Trending
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
- ଗୁରୁବାର ପାଇଁ ସରିଲା ରଥଟଣା,ନନ୍ଦିଘୋଷ ରଥ ଚକେ ଗଡ଼ିଲା
Browsing Category
Sports
All sports related news will be uploaded
ଅକ୍ଟୋବରରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତ କରିବ,ଦୁଇଟି ଟେଷ୍ଟ, ୫ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ ଖେଳିବ
ଚଳିତବର୍ଷ ଅକ୍ଟୋବରରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତ କରିବ । ଏହି ଟୁରରେ ଟିମ୍ ଇଣ୍ଡିଆ ୩ଟି ଫର୍ମାଟରେ ସିରିଜ ଖେଳିବ । ଦୁଇଟି ଟେଷ୍ଟ, ୫ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ ଖେଳିବ । ଟିମ୍ ଇଣ୍ଡିଆ ଏହି ଟୁରରେ ମୋଟ ୧୨ଟି ମ୍ୟାଚ୍ ଖେଳିବ ।
ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଏହି…
ଆଫଗାନିସ୍ତାନ ବିପକ୍ଷ ଘରୋଇ ଦିନିକିଆ ଶୃଙ୍ଖଳାରୁ କିଂବଦନ୍ତି ବ୍ୟାଟର୍ ବିରାଟ କୋହଲି ବାଦ୍
ଆଫଗାନିସ୍ତାନ ବିପକ୍ଷ ଘରୋଇ ଦିନିକିଆ ଶୃଙ୍ଖଳାରୁ କିଂବଦନ୍ତି ବ୍ୟାଟର୍ ବିରାଟ କୋହଲି ବାଦ୍ ପଡ଼ିଥିବାର ରିପୋର୍ଟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ବିସିସିଆଇ ଏଥିନେଇ କୌଣସି ଆନୁଷ୍ଠାନିକ ସୂଚନା ଦେଇନି। ତେବେ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଥିବାରୁ କୋହଲି ଏହି ଶୃଙ୍ଖଳା…
ସୂର୍ଯ୍ୟକୁମାରଙ୍କୁ ଟି-୨୦ ଦଳର ଅଧିନାୟକ ପଦରୁ ହଟାଇଲା ବିସିସିଆଇ
ଭାରତୀୟ କ୍ରିକେଟ ଜଗତରୁ ଆସିଛି ବଡ଼ ଖବର। ଘରୋଇ ମାଟିରେ ଭାରତକୁ ଟି-୨୦ ବିଶ୍ୱକପ୍ ଜିତାଇଥିବାର ମାତ୍ର ୩ ମାସ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି ନେଇଛି। ସୂର୍ଯ୍ୟକୁମାରଙ୍କୁ ଟି-୨୦ ଦଳର ଅଧିନାୟକ ପଦରୁ ହଟାଇ ଦିଆଯାଇଛି। ଏପରିକି ଆଗାମୀ ଦିନରେ ସେ…
ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ମାତ୍ ଦେଇ ପୁଣି ଚାମ୍ପିଅନ୍ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ
ଇତିହାସ ରଚିଲା RCB । ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ମାତ୍ ଦେଇ ପୁଣି ଚାମ୍ପିଅନ୍ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ହାଇ-ଭୋଲ୍ଟେଜ୍ ଆଇପିଏଲ୍ ୨୦୨୬ ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ଘରୋଇ ଗ୍ରାଉଣ୍ଡରେ ଧୂଳି ଚଟାଇଛି RCB…
ଆଜି ଆଇପିଏଲ ୨୦୨୬ର ମହାସଂଗ୍ରାମ ,ଗୁଜରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ କଡ଼ା ଟକ୍କର
