ନାବାଳକକୁ ମାରିବା ପରେ ଗାଈକୁ ଖାଇଲା ବାଘ
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଧରମବନ୍ଧା ଥାନା ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗ୍ରାମରେ ବାଘ ଆତଙ୍କ । ଗତକାଲି ୬ ବର୍ଷର ନାବାଳକକୁ ମାରିବା ପରେ ଆଜି ସକାଳେ ଏକ ଗାଈକୁ ଖାଇଛି ବାଘ। ଏହି ଗାଈର ମାଲିକ ହେଲେ ଅର୍ଜୁନ ଧୁରୁଆ। ସେ ରାତିରେ ଗୁହାଳରେ ନିଜ ଗାଈକୁ ବାନ୍ଧିଥିଲେ। ହେଲେ…