Trending
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
- ଗୁରୁବାର ପାଇଁ ସରିଲା ରଥଟଣା,ନନ୍ଦିଘୋଷ ରଥ ଚକେ ଗଡ଼ିଲା
Browsing Category
Sports
All sports related news will be uploaded
ଆଜିଠୁ ଆଇପିଏଲରେ ଫାଇନାଲ୍ ଟିକେଟ୍ ପାଇଁ ଟକ୍କର୍,ଆଜି ଧର୍ମଶାଳାରେ ମୁହାଁମୁହିଁ ହେବେ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ
ଆଜିଠୁ ଆଇପିଏଲରେ ଆହୁରି ବଢ଼ିବ ରୋମାଞ୍ଚ । ଫାଇନାଲ୍ ଟିକେଟ୍ ପାଇଁ ଟକ୍କର୍। ଆଜି ଧର୍ମଶାଳାରେ ମୁହାଁମୁହିଁ ହେବେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ । ସିଧାସଳଖ ଫାଇନାଲ ଟିକେଟ ହାସଲ ଲାଗି ପ୍ରଥମ କ୍ବାଲିଫାୟରରେ ପରସ୍ପର ମୁହାଁମୁହିଁ ହେବାକୁ ଯାଉଛନ୍ତି। ପ୍ଲେ’ ଅଫ୍…
ଆଇପିଏଲ୍ ୨୦୨୬ର ଶେଷ ଲିଗ୍ ମ୍ୟାଚ: ବାଜି ମାରିଲା ଦିଲ୍ଲୀ କ୍ୟାପିଟାଲ୍ସ
ଆଇପିଏଲ୍ ୨୦୨୬ର ଶେଷ ଲିଗ୍ ମ୍ୟାଚରେ ବାଜି ମାରିଲା ଦିଲ୍ଲୀ କ୍ୟାପିଟାଲ୍ସ। କୋଲକାତାର ଇଡେନ ଇଡେନ ଗାର୍ଡେନ୍ସରେ ଖେଳା ଯାଇଥିବା ମ୍ୟାଚରେ ଦିଲ୍ଲୀ ଘରୋଇ କୋଲକାତାକୁ ୪୦ ରନରେ ହରାଇଛି। ଏହି ମ୍ୟାଚର କୌଣସି ଗୁରୁତ୍ଵ ନ ଥିଲେ ବି ଦିଲ୍ଲୀ ବିଜୟ ସହ ନିଜର ଅଭିଯାନ ଶେଷ କରିଥିବା ବେଳେ…
ଆଇପିଏଲ୍ ୨୦୨୬, ଚତୁର୍ଥ ଦଳ ଭାବେ ଚଳିତ ସଂସ୍କରଣରେ ପ୍ଲେ ଅଫରେ ପ୍ରବେଶ କରିଛି ରାଜସ୍ଥାନ
ଆଇପିଏଲ୍ ୨୦୨୬ରେ ନିଜ ପାଇଁ କର ବା ମର ମୁକାବିଲାକୁ ଜିତି ନେଇଛି ରାଜସ୍ଥାନ। ବ୍ୟାଟରଙ୍କ ପରେ ଜୋଫ୍ରା ଆର୍ଚରଙ୍କ ଘାତକ ବୋଲିଂ ବଳରେ ରାଜସ୍ଥାନ ମୁମ୍ବାଇ ଇଣ୍ଡିଆନ୍ସକୁ ୩୦ ରନରେ ମାତ୍ ଦେଇଛି। ବିଜୟ ସହ ରାଜସ୍ଥାନ ଚତୁର୍ଥ ଦଳ ଭାବେ ଚଳିତ ସଂସ୍କରଣରେ ପ୍ଲେ ଅଫରେ ପ୍ରବେଶ କରିଛି। ମୁମ୍ବାଇ…
ଟ୍ରାଭିସ୍ ହେଡଙ୍କ ସହ ହାତ ମିଳାଇବାକୁ ମନା କଲେ ବିରାଟ କୋହଲି,ଯାହା ଏକ ନୂଆ ବିବାଦ ର ସୃଷ୍ଟି
IPL ୨୦୨୬ ର ୬୭ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟିମ୍ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ ହରାଇ ବିଜୟ ହାସଲ କରିଥିଲା । ଏହି ସିଜିନର ପ୍ରଥମ ମ୍ୟାଚରେ ମିଳିଥିବା ହାରର ହିସାବ ବରାବର ହୋଇଯାଇଥିଲା । ଏହି ମୁକାବିଲା ଖୁବ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଥିଲା କିନ୍ତୁ ଏଭଳି କିଛି…
ଆଇପିଏଲ୍ ୨୦୨୬ ର ପ୍ଲେ-ଅଫ୍ ଦୌଡ଼ ଏବେ ଶେଷ ପର୍ଯ୍ୟାୟରେ ଚତୁର୍ଥ ସ୍ଥାନ ପାଇଁ ଲଢେଇ
ଆଇପିଏଲ୍ ୨୦୨୬ ର ପ୍ଲେ-ଅଫ୍ ଦୌଡ଼ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅହମ୍ମଦାବାଦରେ ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ (GT) ଚେନ୍ନାଇ ସୁପର କିଙ୍ଗସ (CSK) କୁ ୮୯ ରନ୍ରେ ପରାସ୍ତ କରି ପ୍ଲେ-ଅଫ୍ ଦୌଡ଼ରୁ ବାହାର କରିଦେଇଛି। ଏହି ବିଜୟ ସହ ଗୁଜରାଟ ଶୀର୍ଷ ଦୁଇରେ…
