Browsing Category

World

All world wide news update will uploaded

ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ଥମିବା ପରିବର୍ତ୍ତେ ବଢ଼ିଚାଲିଛି ,ଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ…

ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ଥମିବା ପରିବର୍ତ୍ତେ ବଢ଼ିଚାଲିଛି । ଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି । ଗୁରୁବାର (ଜାନୁଆରୀ ୮ , ୨୦୨୬) ସୁନମଗଞ୍ଜ ଜିଲ୍ଲାରେ ଜୟ ମହାପାତ୍ରଙ୍କ ଜୀବନ ଯାଇଛି । ପୀଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ଜଣେ…

ବାଂଲାଦେଶ କ୍ରିକେଟ ବୋର୍ଡ ଏହାର ଖେଳାଳିମାନଙ୍କୁ ଭାରତ ପଠାଇବାକୁ ଚାହୁଁନାହିଁ

ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ହେବାକୁ ଥିବା ICC ଟି-୨୦ ବିଶ୍ୱକପ ୨୦୨୬ ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଏହାର ଖେଳାଳିମାନଙ୍କୁ ଭାରତ ପଠାଇବାକୁ ଚାହୁଁନାହିଁ। BCB ଏହି ମର୍ମରେ ପୁଣି ଥରେ ICCକୁ ଇମେଲ କରିଛି। ପୂର୍ବରୁ ବୋର୍ଡ ଖେଳାଳି ସୁରକ୍ଷା ନେଇ ଚିନ୍ତାପ୍ରକଟ କରି ଏକ…

ଭେନେଜୁଏଲାର ରାଜଧାନୀ କାରାକାସରେ ସିରିଜ ବିସ୍ଫୋରଣ, ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଭେନେଜୁଏଲାର ରାଜଧାନୀ କାରାକାସରେ ସିରିଜ ବିସ୍ଫୋରଣ ହୋଇଛି । ଅନେକ ସ୍ଥାନରେ ଧୂଆଁ ଏବଂ ନିଆଁ ଲାଗି ରହିଥିବା ଦେଖିବାକୁ ମିଳିଛି । ଆମେରିକା ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏହା ଆମେରିକାର ବିମାନ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏସମ୍ପର୍କରେ କିନ୍ତୁ ଆମେରିକା ପକ୍ଷରୁ…

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି ବେଲୁଚ୍ ନେତା

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି ବେଲୁଚ୍ ନେତା । ଚୀନ୍ ବେଲୁଚିସ୍ତାନରେ ସାମରିକ ବାହିନୀ ମୁତୟନ କରିବାକୁ ଯାଉଥିବା ସେ ଚିଠିରେ ଦାବି କରିଛନ୍ତି । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପାକିସ୍ତାନର ବେଲୁଚିସ୍ତାନ ନେତା ମୀର ୟାର ବାଲୁଚ୍ ଚିଠି ଲେଖିଛନ୍ତି ।…

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପରଲୋକ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରଲୋକ । ରାଜନୈତିକ ଅସ୍ଥିରତା ମଧ୍ୟରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପରଲୋକ ଘଟିଛି । ସେ ବାଂଲା ନ୍ୟାଶନାଲିଷ୍ଟ ପାର୍ଟିର ମୁଖ୍ୟ ଥିଲେ । ଢାକାର ଏଭକେୟାର ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି ।…

ଆମେରିକାରେ ପରିସ୍ଥିତି ଗମ୍ଭୀର, ଦେଶରେ ଅନେକ ସ୍ଥାନରେ ତୁଷାର ଝଡ଼

ଆମେରିକାରେ ପରିସ୍ଥିତି ଗମ୍ଭୀର। ଦାଉ ସାଧୁଛି ପ୍ରକୃତି କୋପ। ଦେଶରେ ଅନେକ ସ୍ଥାନରେ ତୁଷାର ଝଡ଼। ନ୍ୟୁୟର୍କ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ। କେବଳ ସେତିକି ନୁହେଁ। ଦେଶର ସର୍ବବୃହତ ସହର ନ୍ୟୁୟର୍କରେ ରାତ୍ରିରେ ୧୦ ଇଞ୍ଚ ପର୍ଯ୍ୟନ୍ତ ତୁଷାରପାତ ହେବାର ସମ୍ଭାବନା ଅଛି, ତାପମାତ୍ରା ଶୂନ୍ୟ…