ଆଜି ଆଇପିଏଲ ୨୦୨୬ର ମହାସଂଗ୍ରାମ । ଗୁଜରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ କଡ଼ା ଟକ୍କର । ଅହମ୍ମଦାବାଦରେ ଖେଳାଯିବ ମ୍ୟାଚ । କ୍ୱାଲିଫାୟର୍-୧ରେ ଗୁଜରାଟକୁ ହରାଇ RCB ସିଧାସଳଖ ଫାଇନାଲରେ ପହଞ୍ଚିଥିବା ବେଳେ ଥିବା ବେଳେ, କ୍ୱାଲିଫାୟର୍-୨ରେ ଶୁବମନ ଗିଲଙ୍କ ଶତକ…
ଆଇପିଏଲ ଫାଇନାଲରେ ଗୁଜରାଟ
ଆଇପିଏଲ ଫାଇନାଲରେ ଗୁଜରାଟ । ଦ୍ୱିତୀୟ କ୍ୱାଲିଫାୟାରରେ ହାରିଲା ରାଜସ୍ଥାନ । ଫାଇନାଲରେ ବେଙ୍ଗାଲୁରୁ-ଗୁଜରାଟ ଟକ୍କର । ଦ୍ୱିତୀୟ କ୍ୱାଲିଫାୟାରରେ ରାଜସ୍ଥାନକୁ ୭ ୱିକେଟରେ ହରାଇ ଫାଇନାଲରେ ଏଣ୍ଟ୍ରି ମାରିଛି ଗୁଜରାଟ । ରାଜସ୍ଥାନ ରୟାଲ୍ସ ୬ ୱିକେଟ୍ ହରାଇ ୨୧୪ ରନ୍ କରିଥିଲା । ଜବାବରେ…
ଆଜି ଆଇପିଏଲର ଦ୍ବିତୀୟ କ୍ବାଲିଫାୟାର ମ୍ୟାଚ: ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ
ଆଜି ଆଇପିଏଲରେ ମହାଲଢେଇ । ଚଣ୍ଡିଗଡ଼ରେ ଦ୍ବିତୀୟ କ୍ବାଲିଫାୟାରରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚ୍ ର ବିଜେତା ରବିବାର ଫାଇନାଲରେ ବେଙ୍ଗାଲୁରୁକୁ ଭେଟିବ । ରାଜସ୍ଥାନ ଏଲିମିନେଟର୍ ମ୍ୟାଚ୍ ରେ ହାଇଦ୍ରାବାଦକୁ ହରାଇ ପହଞ୍ଚିଥିବା ବେଳେ, ଗୁଜରାଟ…
ଏଫଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକି ୨୦୨୫-୨୬ : ୨୪ଜଣିଆ ଭାରତୀୟ ଦଳ ମନୋନୟନ ,ଦଳରେ ୩ ଓଡ଼ିଆ ଖେଳାଳି ସାମିଲ
ଏଫଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକି ୨୦୨୫-୨୬ ୟୁରୋପ ଲେଗ୍ ଲାଗି ହକି ଇଣ୍ଡିଆ ପକ୍ଷରୁ ବୁଧବାର ୨୪ଜଣିଆ ଭାରତୀୟ ଦଳ ମନୋନୟନ କରାଯାଇଛି। ଭାରତ ଜୁନ୍ ୧୪ରୁ ୨୮ପର୍ଯ୍ୟନ୍ତ ୟୁରୋପ ଲେଗ୍ରେ ନେଦରଲାଣ୍ଡ୍ସ, ଜର୍ମାନୀ, ପାକିସ୍ତାନ ଓ ଇଂଲଣ୍ଡ ସହ ମ୍ୟାଚ ଖେଳିବ। ଅଭିଜ୍ଞ ଡିଫେଣ୍ଡର ହରମନପ୍ରୀତ…
୨୦୨୭ ଏସିଆନ୍ ଚାମ୍ପିଅନସିପ୍ ଓଡ଼ିଶାକୁ ମିଳିଛି
ଡ଼ିଶାକୁ ମିଳିଲା ଆଉ ଏକ ମେଗା ଗ୍ଲୋବାଲ୍ ଇଭେଣ୍ଟ । ୨୦୨୭ ଏସିଆନ୍ ଚାମ୍ପିଅନସିପ୍ ଓଡ଼ିଶାକୁ ମିଳିଛି । ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୭’ର ଆୟୋଜନ କରିବ ଓଡ଼ିଶା । ହଂକଂରେ ନିଆଗଲା ବଡ଼ ନିଷ୍ପତ୍ତି । ବିଶ୍ୱ କ୍ରୀଡ଼ା ଜଗତରେ ଓଡ଼ିଶାର ସୁନାମ ପୁଣି ଥରେ ଶୀର୍ଷକୁ ଛୁଇଁଛି ।…
ପ୍ରଥମ ଦଳ ଭାବେ ଫାଇନାଲରେ RCB
ଗୁଜରାଟର ଶୋଚନୀୟ ପରାଜୟ । ପ୍ରଥମ ଦଳ ଭାବେ ଫାଇନାଲରେ RCB । ଅଧିନାୟକ ରଜତ ପାଟିଦାରଙ୍କ ଧମାକାଦାର ଇନିଂସ ପରେ ବୋଲରଙ୍କ ଘାତକ ବୋଲିଂ। ପ୍ରଥମ କ୍ଵାଲିଫାୟରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ୯୨ ରନର ବିଶାଳ ବ୍ୟବଧାନରେ ଗୁଜରାଟ ଟାଇଟନ୍ସକୁ ହରାଇଛି । ଏହାସହ ଡିଫେଣ୍ଡିଂ ଚାମ୍ପିଅନ…