ଗାଜାକୁ ମାନବିକ ସହାୟତା ପଠାଇଲା ଭାରତ

ଗାଜାରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ସାଧାରଣ ଲୋକ ସମସ୍ୟାରେ ପଡିଛନ୍ତି । ଏଭଳି ସମସ୍ୟା ସମୟରେ ଭାରତ ସହଯୋଗର ହାତ ବଢ଼ାଇଛି । ମାନବିୟ ସଙ୍କଟର ମୁକାବିଲା ପାଇଁ ଭାରତ ଗାଜାବାସୀଙ୍କୁ  ଅତ୍ୟନ୍ତ ଆବଶ୍ୟକ ମାନବିକ ସହାୟତା ପଠାଇଛି। ମାଲବାହୀ ବିମାନଟି ଇଜିପ୍ଟର ଏଲ୍-ଆରିଶ ବିମାନବନ୍ଦରକୁ ଯିବା…

ଗାଜାରେ ୧୦ ଲକ୍ଷ ବିସ୍ଥାପିତ

ଇସ୍ରାଏଲ- ହମାସ ଯୁଦ୍ଧ ଚାଲିଛି । ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି । ଇସ୍ରାଏଲ ସେନା କେବଳ ଗାଜାରେ ବୋମାମାଡ଼ କରୁନାହିଁ  ‌ଲେବାନନ୍‌ର ସୀମାପର ଗୁଳିବର୍ଷା ଅତି ଭୀଷଣ ହୋଇଥିବା ବେଳେ ସିରିୟାର ଡାମାସ୍କସ ଓ ଆଲେପୋରେ ଇସ୍ରାଏଲ ବିଭିନ୍ନ ପର୍ଯ୍ୟାୟରେ କ୍ଷେପଣାସ୍ତ୍ର ମାଡ଼ କରିଛି।…

ପୂଜା ମଣ୍ଡପରେ ୫୦ରୁ ଅଧିକ ଲୁଟ୍‌

ଆପଣ ପୂଜା ବୁଲିବାକୁ ଯାଉଛନ୍ତି ଯଦି ସତର୍କ ହୋଇଯାଆନ୍ତୁ । କାରଣ ଅଭ୍ୟାସଗତ ଅପରାଧୀ ଓ ଲୁଟେରା ଗ୍ୟାଙ୍ଗ ଲୁଟିବାକୁ ଅପେକ୍ଷା କରି ରହିଛନ୍ତି ।  ମା’ଙ୍କ ପୂଜା ଆରମ୍ଭରୁ ଭୁବନେଶ୍ବରରେ ଶତାଧିକ ଲୁଟ ଖବର ସାମାନାକୁ ଆସିଛି । ତେବେ ପୋଲିସ ପାଖରେ ଏନେଇ ଅଧା ଅଭିଯୋଗ ହୋଇଛି ।  ସାରା…

ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ବିଜୟଯାତ୍ରା ରବିବାର ଶାନ୍ତିଶୃଙ୍ଖଳା ତଥା ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସମ୍ପନ୍ନ ହୋଇଛି। ପ୍ରଥା ଆଗରେ ପୁଣି ମୁଣ୍ଡ ନୁଆଁଇଲା ପ୍ରଶାସନ। ବାରଣ ସତ୍ତ୍ବେ ପଡ଼ିଲା ବଳି।ହଜାରହଜାର…

ଭାରତ ୪ ୱିକେଟ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କଲା

ଭାରତ ଦୀର୍ଘ ୨୦ ବର୍ଷ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ ଜିତିବାରେ ସଫଳ ହୋଇଛି। ୨୧ତମ ମ୍ୟାଚରେ ଭାରତ ୪ ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏଥି ସହିତ ଭାରତ ୨୦୧୯ ବିଶ୍ବକପ ସେମିଫାଇନାଲ ପରାଜୟର ପ୍ରତିଶୋଧ ନେଇଛି। ଭାରତ ​‌େ​‌ଶଷ ଥର ପାଇଁ ୨୦୦୩ ବିଶ୍ବକପରେ ନ୍ୟୁଜିଲାଣ୍ଡକୁ…

ଭାରତ ଆଗରେ ୨୭୪ ରନର ବିଜୟ ଲକ୍ଷ୍ୟ

ଧର୍ମଶାଳା: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ମ୍ୟାଚ୍ । ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିବାବେଳେ ଅଲଆଉଟ ହୋଇ ୨୭୩ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛି । ଭାରତ ଆଗରେ ୨୭୪ ରନର ବିଜୟ ଲକ୍ଷ୍ୟ ରହିଛି । ପ୍ରଥମରୁ ଭାରତର…

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା

ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଅବପାତ। ପାରାଦୀପ ଠାରୁ ଦକ୍ଷିଣରେ ୫୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଖୁବଶୀଘ୍ର ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ସହ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ଏକ ଦୁର୍ବଳ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳରେ ସମାନ୍ତରାଳ ଭାବରେ…

ଆଜି ଭାରତ-ନ୍ୟୁଜିଲାଣ୍ଡ ଟକ୍କର

ଚଳିତ ବିଶ୍ବକପ୍ ରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଲଢ଼େଇ ହେବ । ଉଭୟ ଦଳ ସମସ୍ତ ୪ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଉଭୟ ଦଳ ଟପ୍ ଫର୍ମରେ ଅଛନ୍ତି । ବିଶ୍ବକପ୍ ଇତିହାସକୁ ଦେଖିଲେ ନ୍ୟୁଜିଲାଣ୍ଡର ପଲା ଭାରି ଲାଗୁଛି । ଦୁଇ ଦଳ ୯ ଥର ମୁହାଁମୁହିଁ ହୋଇଥଇବା ବେଳେ ୫ ଥର ନୃୁଜିଲାଣ୍ଡ ବାଜି…

ଆଜିର ରାଶିଫଳ

ମେଷ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଆପଣ କିଛି ନୂଆ ଶିକ୍ଷା ଲାଭ କରିବେ। ବେପାରରେ ଲାଭ ପାଇବେ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ଜୀବନସାଥୀ ସହ ବାହାରକୁ ବୁଲି ଯିବେ। ବୃଷ: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। କାରବାରରେ ଉନ୍ନତି ହେବ। ଅଫିସ କାମରେ ଦୂର ସ୍ଥାନକୁ ଯିବେ।…