ମୋବାଇଲକୁ ଆସୁଛି ହାଇଆଲର୍ଟ ମେସେଜ୍, ଡରନ୍ତୁନି

ଭୁବନେଶ୍ବର: ଆପଣଙ୍କ ଫୋନକୁ ଆସୁଛି ଭିନ୍ନ ଏକ ଶବ୍ଦ ଓ କମ୍ପନ ସହ ଆଲର୍ଟ ମେସେଜ  । ଆଜି ଏଭଳି ମେସେଜ ମୋବାଇଲକୁ ଆସୁଥିବାର ଦେଖାଯାଇଛି । ହଠାତ ମୋବାଇଲରେ ଏମିତି ଆଲର୍ଟ ମେସେସ ବିପ ସାଉଣ୍ଡ ସହ ଭାଇଭ୍ରେଟ  ଦେଖି ଲୋକେ ଭୟଭୀତ ହେଇଯାଉଛନ୍ତି । କିନ୍ତୁ ଏଠାରେ ଆପଣ ଭୟଭୀତ ହୁଅନ୍ତୁ…

ରେଲୱେ ପକ୍ଷରୁ ଆସିଛି ଏକ ବଡ଼

ରେଲୱେ ପକ୍ଷରୁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ୩୧୧୫ଟି ଆପ୍ରେଣ୍ଟିସ ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଗତ ମାସ ୨୭ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଅନ୍ତିମ ତାରିଖ ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ…

ଆଜି ବିଦାୟ ନେବେ ମାଆ

ପୁଣି ଆର ବର୍ଷକୁ ଅପେକ୍ଷା  । ଆଜି ବିଦାୟ ନେବେ ମାଆ  । ଅନୁଷ୍ଠିତ ହେଉଛି ମହାମାୟାଙ୍କର ଭସାଣ ଉତ୍ସବ । ବିସର୍ଜନ ପାଇଁ କରାଯାଇଛି ଅସ୍ଥାୟୀ ପୋଖରୀ । ଭସାଣକୁ ଚିତ୍ତାକର୍ଷକ କରିବା ପାଇଁ ସମସ୍ତ ପୂଜା କମିଟି ଯୋଜନା କରିଛନ୍ତି । ନାସିକ ଢୋଲରେ କମ୍ପିବ ରାଜରାସ୍ତା । ଆକ୍ସନ ଦେଖାଇବେ ଅଘୋରୀ…

ଦକ୍ଷିଣ ଆଫ୍ରିକାଠୁ ୧୪୯ ରନ୍‌ରେ ବାଂଲାଦେଶ ପରାସ୍ତ

ମୁମ୍ବାଇ:  ଦିନିକିଆ ବିଶ୍ବକପ୍‌ର ୨୩ତମ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠୁ ୧୪୯ ରନ୍‌ରେ ବାଂଲାଦେଶ ପରାସ୍ତ ହୋଇଛି ।  ୩୮୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ବାଂଲାଦେଶ ୨୩୩ ରନ୍‌ରେ ଅଲ୍‌ଆଉଟ ହୋଇଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ  ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ…