କୋଇଲା ଖଣିରେ ବଡ଼ ଧରଣର ଅଘଟଣ: ୨ କର୍ମଚାରୀ ମୃତ

ସୁନ୍ଦରଗଡ଼:  ଏମସିଏଲ ଗର୍ଜନବାହାଲ କୋଇଲା ଖଣିରେ ବଡ଼ ଅଘଟଣ ଘଟି ଦୁଇଜଣଙ୍କ ଜୀବନ ଯାଇଛି। ଖଣି କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ ଉପରେ ଭାରୀଯାନ ହୋଲପେକ୍ ମାଡ଼ିଯିବାରୁ ଗାଡ଼ିରେ ଥିବା ୨ କର୍ମଚାରୀ ଅପରେଟର ଉମାକାନ୍ତ ପଟେଲ ଓ ଭାରପ୍ରାପ୍ତ ମୁଖ୍ଯ ଜଗଦୀଶ ଓରାମଙ୍କର ଘଟଣାସ୍ଥଳରେ…

ପ୍ରତିଷ୍ଠା ହେବ ଦେଶର ବୃହତ୍ତମ ଇସ୍ପାତ କାରଖାନା

ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ  କହିଛନ୍ତି, ଓଡ଼ିଶାରେ ଓଡ଼ିଶାରେ ଦେଶର ବୃହତ୍ତମ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନିପନ ଷ୍ଟିଲ ବୁଲି ଦେଖିଛନ୍ତି। ୯ଦିନର ଗସ୍ତକୁ ବେଶ୍ ସଫଳତା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ମିଶନ ମୋଡରେ ଶିଳ୍ପାୟନ ଆଗେଇବ। ନିପନ ଷ୍ଟିଲ…

ମୌସୁମୀ ବର୍ଷା ୯୬% – ଆଇଏମଡି ଡିଜି

ମୌସୁମୀ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ  ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି। ଚଳିତ ବର୍ଷ ମୌସୁମୀ ବର୍ଷା ପରିମାଣ ୯୬% ହେବା ନେଇ ପୂର୍ବାମନୁମାନ କରାଯାଇଛି। ମୌସୁମୀରେ ଦେଶରେ ହାରାହାରି ୮୭ ସେଣ୍ଟିମିଟର ବର୍ଷା ହୋଇଥାଏ। ଚଳିତ ବର୍ଷ ୯୬% ହିସାବରେ ୮୩.୫…

ପ୍ରବାସୀ ଓଡ଼ିଆମାନଙ୍କ ସମସ୍ୟା ବୁଝିବ ଓଡ଼ିଶା ପରିବାର ନିର୍ଦେଶାଳୟ

ଭୁବନେଶ୍ବର: ସମଗ୍ର ଓଡ଼ିଆ ଜାତିଙ୍କୁ ଏକତ୍ରିତ କରିବା,ସେମାନଙ୍କ ସମସ୍ୟା ସମାଧାନ କରିବା  ପାଇଁ  ରାଜ୍ୟ ସରକାର ଚାହିଁଛନ୍ତି । ବିଶ୍ଵରେ ରହୁଥିବା ସମସ୍ତ ଓଡ଼ିଆଙ୍କୁ ଏକଜୁଟ କରିବା ର ନୂଆ ପ୍ରେରଣା ନେଇ ଏକ ନିର୍ଦେଶାଳୟ ଖୋଲା ଯାଉଛି। ବିଶ୍ୱରେ ଓଡ଼ିଆ ଜାତିର ନୂଆ ଉନ୍ମେଷ ସୃଷ୍ଟି କରିବା…

ଭାରତରେ ଅଛନ୍ତି ୩୧୬୭ ବାଘ

ଭାରତର ବିଭିନ୍ନ ଜଙ୍ଗଲରେ ୨୦୨୨ ସୁଦ୍ଧା ୩୧୬୭ଟି ବାଘ ରହିଥିବା ରବିବାର ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତରେ ବାଘଙ୍କ ସ୍ଥିତି ସମ୍ପର୍କିତ ୨୦୨୨ ରିପୋର୍ଟକୁ ଉନ୍ମୋଚନ କରି ମୋଦୀ ଦର୍ଶାଇଥିଲେ ୨୦୧୮ରେ ଦେଶରେ ୨୯୬୭ଟି ବାଘ ରହିଥିବା ବେଳେ ୨୦୨୨ରେ ବାଘ ସଂଖ୍ୟା ୩୧୬୭କୁ…

