ସ୍ବେଚ୍ଛାକୃତ ଅବସର ନେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ

ଭୁବନେଶ୍ୱର : ଶେଷରେ ଅବସର ନେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୨୦୦୦ ବ୍ୟାଚର ଆଇଏଏସ ଅଫିସର  ଭିକେ ପାଣ୍ଡିଆନ  । ତାଙ୍କର ପରବର୍ତ୍ତି ନିଷ୍ପତ୍ତି କଣ ହେବ ତାହାକୁ ନେଇ ଚର୍ଚା ଆରମ୍ଭ ହୋଇଛି ।  ନିର୍ବାଚନ ଆଉ ଏକ ବର୍ଷ ଥିବା ବେଳେ  ସ୍ବେଚ୍ଛାକୃତ ଅବସର ନେଲେ ଭି.କେ.…

ରାବଣ ପ୍ରତିକୃତିରେ ଅଗ୍ନିସଂଯୋଗ କରିବେ ଅଭିନେତ୍ରୀ କଙ୍ଗନା ରାନାୱତ୍

ଲାଲକିଲ୍ଲାରେ ରାବଣ ପ୍ରତିକୃତିରେ ଅଗ୍ନି ସଂଯୋଗ କରିବେ ଜଣେ ମହିଳା ।  ଦିଲ୍ଲୀର ପ୍ରସିଦ୍ଧ ଲାଲକିଲ୍ଲାରେ ହେଉଥିବା ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ରାବଣ ପ୍ରତିକୃତିରେ ଅଗ୍ନିସଂଯୋଗ କରିବେ ଅଭିନେତ୍ରୀ କଙ୍ଗନା ରାନାୱତ୍। ଉଲ୍ଲେଖନୀୟ କଥା ହେଲା, ଏହି ରାବଣ ଦହନ…

ଆଜିର ରାଶିଫଳ

ମେଷ: କାରବାରରେ ପରିବର୍ତ୍ତନ ଆଣିବେ। ରାଜନୀତିକ ନେତାଙ୍କ ଲାଗି ଭଲ ଦିନଟିଏ। ଜୀବନସାଥୀଙ୍କୁ ଦେଇଥିବା ବଚନ ପୂରା କରିବେ। ବୃଷ: ଧର୍ମକାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ବୈବାହିକ ସମସ୍ୟା ସମାଧାନ ହେବ। ବ୍ୟବସାୟରେ ଉନ୍ନତି ହେବ। ଚାକିରିରେ ଦରମା ବଢ଼ିପାରେ। ମିଥୁନ: ଯାହା ବି କାମ…