Trending
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
- ଗୁରୁବାର ପାଇଁ ସରିଲା ରଥଟଣା,ନନ୍ଦିଘୋଷ ରଥ ଚକେ ଗଡ଼ିଲା
Browsing Category
Sports
All sports related news will be uploaded
ମହିଳା ଟି-୨୦ ବିଶ୍ୱକପ : ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ବିଦା ହେଲା ଭାରତ
ମହିଳା ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ବିଦା ହେଲା ଭାରତ । ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା କ୍ରିକେଟ ଦଳର ଟି-୨୦ ବିଶ୍ୱକପ ୨୦୨୬ ଜିତିବାର ସ୍ୱପ୍ନ ପୁଣିଥରେ ଭାଙ୍ଗିଯାଇଛି । ରବିବାର ଲର୍ଡ଼ସର ଐତିହାସିକ ମଇଦାନରେ ଖେଳାଯାଇଥିବା ଏହି…
ଫିଫା ଫୁଟବଲ ବିଶ୍ବକପ-୨୦୨୬:ଏବେ ସୁଦ୍ଧା ୩ଟି ହ୍ୟାଟ୍ରିକ୍
ଫିଫା ଫୁଟବଲ ବିଶ୍ବକପ-୨୦୨୬ରେ ଏବେ ସୁଦ୍ଧା ୩ଟି ହ୍ୟାଟ୍ରିକ୍ ହୋଇଛି। ଆର୍ଜେଣ୍ଟିନାର ତାରକା ଫରୱାର୍ଡ ଲିଓନେଲ ମେସି, କାନାଡାର ଜୋନାଥନ କ୍ରିଷ୍ଟିଆନ ଡେଭିଡ୍ ଓ ଫ୍ରାନ୍ସର ଉସ୍ମାନ ଡେମ୍ବେଲେ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ମେସି ଆଲ୍ଜେରିଆ ବିପକ୍ଷରେ ପ୍ରଥମ ମ୍ୟାଚରେ ୧୭, ୬୦ ଓ ୭୬…
ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକି ୨୦୨୫-୨୬: ୭-୧ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି ଭାରତ
ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକି ୨୦୨୫-୨୬ର ଶୁକ୍ରବାର ଲଣ୍ଡନର ଲି ଭ୍ୟାଲି ହକି ଷ୍ଟାଡ଼ିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ୭-୧ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ଏଥି ସହିତ ପାକିସ୍ତାନ ବିପକ୍ଷରେ ଭାରତ ଦୁଇଟି ଯାକ ମ୍ୟାଚ ଜିତିବାରେ ସଫଳ ହୋଇଛି। ପ୍ରଥମ ଚରଣ ମ୍ୟାଚରେ ଭାରତ ୪-୩…
କଳିଙ୍ଗ ଷ୍ଟାଡ଼ିୟମରେ ୬୫ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଦୌଡ଼କୁଦ ଚମ୍ପିଆନସିପ୍ ଆରମ୍ଭ
କଳିଙ୍ଗ ଷ୍ଟାଡ଼ିୟମରେ ୬୫ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଦୌଡ଼କୁଦ ଚମ୍ପିଆନସିପ୍ ଆରମ୍ଭ ହୋଇଛି। ବୁଧବାର ପ୍ରଥମ ଦିନରେ ପୁରୁଷ ପୋଲଭୋଲ୍ଟରେ ଦେବ୍ କୁମାର ମୀନା ନୂତନ ଜାତୀୟ କୀର୍ତ୍ତିମାନ ସହ ଏସୀୟ କ୍ରୀଡ଼ା -୨୦୨୬ ଲାଗି ଯୋଗ୍ୟତା ହାସଲ କରିଛନ୍ତି। ଦେବ୍ କୁମାର ୫.୪୬ ମିଟର ଅତିକ୍ରମ…
ଫିଫା ବିଶ୍ବକପ୍ :୩-୧ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ମ୍ୟାଚ ଜିତିଛି ଇଜିପ୍ଟ
ଜିପ୍ଟର ସୁପର୍ ଷ୍ଟାର ମହମ୍ମଦ୍ ସାଲାହ୍ ଚଳିତ ବିଶ୍ବକପ୍ରେ ପ୍ରଥମ ଗୋଲ୍ ସ୍କୋର୍ କରିଛନ୍ତି। ଫଳତଃ ଚଳିତ ଫିଫା ବିଶ୍ବକପ୍ରେ ଇଜିପ୍ଟ ପ୍ରଥମ ମ୍ୟାଚ୍ ଜିତିପାରିଛି। ସୋମବାର ସକାଳେ ଖେଳା ଯାଇଥିବା ଗ୍ରୁପ୍ ‘ଜି’ର ଏକ ମ୍ୟାଚ୍ରେ ଇଜିପ୍ଟ ୩-୧ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ…
ଟ୍ରାଇ ସିରିଜ୍ : ଶ୍ରୀଲଙ୍କା ଏ କୁ ୬୬ ରନରେ ପରାସ୍ତ କରି ସିରିଜ ଜିତିଲା ଇଣ୍ଡିଆ
ଟ୍ରାଇ ସିରିଜ୍ ଫାଇନାଲରେ ଶ୍ରୀଲଙ୍କା ଏ କୁ ୬୬ ରନରେ ପରାସ୍ତ କରିଛି ଇଣ୍ଡିଆ ଏ । ବୈଭବ ସୂର୍ଯ୍ୟବଂଶୀଙ୍କ କମାଲ ଇନିଂସ ବଳରେ ପ୍ରଥମେ ଭାରତ ୯ ୱିକେଟ ହରାଇ ୩୭୭ ରନର ଟାର୍ଗେଟ ଦେଇଥିଲା । ବୈଭବଙ୍କ ୨୯ ବଲରେ ୯୪ ରନ୍ କରି ଆରମ୍ଭରୁ ହିଁ ଭାରତର ପଲା ଭାରି କରିଥିଲେ । ଏହାର ଜବାବରେ…
ଏଫ୍ଆଇଏଚ୍ ନେସନ୍ସ କପ୍ ମହିଳା ହକି ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ଭାରତ
ଏଠାରେ ଚାଲିଥିବା ଏଫ୍ଆଇଏଚ୍ ନେସନ୍ସ କପ୍ ମହିଳା ହକି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତ ପ୍ରବେଶ କରିଛି। ଶନିବାର ଭାରତ ପ୍ରଥମ ସେମିଫାଇନାଲରେ ୬-୦ ଗୋଲ୍ରେ ଚିଲିକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ଖେଳାଯିବ।ଲିଗ୍ ପର୍ଯ୍ୟାୟରେ…
ମେସି ହିଁ ସର୍ବଶ୍ରେଷ୍ଠ ଫୁଟ୍ବଲର: ରୋନାଲ୍ଡୋ
ବ୍ରାଜିଲର ଫୁଟ୍ବଲ କିମ୍ବଦନ୍ତୀ ତଥା ୨୦୦୨ ବିଶ୍ବକପ୍ ଚମ୍ପିଆନ୍ ବ୍ରାଜିଲ ଦଳର ଷ୍ଟ୍ରାଇକର ରୋନାଲ୍ଡୋ ନାଜାରିଆ କହିଛନ୍ତି, ଆଲ୍ଜେରିଅା ବିପକ୍ଷରେ ହ୍ୟାଟ୍ରିକ୍ ପରେ ଲୋକେ ମେସିଙ୍କୁ ସର୍ବକାଳୀନ ସର୍ବଶ୍ରେଷ୍ଠ ଫୁଟ୍ବଲର ଭାବେ ମାନିନେବା ଉଚିତ। ସମସ୍ତ ଋତୁ ଏବଂ ସମସ୍ତ ବିଶ୍ବକପ୍ରେ…
ଫିଫା ଫୁଟବଲ ବିଶ୍ବକପ: ଦୀର୍ଘ ୩୬ ବର୍ଷ ପରେ ଫୁଟବଲ ବିଶ୍ବକପରେ ବିଜୟ ସ୍ବାଦ ପାଇଛି ଅଷ୍ଟ୍ରିଆ
ଅଷ୍ଟ୍ରିଆ ଦୀର୍ଘ ୩୬ ବର୍ଷ ପରେ ଫୁଟବଲ ବିଶ୍ବକପରେ ବିଜୟ ସ୍ବାଦ ପାଇଛି। ଚଳିତ ଫିଫା ଫୁଟବଲ ବିଶ୍ବକପର ବୁଧବାର ଖେଳାଯାଇଥିବା ଗ୍ରୁପ-ଜେ ର ମ୍ୟାଚରେ ଅଷ୍ଟ୍ରିଆ ୩-୧ ଗୋଲରେ ପଦାର୍ପଣକାରୀ ଜୋର୍ଡାନକୁ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରଅା ୩ ପଏଣ୍ଟ ପାଇଛି। ଅଷ୍ଟ୍ରିଆ ଶେଷ ଥର ପାଇଁ…
ଆଫଗାନିସ୍ତାନ ଆଗରେ ୪୦୨ ର ବିଶାଳ ଲକ୍ଷ୍ୟ ରଖିଲା ଭାରତ
ଗର୍ଜିଲା ଶୁଭମନ ଗିଲ୍ ଏବଂ ଇଶାନ କିଷନଙ୍କ ବ୍ୟାଟ୍।ଶୁବମନ ଗିଲ ଓ ଇଶାନ କିଶନଙ୍କ ଶତକ ବଳରେ ଭାରତର ବିଶାଳ ସ୍କୋର। ୪୯.୫ ବଲରେ ଅଲଆଉଟ ୪୦୨ ରନ କରିବାରେ ସକ୍ଷମ ହୋଇଛି ଟିମ୍ ଇଣ୍ଡିଆ।ଦଳ ପକ୍ଷରୁ ଅଧିନାୟକ ଶୁଭମନ ଗିଲ୍ ସର୍ବାଧିକ ୧୧୦ ବଲରେ ୨୨ଚୌକା,୨ ଛକା ମାରି ୧୫୪ ରନର ବଡ ପାଳି…