Browsing Category

World

All world wide news update will uploaded

ବାଂଲାଦେଶରେ ମିଡିଆ ଉପରେ ବଡ଼ ଆକ୍ରମଣ: ‘ପ୍ରଥମ ଆଲୋ’ ଓ ‘ଡେଲି ଷ୍ଟାର୍’ ଅଫିସରେ ନିଆଁ

ଭାରତ ବିରୋଧୀ ଆନ୍ଦୋଳନର ପ୍ରମୁଖ ଚେହେରା କୁହାଯାଉଥିବା ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ସମଗ୍ର ବାଂଲାଦେଶ ଏବେ ଅଶାନ୍ତ। ହାଦିଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ବ୍ୟାପକ ଭଙ୍ଗାରୁଜା ଓ ଜଳାପୋଡ଼ା କରୁଥିବା ଖବର ମିଳିଛି। ବାଂଲାଦେଶରେ ଭାରତ ବିରୋଧୀ ଛାତ୍ର ନେତା ସରିଫ…

୩୯ଦେଶକୁ ଆମେରିକା ଆସିବା ମନା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ସୁରକ୍ଷା ଏବଂ ସାର୍ବଜନୀକ ସୁରକ୍ଷାକୁ ନଜରରେ ରଖି ପ୍ରବାସ ନୀତିକୁ ଆହୁରି କଠୋର କରିଛନ୍ତି। ମଙ୍ଗଳବାର ଟ୍ରମ୍ପ ପ୍ରଶାସନ ଆହୁରି ୭ଟି ଦେଶ ଏବଂ ପାଲେଷ୍ଟେନୀୟଙ୍କ ଉପରେ ସମ୍ପୂର୍ଣ୍ଣ ଯାତ୍ରା ପ୍ରତିବନ୍ଧକ ଲଗାଇଛି। ଏହା ସହିତ, ଅନ୍ୟ ୧୫ଟି…

ଇଥିଓପିଆ ସଂସଦକୁ ସମ୍ବୋଧିତ କଲେ ମୋଦୀ , ଇଥିଓପିଆକୁ “ସିଂହଙ୍କ ଦେଶ” ବୋଲି କହିଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଥିଓପିଆ ଗସ୍ତରେ ଅଛନ୍ତି। ଏହି ଅବସରରେ ଇଥିଓପିଆ ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ ରଖିଛନ୍ତି । ଏହି ଅବସରରେ ସେ କହିଛନ୍ତି "ମୁଁ ୧.୪ ବିଲିୟନ ଲୋକଙ୍କ ବନ୍ଧୁତାର ବାର୍ତ୍ତା ଆଣି ଆସିଛି । ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଇଥିଓପିଆ ସଂସଦକୁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୋର୍ଡାନ ଗସ୍ତ ଶେଷ , ଇଥିଓପିଆ ରାଜଧାନୀ ଆଦିସ୍ ଆବାବାରେ ପହଞ୍ଚିଛନ୍ତି ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୋର୍ଡାନ ଗସ୍ତ ଶେଷ କରି ଇଥିଓପିଆ ରାଜଧାନୀ ଆଦିସ୍ ଆବାବା ପହଞ୍ଚିଛନ୍ତି । ରାଜଧାନୀ ଆଦିସ ଆବାବାର ବିମାନବନ୍ଦରରେ ଇଥିଓପିଆ ପ୍ରଧାନମନ୍ତ୍ରୀ ଓବି ଅହମ୍ମଦ ଅଲି ଆଲିଙ୍ଗନ କରି ପ୍ରଧାମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ । ଏହାପରେ ଅବି ଅହମ୍ମଦ ଅଲି…

ଆମେରିକାରେ ଆଖିବୁଜା ଗୁଳିକାଣ୍ଡ, ଦୁଇ ମୃତ ଅନେକ ଆାହତ

ଆମେରିକାରେ ଆଖିବୁଜା ଗୁଳିକାଣ୍ଡ । ରୋଡ ଆଇଲ୍ୟାଣ୍ଡର ବ୍ରାଉନ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ପୋଲିସ ରିପୋର୍ଟ କରିଛି ଯେ ରବିବାର ବ୍ରାଉନ ବିଶ୍ୱବିଦ୍ୟାଳୟ ଅଞ୍ଚଳରେ ଅନେକ ଲୋକଙ୍କୁ ଗୁଳି କରାଯାଇଛି। ଏହା ପରେ, ଆଇଭି ଲିଗ୍ ସ୍କୁଲରେ…

