Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Browsing Category
Lifestyle
All lifestyle-related news will be uploaded here
ଅଫିସରେ ମିଳୁଛି କି ଅତ୍ୟଧିକ କାମର ଚାପ?
ବ୍ୟସ୍ତବହୁଳ ଜୀବନରେ ଅଫିସ୍ କାମ କରୁଥିବା ବ୍ୟକ୍ତିବିଶେଷ ମାନେ ଚାପରେ ରହିବା ସାଧାରଣ କଥା । ଅଫିସରେ କାର୍ୟ୍ୟଭାର ବୃଦ୍ଧି, ସମୟର ଅଭାବ, ଅଫିସ୍ ରାଜନୀତି, ଏହି ସବୁ ଜିନିଷ ଆମକୁ ମାନସିକ ସ୍ତରରେ କ୍ଲାନ୍ତ କରିଦେଉଛି । ତେବେ ଏଥରୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । କିଛିଟା…
ଅଳ୍ପ ବିଦ୍ୟା ଭୟଙ୍କରୀ
ବସି ଖୁବ୍ ସହଜରେ ଇଣ୍ଟରନେଟ୍ରୁ ମିଳିପାରୁଛି ପ୍ରତ୍ୟେକ ବିଷୟରେ ସୂଚନା। ଯାହା ମଧ୍ୟରୁ କେତେକ ସୂଚନାରେ ରହୁଛି ଅଧା ସତ୍ୟ। ହେଲେ ଇଣ୍ଟରନେଟ୍ର ତଥ୍ୟକୁ ଅନ୍ଧଭାବେ ବିଶ୍ୱାସ କରୁଥିବା ଜନସାଧାରଣ ଏହି ସୂଚନାକୁ ହିଁ ସତ
ବୋଲି ମାନି ନେଉଛନ୍ତି। ଫଳରେ ସମାଜରେ ଅନେକ
ଭୁଲ୍ ତଥ୍ୟ ପ୍ରଚାରିତ…
ଖରାଦିନେ ଏସି ବିଲ୍ ନେଇ ମୁଣ୍ଡରେ ହାତ ଦେଉଛନ୍ତି କି ?
ଦିନକୁ ଦିନ ଖରାର ପ୍ରକୋପ ବଢ଼ିବାରେ ଲାଗିଛି , ଯେଉଁଥିରୁ ତ୍ରାହି ପାଇବାକୁ ଲୋକମାନେ AC ଲଗାଉଛନ୍ତି । ଯଦି ଆପଣଙ୍କ ଘରେ କିମ୍ବା ଅଫିସରେ ଏସି ଅଛି, ତେବେ ଆପଣ ନିଶ୍ଚୟ ଦେଖିଥିବେ ଯେ ଏସିରେ ଅନେକ ମୋଡ୍ ଥାଏ । ତେବେ ଏସି ବା ଏୟାର କଣ୍ଡିସନରରେ ଏମିତି ଏକ ମୋଡ୍ ମଧ୍ୟ ଅଛି, ଯେଉଁଥିରେ ଏସି…
ଶରୀର ପାଇଁ ଉପକାରୀ ଜିରା
ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା ପୋଷକ ତତ୍ତ୍ୱ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଜାଣନ୍ତୁ ଏହାର ଏକାଧିକ ଉପକାରିତା ସମ୍ପର୍କରେ…ଗ୍ୟାସ୍, ଏସିଡିଟି, ବଦହଜମୀ ଭଳି ସମସ୍ୟା ବର୍ତ୍ତମାନ ଅନେକଙ୍କଠାରେ…
ମାଠିଆ ପାଣି
ମାଠିଆ ପାଣି ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ପ୍ରାୟ ଅନେକେ ଜାଣନ୍ତି। ତଥାପି ଏଥିରେ ଆହୁରି ଅନେକ ପ୍ରକାର ଭଲ ଗୁଣ ରହିଛି। ଯେହେତୁ ମାଠିଆ ମାଟିରେ ପ୍ରସ୍ତୁତ ହୋଇଥାଏ ତେଣୁ ଏହା ଜୀବାଣୁନାଶକ। ପ୍ରାକୃତିକ ଉପାୟରେ ଏହି ପାଣିରୁ ଦୂଷିତ ପଦାର୍ଥ ବାହାରିଯାଇଥାଏ। ନିୟମିତ ମାଠିଆ ପାଣି…
ଆପଣଙ୍କ ପଛପଟେ ଗପୁଥିବା ଲୋକଙ୍କୁ କିପରି ଚିହ୍ନନ୍ତୁ
ଜୀବନରେ ଆମେ ଅନେକ ଲେକଙ୍କୁ ଭେଟିଥାଉ । ସେଥିମଧ୍ୟରୁ ଲୋକଙ୍କ ବ୍ୟବହାର ଦେଖି ସେମାନଙ୍କ ଭଲ ଓ ମନ୍ଦ ପ୍ରକୃତିର ପରିଚୟ ମିଳିଥାଏ । କିନ୍ତୁ ଏମିତି ବି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ସାମ୍ନାରେ ଭଲରେ କଥାବାର୍ତ୍ତା ହୋଇଥାନ୍ତି କିନ୍ତୁ ପିଠି ପଛରେ ଆପଣଙ୍କ ଆଲୋଚନା କରିଥାନ୍ତି । ଏଭଳି…
ଖରାଦିନେ ସ୍କିନ୍ ଆଲର୍ଜିର ଘରୋଇ ଚିକିତ୍ସା
ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି ଦାଗ ଦେଖାଯାଏ ପୁଣି କାହାର ଦେହ କୁଣ୍ଡାଇ ହୁଏ। ଏହିସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ କେହି କେହି ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ…
ଚୈତ୍ର ନବରାତ୍ରି ମାଆ କାତ୍ୟାୟନୀଙ୍କ ପୂଜା
ନବରାତ୍ରିର ଷଷ୍ଠ ଦିନରେ ମାଆ କାତ୍ୟାୟନୀଙ୍କୁ ପୂଜା କରାଯାଏ। ବିଶ୍ୱାସ କରାଯାଏ ଯେ ମାଆ ଦେବତାମାନଙ୍କ ଜ୍ୟୋତିରୁ ଜନ୍ମ ହୋଇଥିଲେ। ମାଆ କାତ୍ୟାୟନୀଙ୍କ ରୂପ ଐଶ୍ୱରୀୟ ଏବଂ ତାଙ୍କର ଆଶୀର୍ବାଦ ସବୁବେଳେ ତାଙ୍କ ଭକ୍ତମାନଙ୍କ ଉପରେ ରହିଥାଏ। ତେବେ ଭକ୍ତମାନେ ନବରାତ୍ରିର ଷଷ୍ଠ ଦିନରେ କ’ଣ କରିବା…
ଯାତ୍ରା ସମୟରେ ବାନ୍ତି ଲାଗୁଛି କି ?
ବସରେ କିମ୍ବା କାରରେ ଯାତ୍ରା କରିବା ବେଳେ ବାନ୍ତି କରନ୍ତି। ଆଉ ଏହି ବାନ୍ତି ଭୟରେ ବୁଲି ଯାଇ ପାରନ୍ତି ନାହିଁ। ତେବେ ଚିନ୍ତା କରନ୍ତୁ ନାହିଁ କାରଣ ଘରୋଇ ଉପଚାରରେ ଯାତ୍ରା ସମୟରେ ବାନ୍ତି ସମସ୍ୟାରୁ ମୁକ୍ତି ପାଇପାରିବେ।ଭ୍ରମଣ ସମୟରେ ଆପଣ ଏହି ଜିନିଷଗୁଡ଼ିକୁ ସାଙ୍ଗରେ ନେଇପାରିବେ ଯାହାକୁ…
ଚୈତ୍ର ନବରାତ୍ରିର ୩ୟ ଦିନରେ କରନ୍ତୁ ମାଆ ଚନ୍ଦ୍ରଘଣ୍ଟାଙ୍କ ପୂଜା
ଚୈତ୍ର ନବରାତ୍ରିର ତୃତୀୟ ଶକ୍ତି ମାଆ ଚନ୍ଦ୍ରଘଣ୍ଟାଙ୍କ ପୂଜା କରାଯାଇଥାଏ। ମାଆଙ୍କ ଏହି ରୂପ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିଶ୍ୱାସ କରାଯାଏ। ମାଆ ଚନ୍ଦ୍ରଘଣ୍ଟାଙ୍କ ଉପାସନା ସାହସୀ କରାଇଥାଏ । ଦେବୀ ଚନ୍ଦ୍ରଘଣ୍ଟାଙ୍କ ରଙ୍ଗ ସୁନା ପରି ଉଜ୍ଜ୍ୱଳ ଏବଂ ତାଙ୍କ ବାହନ ସିଂହ ଅଟେ।ଦେବୀ ମାଆଙ୍କ…