Browsing Category

World

All world wide news update will uploaded

ଖାମନେଇଙ୍କ ବିଦାୟକାଳୀନ ସଭାରେ ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ଆଖିରେ ଲୁହ

ଇରାନର ଲୋକପ୍ରିୟ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମନେଇଙ୍କ ବିଦାୟକାଳୀନ ସଭାରେ ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ଅନ୍ତିମ ବିଦାୟ ସମୟରେ ଗାଲିବାଫ ହାତ ଯୋଡ଼ି ପ୍ରାର୍ଥନା କରିଥିଲେ ଭାବପ୍ରବଣ ହୋଇଯାଇଥିଲେ । ଆମେରିକା ସହିତ ଆଲୋଚନାରେ ଇରାନର…

ସିରିଆର ରାଜଧାନୀ ଦମାସକସ୍କର ଏକ କ୍ୟାଫେରେ ଭୟଙ୍କର ବିସ୍ଫୋରଣ,୯ ମୃତ ୨୦ ଆହତ

ଗୁରୁବାର ଦିନ ସିରିଆର ରାଜଧାନୀ ଦମାସକସ୍କର ଏକ କ୍ୟାଫେରେ ଭୟଙ୍କର ବିସ୍ଫୋରଣ ଘଟିଥିବା ଦେଖିବାକୁ ମିଳିଛି । ଏହି ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି । ଏପର୍ଯ୍ୟନ୍ତ ବିସ୍ଫୋରଣର କାରଣ ଜଣାପଡିନାହିଁ । ଘଟଣା ସମ୍ପର୍କରେ ଖବର ପାଇ ସୁରକ୍ଷା ବାହିନୀ…

ୟୁକ୍ରେନ ଉପରେ ରୁଷିଆ ଭୟଙ୍କର ଆକ୍ରମଣ,୧୭ ମୃତ ୯୦ରୁ ଅଧିକ ଆହତ

ୟୁକ୍ରେନ ଉପରେ ରୁଷିଆ ଭୟଙ୍କର ଆକ୍ରମଣ ସାମ୍ନାକୁ କରିଛି । ଏହି ଆକ୍ରମଣକୁ  'ଭୟଙ୍କର କାଳରାତ୍ରି' (Night of Horror) ବୋଲି କହିଛି ୟୁକ୍ରେନ । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିର୍ଦ୍ଦେଶରେ ୟୁକ୍ରେନର ରାଜଧାନୀ କିଭ୍‌ ଉପରେ ହୋଇଥିବା ଏହି କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣରେ…

ଇରାନର ର୍ବୋଚ୍ଚ ନେତା ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବ ଭାରତ,୪ ରୁ ୯ ଜୁଲାଇ ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର…

ଇରାନର ର୍ବୋଚ୍ଚ ନେତା ଆୟାତୁଲ୍ଳା ଅଲ୍ଳୀ ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବ ଭାରତ । ଖାମେନେଇଙ୍କ ପାଇଁ ଆୟୋଜିତ କାର୍ଯ୍ୟକ୍ରମ ଆରମ୍ଭ ୪ ଜୁଲାଇରୁ ହେବ । ଏଥିରେ ସାମିଲ ହେବାକୁ ଭାରତ ପକ୍ଷରୁ ବିହାରର ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ସୟୈଦ ଅତା ହସନେନ୍ ଓ ବୈଦେଶିକ ରାଷ୍ଟ୍ର…

ଗ୍ରୀଷ୍ମ ଲହରୀ, ୧୦୦୦ରୁ ଅଧିକ ମୃତ

ଫ୍ରାନ୍ସ ସ୍ୱାସ୍ଥ୍ୟ ଅଧିକାରୀ ରବିବାର କହିଛନ୍ତି ଯେ ଦେଶରେ ଗ୍ରୀଷ୍ମ ଲହରୀ ଯୋଗୁ ପାଖାପାଖି ୧୦୦୦ରୁ ଅଧିକ ମୃତ୍ୟୁ ହେଲାଣି। ଏହି ଗ୍ରୀଷ୍ମ ଲହରୀ ଗତ କିଛି ଦିନରେ ପଶ୍ଚିମ ୟୁରୋପର ଏକ ବିଶାଳ ଅଂଶକୁ ଗୁରୁତର ପ୍ରଭାବିତ କରିଛି। ପବ୍ଲିକ୍ ହେଲଥ୍ ଫ୍ରାନ୍ସ ଏକ ବୟାନରେ କହିଛି ଯେ ୨୪ ଜୁନ…

ଫ୍ରାନ୍ସର ଟୋମ୍ବଲେନ୍ ସହରରେ ବିମାନ ଦୁର୍ଘଟଣାଗ୍ରସ୍ତ, ୧୧ ମୃତ

ଫ୍ରାନ୍ସର ଟୋମ୍ବଲେନ୍ ସହରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ଦିନ ଘଟିଥିବା ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତି ସ୍କାଏ ଡାଇଭର୍ସ ଥିଲେ ବୋଲି ରଏଟର୍ସ ପକ୍ଷରୁ ସୂଚନା ମିଳିଛି। ଫ୍ରାନ୍ସର ନାନ୍ସି (Nancy) ସହର ନିକଟବର୍ତ୍ତୀ…

ପୁଣି ଇରାନ -ଆମେରିକା ଭୟଙ୍କର ଯୁଦ୍ଧ , ସାନି ଉତ୍ତେଜନା ପରେ ବିପଦରେ ଶାନ୍ତି ଚୁକ୍ତି

ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା । ପୁଣି ଇରାନ -ଆମେରିକା ଭୟଙ୍କର ଯୁଦ୍ଧ । ହର୍ମୁଜ ପ୍ରଣାଳୀରେ ମାଲବାହୀ ଜାହାଜ ଉପରେ ଆକ୍ରମଣ ପରେ ଇରାନର ମିସାଇଲ୍ ଓ ଡ୍ରୋନ୍ କେନ୍ଦ୍ର ଉପରେ ଆମେରିକା ହମଲା କରିଛି । ଇରାନ ମଧ୍ୟ ଏହାର ଜବାବ ଦେଇଛି । ହର୍ମୁଜ୍ ପ୍ରଣାଳୀରେ ଏକ ମାଲବାହୀ ଜାହାଜ ଉପରେ…

ଆଗାମୀ ଶନିବାର ମହାକାଶ ବିଜ୍ଞାନୀଙ୍କ ପାଇଁ ରୋମାଞ୍ଚକର ମୁହୂର୍ତ୍ତ,ପୃଥିବୀ ଆଡ଼କୁ ମାଡିଆସିବ ବିଶାଳକାୟ ଗ୍ରହାଣୁ-…

ଆଗାମୀ ଶନିବାର ମହାକାଶ ବିଜ୍ଞାନୀଙ୍କ ପାଇଁ ରୋମାଞ୍ଚକର ମୁହୂର୍ତ୍ତ। ପୃଥିବୀ ଆଡ଼କୁ ମାଡିଆସିବ ବିଶାଳକାୟ ଗ୍ରହାଣୁ। ପ୍ରାୟ ପାଞ୍ଚଟି କ୍ରୁଜ୍ ଜାହାଜର ଆକାରର। ଆମ ଗ୍ରହର ବହୁତ ନିକଟ ଦେଇ ଗତି କରିବ। ଏନେଇ ଘୋଷଣା କରିଛି ୟୁରୋପୀୟ ମହାକାଶ ସଂସ୍ଥା (ESA)। ଏହି ଗ୍ରହାଣୁର 1997 NC1 ନାମ…

ଭେନେଜୁଏଲା ଏବଂ ଜାପାନରେ ଶକ୍ତିଶାଳୀ ଭୂମିକମ୍ପ,ମୃତ୍ୟୁ ସଂଖ୍ୟା ୧୦ ହଜାରରୁ ଏକ ଲକ୍ଷ ମଧ୍ୟରେ ହେବ ପ୍ରାରମ୍ଭିକ ଭାବରେ…

ଗୁରୁବାର ବିଶ୍ୱର ଅନେକ ସ୍ଥାନକୁ ଭୂମିକମ୍ପ ଅନୁଭୂତ ହୋଇଛି । ଭେନେଜୁଏଲା ଏବଂ ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ବିନାଶ ଘଟାଇଥିବା ବେଳେ, ଭାରତର ଅନେକ ଅଞ୍ଚଳରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଜମ୍ମୁ ଏବଂ କାଶ୍ମୀର, ଆସାମ ଏବଂ ମେଘାଳୟରେ…

ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ନେପାଳକୁ ଭାରତରୁ ଚିନି ମିଳିବା ସମ୍ଭାବନା ନାହିଁ

ଭାରତରୁ ଚିନି ରପ୍ତାନୀ ଉପରେ ଲାଗିଥିବା କଟକଣା ଯୋଗୁଁ ପଡ଼ୋଶୀ ଦେଶ ନେପାଳର ଚିନ୍ତା ବଢ଼ିବାରେ ଲାଗିଛି। ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ନେପାଳକୁ ଭାରତରୁ ଚିନି ମିଳିବା ସମ୍ଭାବନା ନାହିଁ। ଏହି ଖବର ନେପାଳ ସରକାର ଏବଂ ସେଠାକାର ପ୍ରମୁଖ ନେତା ବାଲେନ…