ନିର୍ବାଚନରେ ଉପହାର ପ୍ରଦାନ ନେଇ ରାଜନୈତିକ ଦଳକୁ ରୋକାଯାଇପାରିବ ନାହିଁ

ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଧାନସଭା ନିର୍ବାଚନ ପୂର୍ବରୁ ଫ୍ରିବିଜ ବାଣ୍ଟିବା ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। କୋର୍ଟ ଉଭୟ ରାଜ୍ୟ ସରକାରଙ୍କ ଠାରୁ ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ ବି ପାରଦିଓ୍ବାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ…

ବିଶ୍ବକପ କ୍ରିକେଟ୍‌: ନେଦରଲାଣ୍ଡ୍‌ସକୁ ୮୧ ରନ୍‌ରେ ପରାସ୍ତ କଲା ପାକିସ୍ତାନ

ହାଇଦ୍ରାବାଦ୍‌: ଆଇସିସି କ୍ରିକେଟ୍‌ ବିଶ୍ବକପ୍‌-୨୦୨୩ର ଦ୍ବିତୀୟ ମୁକାବିଲାରେ  ନେଦରଲାଣ୍ଡ୍‌ସକୁ ୮୧ ରନ୍‌ରେ ପରାସ୍ତ କଲା ପାକିସ୍ତାନ । ୨୮୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ‌ ଖେଳିଥିବା ନେଦରଲାଣ୍ଡ୍‌ସକୁ ପାକିସ୍ତାନ ଟିମ୍‌ ୮୧ ରନ୍‌ରେ ପରାସ୍ତ କରିଛି। ସ୍ଥାନୀୟ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ…

ଏସିଆନ ଗେମ୍ସରେ ପଦକ ସଂଖ୍ୟା ୯୫ରେ ପହଞ୍ଚିଲା

ହାଙ୍ଗଝୋଉ: ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ହକି ଟିମଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା । ଭାରତୀୟ ହକି ଟିମକୁ ଅଭିନନ୍ଦନ ଜଣାଇବା ସହ ପ୍ରତି ଖୋଳାଳିଙ୍କ ଲାଗି ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ୍‌; ଜାପାନକୁ ୫-୧ରେ ହରାଇ ଆଣିଲା ସ୍ବର୍ଣ୍ଣ

ହାଙ୍ଗଝୌ: ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ୍‌ ।  ଜାପାନକୁ ୫-୧ରେ ହରାଇ ଜିତିଲା ସ୍ବର୍ଣ୍ଣ । ଭାରତୀୟ ପୁରୁଷ ହକି ଟିମ୍‌ ଶୁକ୍ରବାର ଏସୀୟ କ୍ରୀଡ଼ାରେ ଇତିହାସ ରଚିଛି। ଚୀନର ହାଙ୍ଗଝୌରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଗତ ଚାମ୍ପିଅନ ଜାପାନକୁ ୫-୧ ଗୋଲରେ ପରାସ୍ତ କରିଛି। ଭାରତୀୟ…

କୂଟନୀତିଜ୍ଞଙ୍କୁ କୁଆଲାଲମ୍ପୁର ଓ ସିଙ୍ଗାପୁର ପଠାଇଲେ କାନାଡା ସରକାର

ଭାରତର କଡା ନିର୍ଦେଶ ପରେ  କୂଟନୀତିଜ୍ଞଙ୍କୁ କୁଆଲାଲମ୍ପୁର ଓ ସିଙ୍ଗାପୁର ପଠାଇଲେ କାନାଡା ସରକାର  । କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜା‌ର ହତ୍ୟା ମାମଲା ନେଇ ଭାରତ-କାନାଡ଼ା ସଂପର୍କ ଅତି ତିକ୍ତ ହୋଇଉଠିଛି। ଏହି ହତ୍ୟାରେ ଭାରତର ହାତ ଅଛି ବୋଲି କାନାଡ଼ା ପ୍ରଧାନମନ୍ତ୍ରୀ…

ଇରାନର ନର୍ଗିସ ମହମ୍ମଦୀଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର

ଇରାନରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ଲଢ଼ିଥିବା ନର୍ଗିସ ମହମ୍ମଦୀଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର। ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ବି‌ରୋଧ ତଥା ସମସ୍ତଙ୍କ ପାଇଁ ମାନବିକ ଅଧିକାର ଓ ସ୍ୱାଧୀନତାର ପ୍ରଚାର ପାଇଁ କାମ କରିଥିବାରୁ ନର୍ଗିସ…