ହିମସ୍ଖଳନ: ୬ ମୃତ

ଗାଙ୍ଗଟକ୍ : ସିକିମର ନାଥୁଲା ଘାଟିରେ ପ୍ରବଳ ହିମସ୍ଖଳନ ଯୋଗୁଁ ୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ,  ୧୧ ଜଣ ଆହତ ହୋଇଛନ୍ତି। ଭୂସ୍ଖଳନ ପରେ ଅନେକ ପର୍ଯ୍ୟଟକ ବରଫରେ ଫସି ରହିଥିବା ଆଶଙ୍କା କରାଯାଉଛି।ହିମସ୍ଖଳନ ସମୟରେ ଏହି ଅଞ୍ଚଳରେ ୩୫୦ରୁ ଅଧିକ ପର୍ଯ୍ୟଟକ ଥିବା ସୂଚନା ମିଳିଛି। ଆହତ ହୋଇଥିବା ୬…

ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଆଲୋଚନା

 ଲୋୟର ପିଏମଜିରେ ଧାରଣାରେ ବସିଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନେ ଆଜି ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଆଜି ଆନ୍ଦୋଳନରୁ ହଟିପାରନ୍ତି। ଠିକା ନିଯୁକ୍ତି ଉଚ୍ଛେଦ ନେଇ ଗତବର୍ଷ ଅକ୍ଟୋବର ୧୫ ତାରିଖରେ…

ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଅଭିଯୁକ୍ତ ଆଇନା କାଚ ଭାଙ୍ଗି ହାତ କାଟିଲା

ଝାରସୁଗୁଡ଼ାରେ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ ।  ଝାରସୁଗୁଡ଼ା ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଅମିତ ଶର୍ମା ଆତ୍ମହତ୍ୟା ଉଦ୍ୟମ କରିଥିଲା । ଗାଧୁଆ ଘରେ ଥିବା ଆଇନ ଭାଙ୍ଗି କରିଥିଲା ଆତ୍ମହତ୍ୟା ଉଦ୍ୟମ । ତାକୁ ଚିକିତ୍ସା କରି କୋର୍ଟରେ ହାଜର…

୩ ନେତା ପ୍ରସନ୍ନ ଆଚାର୍ଯ୍ୟ, ସାରଦା ନାୟକ ଓ ଦେବୀ ମିଶ୍ର ଙ୍କୁ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର: ଝାରସୁଗୁଡା ଉପ ନିର୍ବାଚନ ପାଇଁ ପାଗ ଭିଡିଲେଣି ତିନି ପ୍ରମୁଖ ଦଳ । ତେବ ସବୁଠାରୁ ଆଗରେ ରହିଛି ବିଜେଡି । ପ୍ରଥମେ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏବେ ନିର୍ବାଚନ ପରିଚାଳନା ପାଇଁ  ତିନି ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ ।   ଏହି ତିନି…

ମହିଳା ସମ୍ମାନ ବଚତ ପତ୍ର

ମହିଳାଙ୍କୁ ସମ୍ମାନ ଏବଂ ସଶକ୍ତିକରଣ ପାଇଁ ଭାରତୀୟ ଡାକ ଦ୍ୱାରା ଆରମ୍ଭ ହୋଇଥିବା “ମହିଳା ସମ୍ମାନ ବଚତ ପତ୍ର” ଏହାର ସର୍ବୋତ୍ତମ ଉଦାହରଣ  । ଅର୍ଥ ମନ୍ତ୍ରଣାଳୟ ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର, ୨୦୨୩ ପାଇଁ ଗେଜେଟ ବିଜ୍ଞପ୍ତି ଜାରି କରିଛି ଏବଂ ତୁରନ୍ତ ପ୍ରଭାବ ସହିତ ୧.୫୯ ଲକ୍ଷ…