ଜାତିସଂଘ ଅଧିକାରୀଙ୍କ ଭିସା ବନ୍ଦ କରିବ ଇସ୍ରାଏଲ

ଅକ୍ଟୋବର ୭‌ରେ ହୋଇଥିବା ହମାସ ଆକ୍ରମଣକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଜାତିସଂଘ ମୁଖ୍ୟ । ଏହି ଆକ୍ରମଣର କାରଣ  ରହିଛି ।  ଶୂନ୍ୟରେ ହୋଇଯାଇନାହିଁ ବୋଲି ଗୁଟେରସ କହିଥିବାବେଳେ ଇସ୍ରାଏଲ ଏହାକୁ କଡ଼ା ନିନ୍ଦା କରିଛି।  ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଇସ୍ରାଏଲ-ହମାସ ଯୁଦ୍ଧ…

ଆଜିର ରାଶିଫଳ

ମେଷ: ଅନେକ ଶୁଭଫଳ ପାଇବେ । ମନର ଆଶା ପୂରଣ ହେବ । ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ । ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି । ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ । ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ ।…

ପାଣ୍ଡିଆନଙ୍କୁ ନୂଆ ଭୂମିକାକୁ ନେଇ ବିଜେଡି ନେତାଙ୍କ ପ୍ରଂଶସା

ଭୁବନେଶ୍ବର: ଆଇଏଏସ ଚାକିରିରୁ ଭି କେ ପାଣ୍ଡିଆନ ସ୍ବେଚ୍ଛାକୃତ ଅବସର ନେବା ଏବଂ ତାଙ୍କୁ ନୂଆ ଦାୟିତ୍ବ ମିଳିବା ପରେ ତାଙ୍କ କାମ ଓ ପ୍ରଶାସନିକ ଦକ୍ଷତାକୁ ପ୍ରଶଂସା କରିଛନ୍ତି ଉଭୟ ଶାସକ ଓ ବିରୋଧୀ ଦଳର ନେତା । ଭି କେ ପାଣ୍ଡିଆନଙ୍କ ଦକ୍ଷତାସଂପନ୍ନ କାର୍ଯ୍ୟଧାରା ଓ ଜନସେବା ମନୋବୃତ୍ତିକୁ…

ସରିଲା ରାଜଧାନୀରେ ଭସାଣ ଉତ୍ସବ

ଭୁବନେଶ୍ବର: ସରିଛି ରାଜଧାନୀରେ ଭସାଣ ଉତ୍ସବ । ଏନେଇ ରାଜଧାନୀରେ ଲାଗିଥିଲା ଲୋକଙ୍କ ଭିଡ଼ । ପାରମ୍ପରିକ ବାଦ୍ୟଯନ୍ତ୍ର ସାଙ୍ଗକୁ ସାଉଣ୍ଡରେ ନିଆରା ପରିବେଶ ସୃଷ୍ଟି ହୋଇଥିଲା  । ମା’ଙ୍କ ପୂଜାପରେ ଭସାଣି ଦେଖିବାକୁ ରାସ୍ତାର ଦୁଇ କଡ଼ରେ ହଜାର ହଜାର ଲୋକ ଠିଆ ହୋଇଥିଲେ । ସାଧାରଣ…

ଏନସିଇଆରଟି ପାଠ୍ୟ ପୁସ୍ତକରେ ବ୍ୟବହାର ହୋଇପାରେ ଭାରତ

ନୂଆଦିଲ୍ଲୀ: ନୂଆ ଶିକ୍ଷା ନୀତି ଲାଗୁ ହେବାକୁ ଥିବା ବେଳେ ପୁଣି ଏନସିଇଆରଟି ପାଠ୍ୟ ପୁସ୍ତକରେ ଦେଖିବାକୁ ମିଳିବ ପରିବର୍ତ୍ତନ। ଇଣ୍ଡିଆ ବଦଳରେ ପାଠ୍ୟପୁସ୍ତକରେ ବ୍ୟବହାର ହୋଇପାରେ ଭାରତ । ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚା ହେଉଛି । ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଗ୍ରହଣ କରିଛି…

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ଡି.ଆର. ଓଜୋଲା

ଭୁବନେଶ୍ବର: ଓଡ଼ିଶାରେ  ଚେସର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ଡି.ଆର. ଓଜୋଲା । ଫିଡା ପରିଚାଳନା ବୋର୍ଡ ଉପାଧ୍ୟକ୍ଷ ଡି.ଆର. ଓଜୋଲା  ରାଜ୍ୟରେ କ୍ରୀଡାର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଓଜୋଲା । ଚେସର ବିକାଶ ନେଇ ଆରମ୍ଭ ହୋଇଛି ଷ୍ଟେଟ ଚେସ୍…

ନେଦରଲାଣ୍ଡସକୁ ୩୦୯ ରନରେ ହରାଇଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ  ଖେଳାଯାଇଥିବା ଆଇସିସି ବିଶ୍ବକପର  ମ୍ୟାଚକୁ ଅଷ୍ଟ୍ରେଲିଆ ୩୦୯ ରନ ବ୍ୟବଧାନରେ ଜିତିଯାଇଛି । ଏହା ବିଶ୍ବକପ ଇତିହାସରେ ଏକ ରେକର୍ଡ ।ଅଷ୍ଟ୍ରେଲିଆ ଦ୍ବାରା ରଖାଯାଇଥିବା ୪୦୦ ରନର ବିଶାଳ ଲକ୍ଷ୍ୟର ଚାପରେ ନେଦରଲାଣ୍ଡସ  ଦଳ ମାତ୍ର ୯୦ ରନ କରି…