ର୍ମିତ ରକେଟ ଲଞ୍ଚରରେ ବିସ୍ଫୋରଣ,୮ ଜଣ କମ୍ବୋଡିଆ ସୈନିକ ମୃତ , ଲଞ୍ଚରଟି ସମ୍ପୂର୍ଣ୍ଣ ନଷ୍ଟ

କମ୍ବୋଡିଆ ଓ ଥାଇଲ୍ୟାଣ୍ଡ ମଧ୍ୟରେ ସୀମାରେ ଜାରି ଉତ୍ତେଜନା ଏବେ ଚରମ ସୀମାରେ ପହଞ୍ଚିଛି। ଏହିକ୍ରମରେ କମ୍ବୋଡିଆ ସେନା ସୀମାରେ ଚୀନ୍ ନିର୍ମିତ ରକେଟ ଲଞ୍ଚରରୁ ଥାଇଲ୍ୟାଣ୍ଡ ସୀମା ଉପରକୁ ଆକ୍ରମଣ କରୁଥିବା ବେଳେ ଚୀନ ଲଞ୍ଚରରେ ବିସ୍ଫୋରଣ ହୋଇଛି। ଫଳରେ ୮ ଜଣ କମ୍ବୋଡିଆ ସୈନିକ ପ୍ରାଣ…

ବିଦେଶରେ ଭାରତୀୟ ଦେବୀ-ଦେବତାଙ୍କୁ ଅପମାନ , ପ୍ରତିବାବ କଲା ଭାରତ

ବିଦେଶରେ ଭାରତୀୟ ଦେବୀ-ଦେବତାଙ୍କୁ ଅପମାନ । ଭାଙ୍ଗିଦେଲେ ମୂର୍ତ୍ତି । ପ୍ରତିବାବ କଲା ଭାରତ । ଥାଇଲାଣ୍ଡ ଏବଂ କମ୍ବୋଡିଆ ସୀମାରେ ଥିବା ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ଭଙ୍ଗାକୁ ଜୋରଦାର ବିରୋଧ କରିଛି ଭାରତ । ଏହା କୋଟି କୋଟି ଭାରତୀୟଙ୍କ ଭାବନାକୁ ଆଘାତ କରିଥିବା ବୈଦେଶିକ ମନ୍ତ୍ରାଳୟ…

ବାଂଲାଦେଶ, ଭାରତୀୟ ଉଚ୍ଚାୟୁକ୍ତଙ୍କୁ ତଲବ କଲା

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରୁଛି । ରାସ୍ତାରେ ନିରୀହ ହିନ୍ଦୁମାନଙ୍କୁ ହତ୍ୟା କରାଯାଉଛି । ବାଂଲାଦେଶରେ ଭାରତୀୟ ଉଚ୍ଚାୟୋଗ ଉପରେ ଆକ୍ରମଣ ହେଉଛି । କିନ୍ତୁ ଓଲଟି ବାଂଲାଦେଶ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ତଲବ କରୁଛି । ବାହାନା ହେଉଛି ଭାରତରେ ଥିବା ବାଂଲାଦେଶ ଦୂତାବାସ ଉପରେ…

ଇଣ୍ଡୋନେସିଆରେ ଭୟଙ୍କର ସଡ଼କ ଦୁର୍ଘଟଣା, ୧୬ ମୃତ ଅନେକ ଆହତ

ଇଣ୍ଡୋନେସିଆରେ ଭୟଙ୍କର ସଡ଼କ ଦୁର୍ଘଟଣା । ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଏହାସହ ଅନେକ ଆହତ ହୋଇଥିବା ସୂଚନା । ଆଗକୁ ବି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ରିପୋର୍ଟ ଅନୁଯାୟୀ ଅଧିକାରୀମାନେ କହିଛନ୍ତି ଯେ ସୋମବାର ମଧ୍ୟରାତ୍ରି ପରେ ଇଣ୍ଡୋନେସିଆର ମୁଖ୍ୟ ଜାଭା…