ସୁଶାନ୍ତ ସିଂଙ୍କୁ କୋଣଠେସା!

ଝାରସୁଗୁଡ଼ା ଉପନିର୍ବାଚନ ରେ ବିଜେଡି ସୁଶାନ୍ତ ସିଂଙ୍କୁ କୋଣଠେସା କରିଥିବାରୁ ରାଜନୀତି ମହଲରେ ଏବେ ଚର୍ଚା ଜୋର ଧରିଛି । ସୁଶାନ୍ତ ହେଉଛନ୍ତି ପଶ୍ଚିମ ଓଡ଼ିଶାର ପ୍ରଭାବଶାଳୀ ନେତା । ତେବେ ନବ ଦାସ ହତ୍ୟାକାଣ୍ଡକୁ ନେଇ ବିରୋଧୀମାନେ ତାଙ୍କୁ ଟାର୍ଗେଟ କରୁଥିବାରୁ ତାଙ୍କୁ ବିଜେଡି ନିର୍ବାଚନ…

ଲଢୁଆ ବିମାନ ‘ସୁଖୋଇ-୩୦’ରେ ଉଡ଼ିଲେ ରାଷ୍ଟ୍ରପତି

ଗୌହାଟି:  ଆସାମର ତେଜପୁରସ୍ଥିତ ବାୟୁସେନା ବିମାନଘାଟିରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ‘ସୁଖୋଇ ୩୦ ଏମ୍‌କେଆଇ’ ଲଢୁଆ ବିମାନ ଉଡ଼ାଇଛନ୍ତି। https://twitter.com/ANI/status/1644593263935111169?s=20 ଭାରତୀୟ ବାୟୁସେନା ଘାଟିରୁ  ରାଷ୍ଟ୍ରପତି ମୁର୍ମୁଙ୍କୁ ଗୋଟାଏ…

ଆଇପିଏଲ୍‌ରେ ଆଜି ଧୋନି-ରୋହିତ ମୁକାବିଲା

୫ ଥର ବିଜେତା ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚ୍‌ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ନିକଟରୁ ହାରିଥିବାରୁ ଚାପରେ ରହିଛି। ମହେନ୍ଦ୍ର ସିଂହ ଧୋନିଙ୍କ ସୁପର୍‌ କିଙ୍ଗ୍ସ ଉଦ୍‌ଘାଟନୀ ମ୍ୟାଚ୍‌ରେ ବିଜେତା ଗୁଜରାଟ ଜାଏଣ୍ଟସ୍‌ ନିକଟରୁ ହାରିଯାଇଥିଲେ ମଧ୍ୟ ଲକ୍ଷ୍ନୌ…

କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୬,୦୦୦ ଉପରେ

ଆଜି ମଧ୍ୟ ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୬,୦୦୦ରୁ ଅଧିକ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୦୦୦ ଉପରେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୬,୧୫୫…

ବ୍ରିଟିସ-ପାକିସ୍ତାନୀ ନିଶା ଦେଇ ବ୍ରିଟେନ ଝିଅଙ୍କ ସହ ଦୁଷ୍କର୍ମ କରୁଛନ୍ତି: ବ୍ରେଭରମ୍ୟାନ

ଲଣ୍ଡନ: ବ୍ରିଟିସ-ପାକିସ୍ତାନୀମାନେ ଇଂଲଣ୍ଡରେ  ଝିଅମାନଙ୍କୁ ନିଶା ଦେଇ ସେମାନଙ୍କ ସହ ଦୁଷ୍କର୍ମ କରୁଛନ୍ତି  ବୋଲି ବ୍ରିଟେନ ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନ ପ୍ରକାଶ କରିଛନ୍ତି। କେତେକ ବ୍ରିଟିସ ପାକିସ୍ତାନୀ ଇଂଲଣ୍ଡରେ ଶିଶୁ ଯୌନ ନିର୍ଯାତନା ନେଟ୍‌ୱର୍କ ଚଳାଇଛନ୍ତି। ସରଳ ଶ୍ବେତାଙ୍ଗ…