ପାକିସ୍ତାନରେ ୪.୩ ତୀବ୍ରତାର ଭୂମିକମ୍ପ

ପାକିସ୍ତାନରେ ୪.୩ ତୀବ୍ରତାର ଏକ ଭୂମିକମ୍ପ ହୋଇଛି । ଶନିବାର ସନ୍ଧ୍ୟା ପ୍ରାୟ ୬:୪୪ ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୩୦.୧୪ ଉତ୍ତର ଏବଂ ୬୯.୫୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା । କେବେ ଭୂମିକମ୍ପରେ କୌଣସି ମୃତାହତ ରିପୋର୍ଟ ମିଳିନାହିଁ । ଜାତୀୟ…

ଭୂକମ୍ପ  ଝଟକାରେ ଥରିଲା ଜାପାନ

ଭୂକମ୍ପ  ଝଟକାରେ ଥରିଲା ଜାପାନ। ଜାପାନର ଆଓମୋରିର ହାଚିନୋହେରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୬.୭ ରେକର୍ଡ କରାଯାଇଛି। ଶୁକ୍ରବାର ଜାପାନରେ ଆଉ ଏକ ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଏହି ଭୂକମ୍ପର ଗଭୀରତା ୧୦.୭…

ବହୁ ପ୍ରତୀକ୍ଷିତ “ଗୋଲ୍ଡ କାର୍ଡ” କୁ ଆନୁଷ୍ଠାନିକ ଭାବରେ ଆରମ୍ଭ କଲେ ଟ୍ରମ୍ପ୍, ୧୦ ଲକ୍ଷ ଡଲାର ଦିଅ…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବୁଧବାର ଦିନ ଘୋଷଣା କରିଛନ୍ତି ଯେ, ତାଙ୍କର ବହୁ ପ୍ରତୀକ୍ଷିତ "ଗୋଲ୍ଡ କାର୍ଡ" ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି। ଏହି ଯୋଜନା ଅନ୍ତର୍ଗତ, ଜଣେ ବ୍ୟକ୍ତି ୧୦ ଲକ୍ଷ ଡଲାରଦେଇ ଆଇନଗତ ସ୍ଥିତି ଏବଂ ଶେଷରେ ଆମେରିକୀୟ ନାଗରିକତା…

ଶେଖ୍ ହସିନା ସରକାରଙ୍କ ପତନ ପରେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ନିର୍ଯାତନା ଚରମରେ

ଶେଖ୍ ହସିନା ସରକାରଙ୍କ ପତନ ପରେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ନିର୍ଯାତନା ଚରମରେ ପହଞ୍ଚିଛି । ଲାଗାତାର ହିନ୍ଦୁଙ୍କ ଉପରେ ଆକ୍ରମଣ ମାମଲା ବୃଦ୍ଧି ପାଉଛି । ବାଂଲାଦେଶରେ ପୁଣି ଥରେ ଦୁଇ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି । ୧୯୭୧ ମୁକ୍ତିଯୋଦ୍ଧାର ସଂଗ୍ରାମୀ ଓ ତାଙ୍କ…

ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ, ସୁନାମୀ ପାଇଁ ଚୋତାବନୀ ଜାରି

ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ ପାଣିପାଗ ବିଭାଗ ପକ୍ଷରୁ ୭.୬ ତୀବ୍ରତାର ଭୂମିକମ୍ପ ହୋଇଥିବା କଥା ସୂଚନା ଦିଆଯାଇଛି । ଏହାପରେ ବିଭିନ୍ନ ଉପକୂଳରେ ସୁନାମୀ ପାଇଁ ଚୋତାବନୀ ଜାରି କରାଯାଇଛି । ଜାପାନରେ ଜୋରଦାର ଭୂମିକମ୍ପ ପରେ ବିଭିନ୍ ଉପକୂଳରେ ଥିବା ଲୋକଙ୍କୁ…