ଆଇପିଏଲ୍ର ୬୫ତମ ମ୍ୟାଚ୍: ମୁମ୍ବାଇକୁ ପରାସ୍ତ କଲା କୋଲକାତା
ଆଇପିଏଲ୍ର ୬୫ତମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ୪ ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ତା’ ସହିତ ତ୍ରୟୋଦଶ ମ୍ୟାଚ୍ରୁ ଷଷ୍ଠ ବିଜୟ ଏବଂ ଗୋଟିଏ ବାତିଲ ମ୍ୟାଚ୍ରୁ ୧ ପଏଣ୍ଟ୍ ସହ ମୋଟ ଉପରେ ୧୩ ପଏଣ୍ଟ୍ ପାଇ ନିଜ ପ୍ଲେ’ ଅଫ୍ ଆଶାକୁ ଉଜ୍ଜୀବିତ ରଖିଛି।…
ଆଇପିଏଲରେ କମାଲ କରୁଥିବା ବୈଭବ ସୂର୍ଯ୍ୟବଂଶୀ ପାଇଁ ନିଲାମ ଡ଼ିକିବେ ସୁନୀଲ ଗାଭାସ୍କର
ଆଇପିଏଲରେ କମାଲ କରୁଛନ୍ତି ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ । ବୈଭବ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ଧୂଆଁଦାର ବ୍ୟାଟିଂ କରିଛନ୍ତି । ଏହି ମ୍ୟାଚରେ ବୈଭବ ୩୮ ବଲରେ ୯୩ ରନ୍ କରି ରାଜସ୍ଥାନ ରୟାଲ୍ସ ଲକ୍ଷ୍ନୌକୁ ୭ ଓ୍ବିକେଟରେ ହରାଇଲା । ୨୨୧ ରନର ବିଜୟ ଲକ୍ଷ୍ୟକୁ ୫ ବଲ୍ ପୂର୍ବରୁ ବିଜୟ…
ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୬ର ୬୩ତମ ମ୍ୟାଚ୍: ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କଲା ହାଇଦ୍ରବାଦ
ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୬ର ୬୩ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ସନରାଇଜର୍ସ ହାଇଦ୍ରବାଦ ୫ ୱିକେଟ୍ରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ହାଇଦ୍ରାବାଦର ବ୍ୟାଟର ଈଶାନ କିଶନ ବିସ୍ଫୋରକ ବ୍ୟାଟିଂ କରି ନିଜ ଦଳକୁ ବିଜୟୀ କରାଇଛନ୍ତି।
ହାଇଦ୍ରାବାଦ ୧୮୧ ରନ୍ର ବିଜୟ…
ଆଇପିଏଲରେ ରାଜସ୍ଥାନ ରୟାଲ୍ସକୁ ୫ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ
ଆଇପିଏଲରେ ରାଜସ୍ଥାନ ରୟାଲ୍ସକୁ ୫ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହି ବିଜୟ ସହିତ ଦିଲ୍ଲୀ ଏହାର ପ୍ଲେଅଫ୍ ଆଶାକୁ ଉଜ୍ଜୀବିତ ରଖିଛି । ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୧୯୩ ରନ କରିଥିଲା । ଜବାବରେ ଦିଲ୍ଲୀ ହାତରେ…
ଆଇପିଏଲ୍ ୨୦୨୬ର ୬୧ତମ ମ୍ୟାଚ : ପ୍ଲେ ଅଫରେ ପ୍ରବେଶ କଲା ଆରସିବି
ବ୍ୟାଟର ପରେ ବୋଲରଙ୍କ ଜଲଓ୍ଵା। ଆଇପିଏଲ୍ ୨୦୨୬ର ୬୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ହରାଇଛି। ବିଜୟ ସହ ଆରସିବି ଚଳିତ ସଂସ୍କରଣରେ ପ୍ରଥମ ଦଳ ଭାବେ ଆନୁଷ୍ଠାନିକ ଭାବେ ପ୍ଲେ ଅଫରେ ପ୍ରବେଶ କରିଛି। ଅନ୍ୟପଟେ ଲଗାତାର ଛଅ ପରାଜୟ ସହ ପଞ୍ଜାବର ପ୍ଲେ…