ପାକିସ୍ତାନକୁ ହରାଇ ସ୍କ୍ୱାଶରେ ସ୍ୱର୍ଣ୍ଣ ଜିତିଲା ଭାରତୀୟ ପୁରୁଷ ଦଳ

ଚୀନର ହଙ୍ଗଝୋଉରେ ଚାଲିଥିବା ଏହି କ୍ରୀଡ଼ାରେ ଶନିବାର ସ୍କ୍ୱାଶରେ ଭାରତୀୟ ପୁରୁଷ ଦଳକୁ ସ୍ୱର୍ଣ୍ଣ ପଦକ ମିଳିଛି । ଭାରତୀୟ ଦଳ ପାକିସ୍ତାନକୁ ୨-୧ରେ ହରାଇ ସ୍ୱର୍ଣ୍ଣ ଜିତିଛି । ଏଥିସହିତ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୦ରେ ପହଞ୍ଚିଛି । ଏହା ପୂର୍ବରୁ ରୋହନ ବୋପନ୍ନା ଏବଂ ଋତୁଜା ଭୋସଲେ…

ବଢ଼ିଲା ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି

ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି ଅକ୍ଟୋବର ୭ ତାରିଖ ଯାଏ ବଢ଼ିଲା  । ଦୁଇ ହଜାର ଟଙ୍କିଆ ବଦଳ ଅବଧି ଆଜି ସରୁଥିଲା । ଏବେ ଅକ୍ଟୋବର ୭ଯାଏ ବ୍ୟାଙ୍କରେ ଜମା ବା ବଦଳା ଯାଇପାରିବ ୨ ହଜାର ଟଙ୍କିଆ ନୋଟ୍ । ଏନେଇ ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ଏକ ବୟାନରେ…