ହୋମି ଭାବା କ୍ୟାନ୍‌ସର ହସ୍ପିଟାଲ୍‌ କର୍କଟ ରୋଗୀଙ୍କୁ ବିଶ୍ବସ୍ତରୀୟ ଚିକିତ୍ସା ସେବା ଯୋଗାଇବା

ଜଟଣୀ: ହୋମି ଭାବା କ୍ୟାନ୍‌ସର ହସ୍ପିଟାଲ୍‌ କର୍କଟ ରୋଗୀଙ୍କୁ ବିଶ୍ବସ୍ତରୀୟ ଚିକିତ୍ସା ସେବା ଯୋଗାଇବା ସହ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ।   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀସ୍ଥିତ ଭୁବନେଶ୍ବର ନାଇଜର କ୍ୟାମ୍ପସ୍‌ରେ ହୋମି ଭାବା କ୍ୟାନ୍‌ସର ହସ୍ପିଟାଲ୍ ଓ…

ଆଜିର ରାଶିଫଳ

ମେଷ: ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ଅଫିସରେ ଆପଣଙ୍କ ବ୍ୟକ୍ତିତ୍ବର ପ୍ରଶଂସା ହେବ। କାର୍ଯ୍ୟକ୍ଷେତ୍ରରେ ଅଭିଜ୍ଞ ବ୍ୟକ୍ତି ସାହାଯ୍ୟ କରିବେ। ରାଜନୀତିରେ ସମ୍ମାନ ବଢ଼ିବ। ବୃଷ: ଚାକିରିଆଙ୍କର ବେତନ ବୃଦ୍ଧି ହେବ। ଛୋଟ ପିଲା ଚିତ୍ର ଆଙ୍କିବାରେ ବ୍ୟସ୍ତ ରହିବେ। ସଂପତ୍ତି…

ଶ୍ରଦ୍ଧା କିଏ? ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଆଜି ବିଧାନସଭା ମୌସୁମୀ ଅଧିବେଶନର ଶେଷଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି,ଶ୍ରଦ୍ଧା  ହେଉଛନ୍ତି ମୋ ଫିଜିଓ ଥେରାପିଷ୍ଟ। ମୋ ଭଉଣୀ ଗୀତା ମେହଟ୍ଟା ତାଙ୍କୁ ପଠାଇଥିଲେ। ମୋ ଫିଜିକାଲ୍ ଫିଟ୍‌ନେସ୍‌ ପାଇଁ ମୋ ଭଉଣୀ ତାଙ୍କୁ ପଠାଇଥିଲେ।ଭୁବନେଶ୍ୱରରେ ଏକ ସରକାରୀ ଘର ଦିଆଯାଇଥିବା…

ଖଲିସ୍ତାନୀ ପତାକା ଧରୁଥିବା ବ୍ୟକ୍ତିଙ୍କ ଓସିଆଇ ମାନ୍ୟତା ରଦ୍ଦ ହେବ

ଖଲିସ୍ତାନୀଙ୍କ ବିରୋଧରେ ଭାରତ ସରକାର ଏବେ ଅଧିକ କଠୋର ପଦକ୍ଷେପ ନେବାକୁ ବିଚାର କରୁଛନ୍ତି । ବିଦେଶରେ ଖଲିସ୍ତାନୀ ପତାକା ଧରିବା ଓ ଅନ୍ୟପଟେ ଭାରତରେ ଥିବା ନିଜର କୃଷି ସମ୍ପତ୍ତିରୁ ଆୟ ଏକାଠି କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ଦୃଢ ମତ ପୋଷଣ କରୁଛନ୍ତି । ଭାରତୀୟ ଦୂତାବାସ…

ସରିଲା ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ବର: ଚଳିତ ବିଧାନସଭା ମୌସୁମୀ ଅଧିବେଶନ ମଙ୍ଗଳବାର ‌‌ଶେଷ ହୋଇଛି। ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ସହ ୧୨ ବିଲ ଏହି ଅଧିବେଶନରେ ଆଲୋଚନା ହୋଇ…

ନ୍ୟୁଜ୍‌କ୍ଲିକ୍‌ ସାମ୍ବାଦିକଙ୍କ ଘରେ ଚଢ଼ଉ

ଚୀନ୍‌ରୁ ପାଣ୍ଠି ସଂଗ୍ରହ କରିବା ଓ ଅର୍ଥ ହେରଫେର କରିବା ଅଭିଯୋଗରେ ଦିଲ୍ଲୀ ପୁଲିସର ଏକ ସ୍ବତନ୍ତ୍ର ସେଲ୍‌ ଗଣମାଧ୍ୟମ ସଂସ୍ଥା ନ୍ୟୁଜ୍‌କ୍ଲିକ୍‌ ସାମ୍ବାଦିକଙ୍କ ଘରେ ଚଢ଼ଉ କରିଛି। ତାଙ୍କୁ ମଧ୍ୟ ପଚରା ଉଚୁରାକରିଛି । ପୂର୍ବରୁ ଏ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ ମାମଲା…

ଟି-ଟ୍ବେଣ୍ଟି କ୍ରିକେଟରେ ସେମିରେ ପ୍ରବେଶ କଲା ଭାରତ

ନୂଆଦିଲ୍ଲୀ : ଏସିଆନ ଗେମସରେ ଟି-ଟ୍ବେଣ୍ଟି କ୍ରିକେଟରେ ନେପାଳକୁ ହରାଇ ସେମିଫାଇନଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ୨୩ ରନରେ ପରାସ୍ତ ହୋଇଛି ନେପାଳ । ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୨୦୨ ରନ କରିଥିବାବେଳେ ନେପାଳ ୧୭୯ ରନରେ ଅଟକି ଯାଇଥିଲା । ଜୟସ୍ବାଲ ୪୯ ବଲରେ…

ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଅବଦାନ ପାଇଁ ନୋବେଲ ପୁରସ୍କାର ଘୋଷଣା । ୨୦୨୩ ବର୍ଷ ପାଇଁ ମିଳିତ ଭାବେ ନୋବେଲ୍ ପାଇବେ ତିନି ଜଣ ପଦାର୍ଥ ବିଜ୍ଞାନୀ। ସେମାନଙ୍କ ମଧ୍ୟରେ ରହିଛନ୍ତି ପିରେ ଆଗୋଷ୍ଟିନ, ଫେରେନ୍କ କ୍ରାଉସଜା, ଆନେ ହୁଇଲରଙ୍କୁ ସମ୍ମାନ। ଏହି ତିନି ଜଣ ନୋବେଲ ବିଜେତା…

କେନ୍ଦ୍ର ସରକାରଙ୍କ ତାଳଟୁଳ ନୀତି ବିରୋଧରେ ବର୍ଷିଲେ ବର୍ଷା ସିଂ ବରିହା

ଭୁବନେଶ୍ବର: କେନ୍ଦୁପତ୍ର ତୋଳାଳିଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ତାଳଟୁଳ ନୀତି ବିରୋଧରେ ବର୍ଷିଲେ ପଦମପୁର ବିଧାୟିକା ବର୍ଷା ସିଂ ବରିହା । ପଦମପୁର ଉପନିର୍ବାଚନ ପ୍ରଚାର ପାଇଁ ଯାଇଥିବାବେଳେ କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ଛାଡ଼ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ…