Trending
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
- ଗୁରୁବାର ପାଇଁ ସରିଲା ରଥଟଣା,ନନ୍ଦିଘୋଷ ରଥ ଚକେ ଗଡ଼ିଲା
Browsing Category
Sports
All sports related news will be uploaded
ଫିଫା ବିଶ୍ବକପ୍: ଆଇଭରି କୋଷ୍ଟ ୧-୦ରେ ଇକ୍ବେଡର୍କୁ ମାତ୍ ଦେଇଛି
ଆଇଭରି କୋଷ୍ଟ୍ର ଫିଫା ବିଶ୍ବକପ୍ ପ୍ରତ୍ୟାବର୍ତ୍ତନ ବିଜୟରୁ ଆରମ୍ଭ ହୋଇଛି। ଫିଲାଡେଲ୍ଫିଆ ଷ୍ଟାଡିୟମ୍ରେ ଖେଳାଯାଇଥିବା ସୋମବାର ଗ୍ରୁପ୍-ଇ’ର ଏକ ମୁକାବିଲାରେ ନାଟକୀୟ ଭାବେ ୯୦ତମ ମିନିଟ୍ରେ ବଦଳ ଖେଳାଳି ଅମାଦ ଦିଆଲୋଙ୍କ ଗୋଲ୍ରେ ଆଇଭରି କୋଷ୍ଟ ୧-୦ରେ ଇକ୍ବେଡର୍କୁ ମାତ୍…
ଟି୨୦ ମହିଳା ବିଶ୍ୱକପ : ପାକିସ୍ତାନକୁ ହରାଇ ମୁକାବିଲାରେ ବାଜି ମାରିଛି ଟିମ୍ ଇଣ୍ଡିଆ
ବିଜୟରୁ ଅଭିଯାନ ଆରମ୍ଭ କଲା ମହିଳା ବ୍ରିଗେଡ୍ । ସୁପର ସଣ୍ଡେର ଟି୨୦ ମହିଳା ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା ହାଇ ଭୋଲଟେଜ୍ ମୁକାବିଲାରେ ବାଜି ମାରିଛି ଟିମ୍ ଇଣ୍ଡିଆ । ଦଳ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଛି । ଏହାସହ ହରମନପ୍ରୀତ କୌରଙ୍କ…
ଆମେରିକା ନିଜ ପ୍ରଥମ ମ୍ୟାଚ୍ରେ ପାରାଗୁଏକୁ ଏକତରଫା ଭାବେ ୪-୧ ଗୋଲ୍ରେ ହରାଇଲା
ଅନ୍ୟତମ ସହ ଆୟୋଜକ ଆମେରିକା ଚଳିତ ଫୁଟ୍ବଲ୍ ବିଶ୍ବକପ୍ରେ ଆଧିପତ୍ୟଭରା ଆରମ୍ଭ କରିଛି। ଶନିବାର ସକାଳେ (ଭାରତୀୟ ସମୟ) ଖେଳିଥିବା ନିଜ ପ୍ରଥମ ମ୍ୟାଚ୍ରେ ପାରାଗୁଏକୁ ଏକତରଫା ଭାବେ ୪-୧ ଗୋଲ୍ରେ ହରାଇ ଦେଇଛି। ଫଳରେ ଘରୋଇ ପରିବେଶରେ ପ୍ରଥମ ଥର ବିଜେତା ହେବା ଲାଗି ପ୍ରଥମ ପାହାଚ…
ଫିଫା ଫୁଟ୍ବଲ ବିଶ୍ବକପ୍: ମେକ୍ସିକୋ ୨-୦ ଗୋଲ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି
ଗୁରୁବାର ଫିଫା ଫୁଟ୍ବଲ ବିଶ୍ବକପ୍ର ଉଦ୍ଘାଟନ ମ୍ୟାଚ୍ରେ ସହ ଆୟୋଜକ ମେକ୍ସିକୋ ୨-୦ ଗୋଲ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହି ଗ୍ରୁପ୍ ‘ଏ’ର ମ୍ୟାଚ୍ରେ ମେକ୍ସିକୋ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ୨ଟି ଗୋଲ୍ ଦେଇଥିଲା। ମେକ୍ସିକୋ ପାଇଁ ପ୍ରଥମାର୍ଦ୍ଧରେ ଜୁଲିଆନ୍…
ଆଜିଠୁ ଫୁଟବଲର ସବୁଠୁ ବଡ଼ ମହାକୁମ୍ଭ ଫିଫା ବିଶ୍ୱକପ୍-୨୦୨୬
ଆଜିଠୁ ଫୁଟବଲର ସବୁଠୁ ବଡ଼ ମହାକୁମ୍ଭ ଫିଫା ବିଶ୍ୱକପ୍-୨୦୨୬ । ବିଶ୍ୱ କ୍ରୀଡ଼ା ଜଗତର ସବୁଠାରୁ ବଡ଼ ଓ ରୋମାଞ୍ଚକର ମହାସମର ପାଇଁ କାଉଣ୍ଟଡାଉନ୍ ଶେଷ । ଆମେରିକା, ମେକ୍ସିକୋ ଓ କାନାଡାର ମିଳିତ ଆନୁକୂଲ୍ୟରେ ଫିଫା ବିଶ୍ୱକପର ମହାଶୁଭାରମ୍ଭ ହେବାକୁ ଯାଉଛି ।
ଫୁଟବଲ ଇତିହାସରେ ପ୍ରଥମ ଥର…
ମହିଳା ଟି୨୦ ବ୍ୟାଟର ମାନ୍ୟତାରେ ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ଶୀର୍ଷ ୧୦ରେ
ଆଇସିସି ମହିଳା ଟି୨୦ ବିଶ୍ବକପ୍ ମେ’ ୧୨ରୁ ଜୁଲାଇ ୫ ପର୍ଯ୍ୟନ୍ତ ଇଂଲଣ୍ଡରେ ଖେଳାଯିବ। ଏହା ପୂର୍ବରୁ ମଙ୍ଗଳବାର ପ୍ରକାଶିତ ମହିଳା ଟି୨୦ ବ୍ୟାଟର ମାନ୍ୟତାରେ ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ଶୀର୍ଷ ୧୦ରେ ରହିଛନ୍ତି। ହରମନପ୍ରୀତ ଗୋଟିଏ ସ୍ଥାନ ଉଠି ୧୧ରୁ ୧୦ମ ସ୍ଥାନରେ ପହଞ୍ଚିଥିବା…
ଇଂଲଣ୍ଡ ଏବଂ ଆୟରଲାଣ୍ଡ ଗସ୍ତ ପାଇଁ ଭାରତୀୟ ଟିମରେ ସାମିଲ ଥିବା ମହମ୍ମଦ ସିରାଜ ଆଉଟ୍ , ସିରାଜଙ୍କ ସ୍ଥାନରେ ପ୍ରସିଦ୍ଧ…
ଇଂଲଣ୍ଡ ଏବଂ ଆୟରଲାଣ୍ଡ ଗସ୍ତ ପାଇଁ ଭାରତୀୟ ଟିମରେ ସାମିଲ ଥିବା ମହମ୍ମଦ ସିରାଜ ଏବେ ଟିମରୁ ବାଦ୍ ପଡିଛନ୍ତି । ୬ ଜୁନରେ ଘୋଷଣାରେ ହୋଇଥିବା ଟିମରେ ମହମ୍ମଦ ସିରାଜଙ୍କ ନାଁ ରହିଥିଲା । କିନ୍ତୁ ଏବେ ତାଙ୍କୁ ଟିମରୁ ବାଦ୍ ଦିଆଯାଇଛି । ସିରାଜଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଟି୨୦…
ଆଫଗାନିସ୍ତାନକୁ ପ୍ରଥମ ଇନିଂସ ଏବଂ ୩୦୦ ରନରେ ହରାଇଲା ଟିମ୍ ଇଣ୍ଡିଆ
ଆଫଗାନିସ୍ତାନକୁ ପ୍ରଥମ ଇନିଂସ ଏବଂ ୩୦୦ ରନରେ ହରାଇଲା ଟିମ୍ ଇଣ୍ଡିଆ । ଫଲୋଅନ୍ ପରେ ଇନିଂସ ପରାଜୟ ଏଡ଼ାଇ ପାରିଲାନି ଆଫଗାନିସ୍ତାନ । ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ରନରେ ଜିତି ଇତିହାସ ରଚିଲା ଟିମ୍ ଇଣ୍ଡିଆ । ମୁଲ୍ଲାନପୁରରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଏକମାତ୍ର…
ଜୁନ୍ ୧୧ରେ ଫୁଟବଲ ମହାକୁମ୍ଭ ଫିଫା,୫ମ ଟ୍ରଫି ଜିତିବାକୁ ଆଶାବାଦୀ ରହିଛି ଜର୍ମାନୀ
ଫୁଟବଲ ମହାକୁମ୍ଭ ଫିଫା ବିଶ୍ବକପ ଆଉ ମାତ୍ର ୪ ଦିନ ପରେ ଆରମ୍ଭ ହେବ। ଆମେରିକା, ମେକ୍ସିକୋ ଓ କାନାଡାରେ ଚଳିତ ଜୁନ୍ ୧୧ରୁ ଜୁଲାଇ ୧୯ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଉକ୍ତ ଫୁଟବଲ ମହାକୁମ୍ଭରେ ୪୮ଟି ଦଳ ଅବର୍ତ୍ତୀର୍ଣ୍ଣ ହେବେ। ଟ୍ରଫି ଜିତିବା ସମସ୍ତ ଦଳଙ୍କ ଲକ୍ଷ୍ୟ। ସେଥିମଧ୍ୟରୁ ଟାଇଟଲ…
ଭାରତୀୟ ଟି୨୦ ଦଳକୁ ମିଳିଲା ନୂଆ ଅଧିନାୟକ ଦାୟିତ୍ବ ଶ୍ରେୟସ ଆୟରଙ୍କ ମିଳିଥିବା ବେଳେ ଉପ ଅଧିନାୟକ ହେଲେ ତିଳକ ବର୍ମା
ଭାରତୀୟ ଟି୨୦ ଦଳକୁ ମିଳିଲା ନୂଆ ଅଧିନାୟକ । ଇଂଲଣ୍ଡ ଏବଂ ଆୟରଲାଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଘୋଷଣା କରିଛି ବିସିସିଆଇ । ଟି୨୦ ସିରିଜ ପାଇଁ ଦଳ ଘୋଷଣା ହୋଇଛି । ଟି୨୦ ଦଳର ଅଧିନାୟକ ଦାୟିତ୍ବ ଶ୍ରେୟସ ଆୟରଙ୍କ ମିଳିଛି । ତିଳକ ବର୍ମା ଉପ ଅଧିନାୟକ ହୋଇଛନ୍ତି । ଟିମରେ ସାମିଲ ହୋଇଛନ୍ତି…