ଓଡିଆ ପୁଅ ଦାଦନ : ଡ.ଲେଖାଶ୍ରୀ

ଖଣିଜ ଓ ପ୍ରାକୃତିକ ସଂପଦ ଭରପୁର ରାଜ୍ୟ ଓଡିଶା । ଓଡିଶା ଧନୀ, ବିଜେଡି ବି ଧନୀ, କିନ୍ତୁ ଓଡିଆ ପୁଅ ଦାଦନ ! ଏଦୃଶ୍ୟ ଶାସକ ବିଜେଡିର ମୁଖିଆଙ୍କୁ ଦେଖାଯାଉନାହିଁ କି ? ବିଜେଡି ସରକାରର ୨୩ ବର୍ଷର ଅପାରଗତା ହେଉଛି “ଦାଦନ ସମସ୍ୟା“ । ଏହା ହେଉଛି ବିଜେଡି ସରକାରରେ ‘ଆମ ଗଣତନ୍ତ୍ରର’ ବ୍ୟବସ୍ଥା…

ବିଜେଡି ନେତା ପ୍ରଦୀପ ବେହେରା ବିଜେପିରେ ସାମିଲ

କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଉତରକୁଳ ଗ୍ରାମପଂଚାୟତର ସରପଂଚ ବିଜେଡି ନେତ୍ରୀ ଶ୍ରୀମତୀ ସୁଭାଷିନୀ ବେହେରା, ସ୍ଥାନୀୟ ବରିଷ୍ଠ ବିଜେଡି ନେତା ବିନୋଦ ଭୁୟାଁ, ନାଏବ ସରପଂଚ ଶକୁନ୍ତଳା ମାଦେଳୀ, ନିର୍ବାଚିତ ଜନପ୍ରତିନିଧି କବିତା ସାହୁ, ଉମାକାନ୍ତ ସାହୁ, ପପୁ ମଲ୍ଲିକ, ପ୍ରଭାତୀ…

ରିଙ୍କୁ ସିଂ, ଶେଷ ଓଭରରେ ମାରିଲେ ୫ ଛକା

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇପିଏଲ ଏକ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୩ ଓ୍ୱିକେଟରେ ହରାଇଛି କୋଲକାତା ନାଇଟ ରାଇଡର୍ସ । ଶେଷ ଓଭରରେ କୋଲକାତା ୨୯ରନ ଆବଶ୍ୟକ କରୁଥିଲା। କିନ୍ତୁ ରିଙ୍କୁ ସିଂଙ୍କ ବିସ୍ଫୋରକ ଇନିଂସ ସବୁକିଛି ଓଲଟପାଲଟ କରିଦେଲା। ସେ ୟସ୍…

କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ସହଯୋଗର ହାତ ବଢ଼ାଇଛି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ

କ୍ରୀଡ଼ା କ୍ଷେତ୍ରରେ ସହଯୋଗର ହାତ ବଢ଼ାଇଛି  ନିପନ ଷ୍ଟିଲ । ଓଡ଼ିଶାରେ ଉନ୍ନତମାନର ଜିମ୍ନାଷ୍ଟ ସୃଷ୍ଟି କରିବା ଲାଗି କମ୍ପାନି ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ। ଏଥିପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ କମ୍ପାନି ମଧ୍ୟରେ  ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଭୁବନେଶ୍ବରସ୍ଥିତ…

କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ବର : କାଳବୈଶାଖୀ ପ୍ରଭାବରେ  ବାଲେଶ୍ବର, କନ୍ଧମାଳ, ରାୟଗଡ଼ା, ବୌଦ୍ଧ ଓ କଳାହାଣ୍ଡି ଆଦି ଜିଲ୍ଲାରେ  ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ଆସନ୍ତା ୨ ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ଏହିଭଳି ବର୍ଷା ହେବ। ୧୧ ତାରିଖରୁ ରାଜ୍ୟରେ କାଳ‌ବୈଶାଖୀର ପ୍ରଭାବ କମିବ। ଆସନ୍ତା ୩ ଦିନ…