ଆଜିର ରାଶିଫଳ

ମେଷ: ଧର୍ମାନୁଷ୍ଠାନକୁ ଯିବା ପାଇଁ ଯୋଜନା କରିବେ। ବ୍ୟବସାୟରେ ଧନଲାଭର ସୁଯୋଗ ପାଇବେ। ଅଫିସରେ ସହକର୍ମୀ ସହଯୋଗ କରିବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ। ବୃଷ: ଆଗକୁ ବଢ଼ି ଚାଲିବା ପାଇଁ ଦିନଟି ଭଲ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ସମାଜରେ ଆପଣଙ୍କୁ ଉଚିତ ଆଦର ସମ୍ମାନ ମିଳିବ।…

କାନାଡାରେ ବ୍ୟବସାୟ ବନ୍ଦ କରିବାକୁ ଆନନ୍ଦ ମହିନ୍ଦ୍ରାଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: କାନାଡାକୁ ଭାରି ପଡ଼ିଛି ଆତଙ୍କବାଦୀଙ୍କୁ ସମର୍ଥନ ଦେବା । ଭାରତ ସରକାର ଭିସାକୁ ନେଇ କଟକଣା ଜାରି କରିବା ପରେ ଏବେ  କାନାଡା ଏବଂ ଭାରତ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ବୃଦ୍ଧି ଟେନସନର ପ୍ରଭାବ ବାଣିଜ୍ୟ ଉପରେ ପଡିଥିବାରୁ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା…

ରାଜ୍ୟସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହେଲା ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍। ଆଜି ଗୃହରେ ଉପସ୍ଥିତ ଥିବା ସମସ୍ତ ସାଂସଦ ବିଲ୍ ସମପକ୍ଷରେ ଭୋଟ୍ ଦେଇଛନ୍ତି । ବିଲ୍ ସପକ୍ଷରେ ପଡ଼ିଛି ୨୧୫ ଭୋଟ । ବିଲ୍ ବିରୋଧରେ ଗୋଟିଏ ବି ଭୋଟ ପଡ଼ିନାହିଁ । ସର୍ବସମ୍ମତି କ୍ରମେ ରାଜ୍ୟସଭାରେ ବିଲ୍ ପାରିତ…

ମହିଳା ସଂରକ୍ଷଣ ବିଲ୍ ସମର୍ଥନରେ ବିଜେଡିର ପକ୍ଷ ରଖିଲେ ସାଂସଦ ମାନସ ମଙ୍ଗରାଜ

ନୂଆଦିଲ୍ଲୀ: ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ନେଇ ଆଲୋଚନାରେ ଭାଗ ନେଇ ବିଜେଡିର ସାଂସଦ ମାନସ ମଙ୍ଗରାଜ ସମର୍ଥନ ଦେବା କଥା କହିଛନ୍ତି  । ଓଡ଼ିଆକୁ ସମ୍ମାନ ଦେଇ ସେ ନିଜର ବିବୃତ୍ତି ଓଡ଼ିଆରେ ଦେଇଥିଲେ । ତାଙ୍କ ଭାଷଣରେ ସେ କହିଛନ୍ତି ଯେ, ବିଜେଡି ସବୁବେଳେ ସାଧାରଣ ଜନଜୀବନ ତଥା ସମାଜର…