ଏନ୍ଡିଏ ମେଣ୍ଟରେ ସାମିଲ ହେଲା ଦେବଗୌଡ଼ାଙ୍କ ଜେଡିଏସ୍
୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଏବଂ ଜେଡିଏସ୍ ମଧ୍ୟରେ ମେଣ୍ଟ ଘୋଷଣା ହୋଇଛି । କର୍ଣ୍ଣାଟକର ଜନତା ଦଳ ଧର୍ମନିରପେକ୍ଷ (ଜେଡିଏସ୍) ଏନ୍ଡିଏରେ ସାମିଲ ହୋଇଛି। ବିଜେପି ଜାତୀୟ ସଭାପତି ଜେ ପି ନଡ୍ଡା ଏକ୍ସରେ ଏହି ଘୋଷଣା କରିଛନ୍ତି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି…