ଭାରତ ସହିତ ଉତ୍ତମ ସଂପର୍କ ରଖିବାକୁ କାନାଡ଼ା ପ୍ରତିଶ୍ରୁତିବଦ୍ଧ: ଟ୍ରୁଡ଼ୋ

ଭାରତ ସହିତ ଉତ୍ତମ ସଂପର୍କ ରଖିବାକୁ କାନାଡ଼ା ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡ଼ୋ  ।  କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ଼ୋ ଭାରତ ସହିତ ସଂପର୍କ ସ୍ଥାପନକୁ ନେଇ ଏକ ସକାରାତ୍ମକ ବାର୍ତ୍ତା ଦେଇଛନ୍ତି। ଭାରତ ସହିତ ସଂପର୍କ ମଜଭୁତ କରିବାକୁ କାନାଡ଼ା…

ପିତୃ ପକ୍ଷରେ ବିନ୍ଦୁସାଗର କୂଳ ଚଳଚଞ୍ଚଳ

ଆରମ୍ଭ ହୋଇଛି ପିତୃପକ୍ଷ। ଆଶ୍ୱିନ ମାସ କୃଷ୍ଣ ପକ୍ଷ ତଥା ଅପରପକ୍ଷର ଅନ୍ତିମ ଦିନ ଅମାବାସ୍ୟା ଅକ୍ଟୋବର ୧୪ ପର୍ଯ୍ୟନ୍ତ ପିତୃପକ୍ଷ  ଲାଗିରହିବ। ବିଶ୍ବାସ ଓ ବିଧି ଅନୁସାରେ ଏହି ପକ୍ଷରେ ଲୋକେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରିବା ସହ ପିଣ୍ଡଦାନ କରିବେ। ନିଜର ପିତୃ୍ପୁରୁଷଙ୍କ…

୨୦୦୦ ଟଙ୍କିଆ ବଦଳାଇବାର ଶେଷ ଦିନ ଆଜି

ନୂଆଦିଲ୍ଲୀ: ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇବା ଲାଗି ଆଜି ଶେଷ ଦିନ । ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ଘୋଷଣା କରିବା ପରେ ବଜାରରେ ଦେଖାଦେଇଥିବା ନଗଦ ରାଶିର ଅଭାବ ପୂରଣ କରିବା ଲାଗି ୨୦୦୦ ଟଙ୍କିଆ ଆସିଥିଲା। ନୋଟ୍‌ଗୁଡ଼ିକୁ ବ୍ୟାଙ୍କରେ ବଦଳାଇବା ଓ ଜମା କରିବା…

ସହକାରୀ କଲେକ୍ଟର ସୁସ୍ମିତା ମିଞ୍ଜଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି !

ରାଉରକେଲା: ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ କଲେକ୍ଟର ସୁସ୍ମିତା ମିଞ୍ଜଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଏହି ହାଇପ୍ରୋଫାଇଲ୍‌ ହତ୍ୟାକାଣ୍ଡରେ ଏକାଧିକ ଅଭିଯୁକ୍ତ ସାମିଲ ଥିବାବେଳେ ସେମାନଙ୍କୁ ପ୍ରଶାସନ ସୁରକ୍ଷା ଦେଉଛି ବୋଲି ପୂର୍ବତନ…

ଆଜିଠୁ ୩ ଯାଏ ପ୍ରବଳ ବର୍ଷା

ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ହୋଇଛି। ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଅଞ୍ଚଳରେ ୭୦ରୁ ୨୦୦…

ଆଜିର ରାଶିଫଳ

ବୃଷ: ଅଫିସରେ ଅଧିକାରୀଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ବଢ଼ାଇବ। ବେପାରରେ ଧନଲାଭର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ମିଥୁନ: ଆପଣଙ୍କ ମନରେ କୌଣସି ବିଚାର ଆସିବ ଯାହା ପ୍ରଗତିର ଦ୍ବାର ଖୋଲିଦେବ। କାରବାର ଦ୍ରୁତଗତିରେ ବୃଦ୍ଧି ହେବ। ଜୀବନସାଥୀ…

ଜଷ୍ଟିସ୍‌ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବ

କଟକ:  ଜଷ୍ଟିସ୍‌ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବ ମିଳିଛି। ନୂତନ ଦାୟିତ୍ବ ନେଇ କେନ୍ଦ୍ର ଆଇନ୍‌ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ୪ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଅବସର…

ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସ ଆତଙ୍କ, ୧୨୦ ଜଣ ପଜିଟିଭ

ପୁରୀ : ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସ ଆତଙ୍କ ଖେଳାଇଚାଲିଛି । ପରୀକ୍ଷା ପରେ ୧୨୦ ଜଣ ପଜିଟିଭ ସ୍କ୍ରବଟାଇଫସକୁ ନେଇ ସାରା ରାଜ୍ୟ ରେ ଭୟ ଦେଖିବାକୁ ମିଳିଥିବା ବେଳେ ପୁରୀରେ ମଧ୍ୟ ସ୍କ୍ରବ ଟାଇଫସ ଆତଙ୍କ ଦେଖିବାକୁ ମିଳିଛି  ।  ପୁରୀ ରେ ଗତ ଦୁଇ ମାସ ମଧ୍ୟ ରେ ୬୧୩ ଜଣଙ୍କ  ରକ୍ତ ନମୁନା…

ମହିଳା ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ : ମହିଳା ସଂରକ୍ଷଣ ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ । ବହୁଦିନ ପରେ  ନାରୀ ଶକ୍ତି ବନ୍ଦନ ଅଧିନିୟମରେ ବାଜିଲା ରାଷ୍ଟ୍ରପତିଙ୍କ ମୋହର । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେଲା ‘ମହିଳା ସଂରକ୍ଷଣ ବିଲ୍’ । ମହିଳା ସଂରକ୍ଷଣ ଆଇନ ଅନୁସାରେ  ବିଧାନସଭା ଓ…

ଅଳଙ୍କାର ତାଲିକା ପାଇଁ ହେବ ଉଚ୍ଚସ୍ତରୀୟ କମିଟି : ହାଇକୋର୍ଟ

କଟକ : ରତ୍ନଭଣ୍ଡାର ମାମଲାରେ ଆବେଦନକାରୀ ବିଜେପି ନେତା ସମୀର ମହାନ୍ତିଙ୍କ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ  । ଶ୍ରୀମନ୍ଦିର ପରିଚଳନା କମିଟି ଉପରେ ହାଇକୋର୍ଟଙ୍କ ରହିଛି ଅତୁଟ ବିଶ୍ବାସ । ତେଣୁ ଶ୍ରୀମନ୍ଦିର ଓ ରତ୍ନଭଣ୍ଡାରର ସୁରକ୍ଷା ନେଇ ପରିଚାଳନା କମିଟି କାର୍ଯ୍ୟରେ ହସ୍ତକ୍ଷେପ…