Trending
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
Browsing Category
World
All world wide news update will uploaded
ବାଂଲାଦେଶ ସରକାରଙ୍କୁ ଦିଆଯାଉଥିବା ସମସ୍ତ ସହାୟତା ବନ୍ଦ କରିବେ ଟ୍ରମ୍ପ
ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ କ୍ରମାଗତ ଭାବେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଉଛି । ବାଂଲାଦେଶକୁ ବଡ ଝଟକା ଦେଇଛନ୍ତି ଟ୍ରମ୍ପ ପ୍ରଶାସନ । ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶ ସରକାରଙ୍କୁ ଦିଆଯାଉଥିବା ସମସ୍ତ ସହାୟତା ବନ୍ଦ…
ଆମେରିକାର ପ୍ରତିରକ୍ଷା ହେଲେ ମନ୍ତ୍ରୀପିଟ୍ ହେଗସେଥ
ପିଟ୍ ହେଗସେଥ ଆମେରିକାର ନୂଆ ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି। ଆମେରିକାର ସିନେଟ ପିଟ ହେଗସେଥଙ୍କ ନାମକୁ ଅନୁମୋଦନ କରିଛି। ପେଣ୍ଟାଗନର ନେତୃତ୍ୱ ନେବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ମନୋନୀତ ପିଟ ବହୁତ କଷ୍ଟରେ ଅନୁମୋଦନ ପାଇଛନ୍ତି।
ପ୍ରକୃତରେ, ପିଟ ଜଣେ ମହିଳାଙ୍କୁ…
ଟ୍ରମ୍ପଙ୍କୁ କୋର୍ଟଙ୍କ ଝଟକା , ଜନ୍ମଜାତ ପ୍ରମାଣପତ୍ର ନେଇ ନୂଆ ନିୟମ ଉପରେ ରୋକ ଲଗାଇଛନ୍ତି କୋର୍ଟ
କ୍ଷମତାକୁ ଆସୁ ଆସୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ ନୂଆ ଆଇନ ଆଣୁଛନ୍ତି । ଯାହାକୁ ନେଇ ଆମେରିକା ସମେତ ସାରା ବିଶ୍ବର ବିତର୍କ ଆରମ୍ଭ ହୋଇଯାଇଛି । ଟ୍ରମ୍ପଙ୍କ ଦ୍ବିତୀୟ ଇନିଂସରେ ହ୍ବୂାଇଟହାଉସର କୋଠର ଆଭିମୁଖ୍ୟ ଦେଖିବାକୁ ମିଳୁଛି । ଓଭାଲ ଅଫିସରୁ ଟ୍ରମ୍ପ ଜାରି କରିଛନ୍ତି…
ଆକ୍ସନ ମୋଡରେ ଡୋନାଲ୍ଡ ଟ୍ରମ୍ପ
ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି । ତାଙ୍କ ନିଷ୍ପତ୍ତିକୁ ନେଇ ସାରା ବିଶ୍ବରେ ଚର୍ଚା ହେଉଛି । ପ୍ରଥମ ଦିନରେ ସେ 78ଟି ନିଷ୍ପତ୍ତିକୁ ବାତିଲ କରିଥିଲେ। ଆମେରିକା-ମେକ୍ସିକୋ ସୀମାରେ ଏକ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।
ଏହା…
ଋଷିଆକୁ ଯୁଦ୍ଧ ସମାପ୍ତ କରିବାକୁ ଅନୁରୋଧ କଲେ ଡୋନାଲ୍ଡ ଟ୍ରମ୍ପ
ଡୋନାଲ୍ଡ ଟ୍ରମ୍ପ କ୍ଷମତା ଗ୍ରହଣ କରିବା ମାତ୍ରେ ସାରା ବିଶ୍ୱରେ ଚହଳ ପଡିଛି । କାରଣ ଶପଥ ଗ୍ରହଣ ପରେ ସେ ଏମିତି କିଛି ନିଷ୍ପତ୍ତି ନେଇଛନ୍ତି ଯାହାକୁ ନେଇ ଦୁଇ ମହାଶକ୍ତି ଥରି ଉଠିଛନ୍ତି । ଆମେରିକା ଦଖଲ କରିବା ପରେ ଟ୍ରମ୍ପଙ୍କ ମନୋଭାବ ଦେଖାଇବା ଆରମ୍ଭ କରିଛନ୍ତି । ଶପଥ ଗ୍ରହଣ ପରେ…
ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ
ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି,"ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାର ୪୭ତମ…
ଡୋନାଲ୍ଡ ଟ୍ରମ୍ପ ୪୭ତମ ଆମେରିକା ରାଷ୍ଟ୍ରପତି ଭାବରେ ଶପଥ ନେଲେ
ସୋମବାର ଦିନ ଡୋନାଲ୍ଡ ଟ୍ରମ୍ପ ଆମେରିକାର 47ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ, ଦେଶକୁ ପୁନଃଗଠନ କରିବାର ବ୍ୟାପକ ପ୍ରତିଶ୍ରୁତି ସହିତ ଏକ ନୂତନ କାର୍ଯ୍ୟକାଳ ଆରମ୍ଭ କରିଥିଲେ। ଥଣ୍ଡା ପାଗ ଯୋଗୁଁ କ୍ୟାପିଟଲ ରୋଟୁଣ୍ଡାରେ ଘର ଭିତରେ ଆୟୋଜିତ ଏହି ସମାରୋହ ଏକ ଐତିହାସିକ ମୁହୂର୍ତ୍ତ…
ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ୍
ରିପବ୍ଲିକାନ୍ ନେତା ଡୋନାଲ୍ଡ ଟ୍ରମ୍ପ୍ ଦ୍ୱିତୀୟ ଥର ନିର୍ବାଚିତ ହେବା ସହ ସୋମବାର ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଦ୍ୱିତୀୟ ଇନିଂସରେ ସେ ସରକାରୀ ଅନୁଷ୍ଠାନଗୁଡ଼ିକରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଆମେରିକାରେ ବେଆଇନ ଅନୁପ୍ରବେଶ ରୋକିବା ପାଇଁ ସେ…
ଗାଜା ଅସ୍ତ୍ରବିରତି ଚୁକ୍ତି ଲାଗୁ
ପାଲେଷ୍ଟାଇନ୍ର ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଦୀର୍ଘ ୧୫ ମାସ ଧରି ଚାଲିଥିବା ସଂଘର୍ଷରେ ଆଜିଠାରୁ ବିରାମ ଲାଗିଛି। ଅସ୍ତ୍ରବିରତି ଚୁକ୍ତି ନିର୍ଦ୍ଧାରିତ ସମୟର ପ୍ରାୟ ତିନି ଘଣ୍ଟା ବିଳମ୍ବରେ ଆଜି ପୂର୍ବାହ୍ନରୁ କାର୍ଯ୍ୟକାରୀ ହୋଇଛି। ମଧ୍ୟପ୍ରାଚ୍ୟରେ ବିପର୍ଯ୍ୟୟ ଆଣିଥିବା ଏହି ସଂଘର୍ଷରେ…
ଆଜି ଠାରୁ ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ ଆରମ୍ଭ ହେବ
ଆମେରିକାରେ ଆଜି ଠାରୁ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ ଆରମ୍ଭ ହେବ। ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ପ୍ରବଳ ଶୀତ ଲହର ଚାଲିଥିବାରୁ ଟ୍ରମ୍ପ ଏକ ଇନ୍ଡୋର ଉତ୍ସବରେ ଶପଥଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ବିଶ୍ୱର…