ଜୁଆଖେଳ ପ୍ଲାଟଫର୍ମକୁ ପ୍ରୋତ୍ସାହିତ ନକରିବାକୁ ଗଣମାଧ୍ୟମକୁ ପରାମର୍ଶ

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଜି ଗଣମାଧ୍ୟମ ସଂସ୍ଥା, ଗଣମାଧ୍ୟମ ପ୍ଲାଟଫର୍ମ ଏବଂ ଅନଲାଇନ୍ ବିଜ୍ଞାପନ ମଧ୍ୟସ୍ଥିମାନଙ୍କୁ ଜୁଆଖେଳର ବିଜ୍ଞାପନ  ବିଷୟବସ୍ତୁ ପ୍ରସାରଣରୁ ବିରତ ରହିବାକୁ ପରାମର୍ଶ ଦେଇଛି ।ଆଜି ଜାରି କରାଯାଇଥିବା ଏକ ମାର୍ଗଦର୍ଶିକାରେ, ଆଗଧାଡିର ମୁଖ୍ୟ ଇଂରାଜୀ ଏବଂ …

ପଦ୍ମ ପୁରସ୍କାର ୨୦୨୩

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଦ୍ବିତୀୟ ପର୍ଯ୍ୟାୟରେ ୨୦୨୩ ବର୍ଷର ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଅସ୍କାର-ବିଜେତା ନାଟୁ ନାଟୁ ଗୀତର ପ୍ରସିଦ୍ଧ ସ୍ବରକାର ଏମ୍‌ଏମ୍‌ କୀରାବାଣୀଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ମଧ୍ୟ ପଦ୍ମଶ୍ରୀ…

ପଞ୍ଜାବ, ରାଜସ୍ଥାନକୁ ୫ ରନ୍‌ରେ ହରାଇଲା

ଗୁଆହାଟୀ: ରାଜସ୍ଥାନ ରୟାଲ୍ସକୁ ୫ ରନ୍‌ରେ ପରାସ୍ତ କରିଛି ପଞ୍ଜାବ।  ଗୁଆହାଟୀର ବାର୍ସପରା ଷ୍ଟାଡିୟମ୍‌ରେ ବୁଧବାର ଖେଳାଯାଇଥିବା  ରୋମାଞ୍ଚକର ମ୍ୟାଚ୍‌ରେ ଶିଖର ଧାୱନ ଓ ପ୍ରଭସିମ୍ରନ୍‌ ସିଂହଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ପଞ୍ଜାବ ୪ ୱିକେଟ୍‌ ବିନିମୟରେ ୧୯୭ ରନ୍‌ କରିଥିଲା। ଟସ୍‌ରେ…

ଟୋକିଓରେ ଓଡ଼ିଶା ବିଜନେସ ମିଟ୍, ଯୋଗ‌ଦେଲେ ୨୦୦ ନିବେଶକ,

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ରାଜ୍ୟର ଲଜିଷ୍ଟିକ୍ସ, ଧାତବ, ଆନୁଷଙ୍ଗିକ, ଇସ୍ପାତ, ଗ୍ରିନ୍ ହାଇଡ୍ରୋଜେନ୍, ଗ୍ରିନ୍ ଆମୋନିଆ, ଗ୍ରିନ୍ ଏନର୍ଜି ଉପକରଣ ଉତ୍ପାଦନ, ଆଇଟି ଓ ତତ୍‌ ସଂକ୍ରାନ୍ତୀୟ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଜାପାନର ନିବେଶକମାନେ ଆଗ୍ରହ…

୩ ଜଣଙ୍କ ନାଁ ସୁପାରିସ କରିଛୁ: ସାଲୁଜା

ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ୬ଜଣ ପ୍ରାର୍ଥୀଙ୍କ ଭିତରୁ ୩ଜଣଙ୍କ ନାଁ ପ୍ରଦେଶ କଂଗ୍ରେସ କମିଟିକୁ ସୁପାରିସ କରାଯାଇଛି। ଏଆଇସିସି ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି। ଶ୍ରୀ ସାଲୁଜା କହିଛନ୍ତି, ପ୍ରାର୍ଥୀ ଚୟନ ଲାଗି ପିସିସି…