ବଢ଼ିଲା ୟୁଜିସି ନେଟ୍‌ ଆବେଦନର ଅବଧି

ୟୁଜିସି ନେଟ ପରୀକ୍ଷା ଲାଗି ଆଶାୟୀ ଅକ୍ଟୋବର ୩୧ ୨୦୨୩ ଯାଏ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଏହାଛଡ଼ା ନଭେମ୍ବର ୧ରୁ ନଭେମ୍ବର ୩ ଯାଏ ଆପ୍ଲିକେସନରେ ପରିବର୍ତ୍ତନ କରିପାରିବେ। ପୂର୍ବରୁ ଏହି ତାରିଖ ଅକ୍ଟୋବର ୨୮ ଯାଏ ଥିଲା।ୟୁଜିସି ନେଟ୍‌ ପରୀକ୍ଷାର ଆୟୋଜନ ଡିସେମ୍ବର ୬ରୁ ଡିସେମ୍ବର ୨୨…

ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ପିସିସି ସଭାପତି ଶରତ ପଟ୍ଟନାୟକ

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଘଟିଥିବା ରେଳ ଦୁର୍ଘଟଣାରେ ୧୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି  । ଏହାକୁ ନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।  ଲଗାତାର ଭାବେ ଟ୍ରେନ ଦୁର୍ଘଟଣା ଘଟୁଛି। ଲୋକଙ୍କ ଜୀବନ ଯାଉଛି ।…

ରାଜଭବନରେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ବର: ରାଜଭବନରେ ନୂଆ ରାଜ୍ୟପାଳ ରଘୁବର ଦାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ପ୍ରମିଳା ମଲ୍ଲିକ ସ୍ବାଗତ କରିଛନ୍ତି। ରାଜଭବନରେ ଗାର୍ଡଅଫଅନର ପ୍ରଦାନ କରାଯାଇଛି । ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ନୂଆ ରାଜ୍ୟପାଳ ରଘୁବର ଦାସ ।  ସକାଳୁ ସକାଳୁ…

ଟ୍ରେନ ଟ୍ରାଜେଡି : ୧୩ ମୃତ ଓ ୫୦ ଆହତ

ବିଶାଖାପାଟଣା-ରାୟଗଡା ପାସେଞର ଟ୍ରେନକୁ ପଲାସା –ବିଶାଖାପାଟମା ପାସେ଼ଞର ଟ୍ରେନ୍ ଆନ୍ଧ୍ରପ୍ରଦେଶର କାଣ୍ଟାକାପଲ୍ଲୀ ନିକଟରେ ପଛପଟୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୩ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ସ୍ଥଳେ ୫୦ ରୁ ଉର୍ଦ୍ଧ୍ୱ ଆହାତ ହୋଇଛନ୍ତି । ରେଳବାଇ ପକ୍ଷରୁ…

ରାଶିଫଳ

ମେଷ: ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ । ନୂତନ ଦ୍ରବ୍ୟ କ୍ରୟ ବା ସତ୍କାର୍ଯ୍ୟରେ ଦାନ କରିପାରନ୍ତି । ଭାଇମାନଙ୍କ ସହିତ ସମ୍ପର୍କ ମଧୁର ହେବ ଏବଂ ଅତୀତର କିଛି ନକାରାତ୍ମକ ଭୁଲ ଧାରଣା ଦୂର ହେବ । ଅଜ୍ଞାତ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଏବଂ ଯୋଗାଯୋଗ ଆପଣଙ୍କ ପାଇଁ କ୍ଷତିକାରକ…

ପଣବନ୍ଦୀଙ୍କ ମୁକ୍ତି ପାଇଁ ସ୍ବତନ୍ତ୍ର ରଣନୀତି

ଆଜିକୁ ହମାସ ସହ ଇସ୍ରାଏଲର ଯୁଦ୍ଧ ୨୪ତମ ଦିନରେ ପ୍ରବେଶ କରିଥିବା ବେଳେ ଇସ୍ରାଏଲ ସେନା ରବିବାର ଗାଜାପଟିରେ ଆକ୍ରମଣ ଜାରି ରଖିଛି। ଇସ୍ରାଏଲ ସେନା କହିଛି ଯେ ସ୍ଥଳ ଅପରେସନ ମାଧ୍ୟମରେ ଏହା ୧୫୦ରୁ ଅଧିକ ଭୂତଳ ସୁଡ଼ଙ୍ଗ ଏବଂ ବଙ୍କର ସମେତ ଅନେକ ହମାସ କାର୍ଯ୍ୟକର୍ତ୍ତାଙ୍କ ସ୍ଥାନକୁ ଟାର୍ଗେଟ…