ଭି.କେ. ପାଣ୍ଡିଆନଙ୍କ ମେଟ୍ରୋ ରେଳ ପ୍ରକଳ୍ପ ସମୀକ୍ଷା

କଟକ: ଆଜି ମେଟ୍ରୋ ପ୍ରକଳ୍ପର ସମୀକ୍ଷା କରିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ।ନୂଆବର୍ଷରେ ଶିଳାନ୍ୟାସ ହେବ ମେଟ୍ରୋ ରେଳ ପ୍ରକଳ୍ପ । ଜାନୁଆରୀ ପହିଲାରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ପ୍ରସ୍ତାବିତ ମେଟ୍ରୋ…

ସାରା ବିଶ୍ୱକୁ ବାଟ ଦେଖାଉଛି ଓଡ଼ିଶା

ଭୁବନେଶ୍ୱର :ବିପର୍ଯ୍ୟୟ ମୁକାବିଲା ନେଇ ସାରା ବିଶ୍ୱକୁ ବାଟ ଦେଖାଉଛି ଓଡ଼ିଶା  ।  ଅକ୍ଟୋବର ୨୯, ୧୯୯୯ ମହାବାତ୍ୟା ପରେ ବିପର୍ଯ୍ୟୟ ମୁକାବିଲା ନେଇ ଓଡ଼ିଶା ଉଦାହରଣ ସୃଷ୍ଟି କରିଛି । ବିପର୍ଯ୍ୟୟ ସମୟରେ ମିଶନ ଜିରୋ କାଜୁଆଲଟିରେ ଗୁରୁତ୍ବ ଦେଇ କାମ କରୁଛନ୍ତି ଓଡ଼ିଶା ସରକାର । ପ୍ରତି ବର୍ଷ…

ଭୂତଳ ଟାର୍ଗେଟ୍‌ ଉପରେ ଆକ୍ରମଣ ବହୁସଂଖ୍ୟାରେ ହମାସ୍‌ ଆତଙ୍କବାଦୀ ନିହତ

ଗାଜା : ଗାଜାରେ ଜୋରଦାର ଆକ୍ରମଣ କରୁଛି ଇସ୍ରାଏଲ ସେନା । ମାଟି ତଳେ ଥିବା ଟନେଲରେ  ଆକ୍ରମଣ  କରିବା ସହ ବହୁସଂଖ୍ୟାରେ ହମାସ୍‌ ଆତଙ୍କବାଦୀ ନିହତ ହୋଇଥିବା ଇସ୍ରାଏଲ ସେନା କହିଛି ।  ଗାଜାରେ ଇସ୍ରାଏଲ ସ୍ଥଳ ଅଭିଯାନକୁ ଜୋରଦାର କରିବା ସହ ଏବେ ନିର୍ଣ୍ଣାୟକ ଲଢ଼େଇରେ ଅବତୀର୍ଣ୍ଣ ହୋଇଛି।…

କାର୍ତ୍ତିକ ବ୍ରତ ଆରମ୍ଭ

ପୁରୀ: ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ।  ସବୁ ମାସ ମଧ୍ୟରେ କାର୍ତ୍ତିକ ମାସ ଶ୍ରେଷ୍ଠ ମାସ ହୋଇଥିବାରୁ ହବିଷ୍ୟାଳୀମାନେ ମାସଟେ ଧରି କାର୍ତ୍ତିକ ବ୍ରତ ପାଳନ କରନ୍ତି। କାର୍ତ୍ତିକ ବ୍ରତ ପାଇଁ ପୁରୀରେ ହଜାର ହଜାର ହବିଷ୍ୟାଳୀଙ୍କ ଭିଡ଼ ଦେଖିବାକୁ ମିଳିଛି । ଏଥିପାଇଁ ଚଳଚଞ୍ଚଳ…

ଆଜି ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଲକ୍ଷ୍ନୌ: ବିଶ୍ବକପ୍ ରେ ଆଜି ଭାରତ-ଇଂଲଣ୍ଡ ମୁହାଁମୁହିଁ ହେବେ। ଏଥିରେ ଗୋଟିଏ ମାତ୍ର ମ୍ୟାଚ ଜିତିଛି ଇଂଲଣ୍ଡ ।  ଭାରତ ପାଞ୍ଚଟି ମ୍ୟାଚ ଜିତିଛି ।  ଏକମାତ୍ର ଅପରାଜେୟ ଦଳ ଭାରତକୁ ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପାୟୀ ଷ୍ଟାଡିୟମ୍‌ରେ ହରାଇବାକୁ ଚାହିଁବ ଇଂଲଣ୍ଡ  । ଆଜି ହାରିଲେ…

ଆଜିର ରାଶିଫଳ

ମେଷ: କୌଣସି ପାରିବାରିକ ଦାୟିତ୍ବ ମିଳିପାରେ। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବେ। ଲାଗି ରହିଥିବା ବିବାଦ ସମାପ୍ତ ହୋଇଯିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ବୃଷ: ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଇସ୍ପାତ ସାମଗ୍ରୀ କିଣି ପାରନ୍ତି। ଅଫିସରେ ସମସ୍ତଙ୍କ ସହିତ ଭଲ ତାଳମେଳ ରହିବ।…

ଚିନ୍ତା ବଢ଼ାଇଲାଣି ପିଆଜ

ପ୍ରତିଦିନ ପିଆଜ ଦର ୧୦-୨୦ ଟଙ୍କା ବୃଦ୍ଧି ପାଉଛି।  ଅଚାନକ ପିଆଜ ଦର ବଢ଼ିବାରୁ ବିକ୍ରିର ପରିମାଣ ହ୍ରାସ ପାଇଛି। ଏପରିସ୍ଥିତିରେ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ଖୁଚୁରା ବଜାରରେ ବଫର ପିଆଜ କିଲୋ ପିଛା ୨୫ ଟଙ୍କା ରିହାତି ଦରରେ ବିକ୍ରି ବୃଦ୍ଧି କରିବାକୁ  ନିଷ୍ପତ୍ତି…

ଧର୍ମଶାଳାରେ ଅଷ୍ଟ୍ରେଲିଆର ଦମଦାର ବିଜୟ

ନ୍ୟୁଜିଲାଣ୍ଡକୁ ୫ ରନରେ ପରାସ୍ତ କରିଛି  ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ  ଦେଇଥିବା ୩୮୯ ରନର ଟାର୍ଗେଟକୁ ହାସଲ କରିପାରିନଥିଲା ନ୍ୟୁଜିଲାଣ୍ଡ । ନ୍ୟଜିଲାଣ୍ଡର ରଚିନ ରବୀନ୍ଦ୍ରଙ୍କ ୧୧୬ ରନର ଅବଦାନ ସତ୍ବେ ଦଳ ପରାସ୍ତ ହୋଇଛି । ୮୯ଟି ବଲରେ ୫ଟି ଛକା ଓ ୯ଟି ଚୌକା ବଳରେ ଶତକ ହାସଲ କରିଥିଲେ ରଚିନ…