କ୍ୟାପିଟାଲ୍ସକୁ ହରାଇଲା ଜାଏଣ୍ଟସ୍
ଲକ୍ଷ୍ନୌ : ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ର ସହଜ ବିଜୟ । ରାହୁଲଙ୍କ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନ୍ରେ ପରାସ୍ତ କରିଛି। ପ୍ରଥମ ୫ ୱିକେଟ୍ ନେଇଥିବା ମାର୍କ ଉଡ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିବା ବେଳେ…